Breaking news ! ବିବାହ ଉତ୍ସବରେ ଏବେ ସାମିଲ ହୋଇ ପାରିବେ ୧୦୦ରୁ ଅଧିକ ଲୋକ, ବ୍ୟାଣ୍ଡ୍ ବାଜାକୁ ମିଳିଲା ଅନୁମତି, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

0

ଏହି କିଛି ମାସ ହେବ ସାରା ଦେଶ, ସାରା ରାଜ୍ୟ, ସାରା ବିଶ୍ଵ କରୋନା ମହାମାରୀ ଦ୍ୱାରା ପୀଡିତ ଅଛନ୍ତି। ଏବେ ଏହାର ପ୍ରକୋପ କିଛି ମାତ୍ରାରେ କମିଥିବା ବେଳେ ଆରପଟେ ଏବେବି ଅନେକ ରାଜ୍ୟ ଏହା ପାଇଁ ଯୁଦ୍ଧ କରୁଛନ୍ତି, ଅନେକଅନେକାଂଶରେ ଲୋକ ଏହି ରୋଗ ରେ ପୀଡିତ ହୋଇ ହସ୍ପିଟାଲ ରେ ଅଛନ୍ତି। ତେବେ କରୋନା ମହାମାରୀ ରୁ ଦୂରେଇ ରହିବା ପାଇଁ ଏବେବି ଲୋକ ମାନେ ଅନେକ ପ୍ରକାର ର କାର୍ଯ୍ୟ କରୁଛନ୍ତି, ତେବେ ଯେପରି ଅତି ଜରୁରୀ କାମ ନହେଲେ ଘରୁ ବାହାରକୁ ବାହାରୁ ନାହାନ୍ତି, ନିଜ ନିଜ ମଧ୍ୟରେ ଦୂରତା ରଖୁଛନ୍ତି ଇତ୍ୟାଦି। କରୋନା ଏବେବି ତାର ଭୟାବହତା ବଜାୟ ରଖିଛି, ତାର ସେହି ରୂପ କୁ ଦେଖି ଲୋକ ମାନେ ଏବେବି ବହୁତ ଭୟ ରେ ଅଛନ୍ତି।


ତେବେ ପ୍ରଥମେ ଯେତେବେଳେ ଆମ ଦେଶରେ ଏହି ମହାମାରୀ ଦେଖାଦେଇଥିଲା ଆମ ସରକାର ଏହା ଠାରୁ ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ ଅରିଥିଲେ। ସେହି ସବୁ ଅନେକ ପଦକ୍ଷେପ ଦ୍ୱାରା ଏହି ମହାମାରୀ କୁ ଅନ୍ୟ ଦେଶ ମାନଙ୍କ ତୁଳନା ରେ ଆମ ଦେଶରେ ଅନେକ ମାତ୍ରାରେ ରୋକାଯାଇ ପାରିଥିଲା। ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ,

ସେହି ସବୁ ପଦକ୍ଷେପ ଦ୍ୱାରା ଲୋଅ ମାନଙ୍କୁ ଅନେକ ମାତ୍ରାରେ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଥିଲା। ସରକାର ଏହା ଯୋଗୁଁ ଅନେକ କାର୍ଯ୍ୟ ଅନୁଷ୍ଠିତ ନ କରିବା ପାଇଁ ମନା କରିଥିଲେ। ତେବେ ସରକାର ଏହି ସମୟ ରେ ବାହାଘର କିମ୍ବା କିଛି ବି ଆନୁଷ୍ଠାନିକ କାମ ନକରିବା ପାଇଁ ମନା କରିଥିଲେ। ଏବେ କିନ୍ତୁ ସରକାର କିଛି କିଛି ରେ ଅନେକ ମାତ୍ରାରେ କୋହଳ କରିଲେଣି। ତେବେ ସରକାର ବାହାଘର ରେ ଅନେକ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଛନ୍ତି, ଆସନ୍ତୁ ଜାଣିବା ସେହି ସମୟ ରେ।


ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମା କୁ ଦୃଷ୍ଟି ରେ ରଖି ବିହାର ସରକାର କରୋନା ପ୍ରତିରୋଧ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା ଅର୍ଥାତ୍ ଏସଓପି ନିର୍ଦ୍ଧାରିତ କରିଥିଲେ। ଏହି ନିୟମ ଅନୁସାରେ ରାସ୍ତା ରେ ବ୍ୟାଣ୍ଡ ବାଜା ଓ ବରଯାତ୍ରୀ ଙ୍କ ଶୋଭାଯାତ୍ରା ଉପରେ ରୋକ୍ ମଧ୍ୟ ଲଗା ଯାଇଥିଲା। ଏହି ନିୟମ ଅନୁସାରେ ବିବାହ କାର୍ଯ୍ୟ ରେ ସର୍ବାଧିକ ୧୦୦ ଜଣ ଲୋକ ଉପସ୍ଥିତ ରହି ପାରିବେ ବୋଲି ଗାଇଡଲାଇନ୍ ଜାରି କରିଥିଲେ ସରକାର। ଏବେ ଏହି ନିୟମ କୁ ପରିବର୍ତ୍ତନ କୟାଯାଇଛି ଓ ବିବାହ କର୍ମ ରେ ୧୫୦ ଲୋକ ଙ୍କୁ ଅନୁମତି ଦିଆଯାଇଛି।


ସୂଚନା ଅନୁସାରେ ବାହାଘର ରେ ଯେଉଁ ନିୟମ ଥିଲା କି ଲୋକ ମାନେ ବ୍ୟାଣ୍ଡ୍ ବାଜା ବ୍ୟବହାର କରି ପାରିବେନି, ତେବେ ସେହି ନିୟମ କୁ ପରିବର୍ତ୍ତନ କରି ପାଟନା ସରକାର ବାହାଘର ରେ ବ୍ୟାଣ୍ଡ୍ ବାଜା ପାଇଁ ଅନୁମତି ଦେଇଛନ୍ତି। ନ୍ୟାୟ ଭିତ୍ତିକ ଭାବରେ ମଣ୍ଡଳ ଆୟୋଗ ଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସରକାର ଏହି ନିୟମ କୁ ନିର୍ଣ୍ଣୟ କରିଛନ୍ତି। ଏବଂ ଏହା ସମ୍ପର୍କିତ ସମସ୍ତ ଗାଇଡଲାଇନ୍ କୁ ମଧ୍ୟ ସମ୍ବନ୍ଧିତ ଅଧିକାରୀ ଙ୍କୁ ମଧ୍ୟ ପଠାଇ ଦିଆଯାଇଛି। ଏହା ସହ ଶ୍ରାଦ୍ଧ କାମରେ ୨୫ ଜଣ ଲୋକ ସାମିଲ୍ ହୋଇ ପାରିବେ ବୋଲି ମଧ୍ୟ କୁହାଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।