ଦେଖନ୍ତୁ ଏହି ଫୋଟ- ଛେଳି ଦେଲା ଏକ ଏପରି ଛୁଆ କୁ ଜନ୍ମ ଯାହାକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ଲାଗିଲା , ତାପରେ ଲୋକମନେ କରିଦେଲେ ଏମିତି କାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

0

ସମାଜ ରେ ଅନେକ୍ ସମୟ ରେ ବିଭିନ୍ନ ପ୍ରକାର ଘଟଣା ସବୁ ଦେଖିବାକୁ ମିଳି ଥାଏ। ଯାହା ଦେଖିଲା ପରେ ବହୁତ ଆଶ୍ଚର୍ଯ୍ୟ ଲାଗେ,ଆଉ ଏମିତି ଘଟଣା କିପରି ଘଟି ଥାଏ,ତାହା ଆମ ମନ ରେ ଏହି ଘଟଣା କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇ ଥାଏ। ତେବେ ଦେଖିବାକୁ ଗଲେ , ଏମିତି ଘଟଣା ଅନେକ ସମୟ ରେ ଦେଖିବାକୁ ମିଳି ଥାଏ। ତେବେ ବେଳେ ଏମିତି କିଛି ଘଟି ଯାଏ , ଯାହା ହେବ ବୋଲି କେହି କେବେ ଭାବି ନ ଥିବେ, ଆଉ ଦେଖିଲା ପରେ ଏହା ଆମ କୁ ଚକିତ କରିଦେଇ ଥାଏ। ଆଗରୁ ଏମିତି ସବୁ ଘଟଣା ଦେଖି ବାକୁ ମିଳୁ ନ ଥିଲା,କିନ୍ତୁ ଏବେ ଏହା ଅନେକ ଦେଖିବାକୁ ମିଳୁଛି।


ଆଜିର ସମାଜ ଏତେ ଉନ୍ନତ ସମାଜ ହୋଇ ପାରିଛି। ଏହି ଠାରେ ରହୁ ଥିବା କିଛି ଲୋକ ମଧ୍ୟ ନିଜ କୁ ସମାଜ ସହ ଖାପଖୁଆଇ ରହିବା କୁ ଚେଷ୍ଟା କରୁଛନ୍ତି,କିନ୍ତୁ ଆଉ କିଛି ଲୋକ ରହିଛନ୍ତି। ଯେଉଁ ମାନେ ପୂର୍ବ ଭଳି ରହିଛନ୍ତି। ତାଙ୍କ ଚିନ୍ତାଧରା ସବୁ ନୀଚ ରହି ଥାଏ। ତେବେ ଆଜି ବି ସମାଜ ରେ ଅନେକ ଲୋକ ଅଛନ୍ତି , ଯେଉଁ ମାନେ ଅନ୍ଧ ବିଶ୍ୱାସ ଉପରେ ଅଧିକ ବିଶ୍ୱାସ କରନ୍ତି। ତେବେ କିଛି ଘଟଣା ଘଟିବାରେ ଦେଖିଲେ। ଅନେକ ଲୋକ ତାଙ୍କୁ ଅନ୍ଧବିଶ୍ଵାସ ଭାବରେ ବାଟ ରେ ନେଇ ଥାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଆଉ ଏହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ହେଉଛି , ଉତ୍ତରପ୍ରଦେଶର କାନପୁରରେ ଘଟିଛି। ସେଠାରେ ଏକ ଏକ ଛେଳି ମାଙ୍କଡ଼ ଭଳି ଦେଖା ଯାଉ ଥିବା ଏକ ସାବକ୍ କୁ ଜନ୍ମ ଦେଇଛି। ତେବେ ଏହି ଘଟଣା କୁ ଦେଖି ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଗଲେ,ଆଉ ଏହି ଛୁଆ ଟି କୁ ହନୁମାନ ଙ୍କ ଅବତାର ଭାବି ତାକୁ ପୂଜା କରିବା ଆରମ୍ଭ କରିଦେଇ ଥିଲେ। ଶାବକଟି ମରିଯାଇଥିଲେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଏହି ଶାବକକୁ ଚମତ୍କାର ଭାବି ଦେଖିବାକୁ ଆସିଥିଲେ , ଆଉ ଏହି ଖବର ସବୁ ସ୍ଥାନ ରେ ଭାଇରଲ ମଧ୍ୟ ହୋଇ ଥିଲା।ତେବେ ଅନେକ ଲୋକ ଦେଖିବାକୁ ଆସିଥିଲେ,ଆଉ ସେମାନଙ୍କ ଭିତରୁ କିଛି ଲୋକ ହାତ ଯୋଡି ଠିଆ ହୋଇ ଥିଲେ ତ ଆଉ କିଛି ପଇସା ଦେଉ ଥିଲେ।ଜାହାଙ୍ଗୀରାବାଦ ର ବାସିନ୍ଦା ସୀତାରାମ କୋଠରିୟାଙ୍କ ଛେଳି ରାତିରେ ୫ ଟି ଶାବକ ଜନ୍ମ ଦେଇଥିଲା ।


ସୀତାରାମ ସକାଳ ଯାଇ ଦେଖିଲେ ତ ଗୋଟେ ଶାବକ ଛୁଆ ଅଲଗା ଦେଖା ଯାଉଛି। ହନୁମାନ ଙ୍କ ପରି ମୁହଁ ଟି ହେଇଚି। ତେବେ ଏହା ଲୋକ ମାନେ ଦେଖିଲା ପରେ ଲୋକ ମାନଙ୍କ ଭିଡ଼ ଜମି ଥିଲା ।ଶାବକର ମାଙ୍କଡ ଭଳି ମୁହଁକୁ ଦେଖି ଲୋକେ ତାକୁ କଳିଯୁଗରେ ହନୁମାନ ଅବତାର ନେଇଛନ୍ତି ବୋଲି କହିବାକୁ ଲାଗିଲେ ।ତେବେ ଲୋକ ମାନେ ସେହି ଛୁଆ ର ପୂଜା କରିବା ଆରମ୍ଭ କରିଦେଇ ଥିଲେ, ଆଉ ପୂଜାର୍ଚନା ସାରିବା ପରେ ମୃତ ଶାବକକୁ ପୋତି ଦେବାକୁ ସମସ୍ତେ ତାକୁ ପୋତି ଦେବେ ବୋଲି ଚିନ୍ତା କରିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।