ଓଲିଉଡ଼ ହିରୋ ଦୀପକ ଙ୍କ ଜାଣନ୍ତୁ କିଛି ସିକ୍ରେଟ ଷ୍ଟୋରୀ ଯାହା ଆପଣ କେବେ ଆଗରୁ ଶୁଣି ନଥିବେ

0

ଓଡ଼ିଆ ସିନେ ଜଗତରେ ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନଙ୍କ ର ଅଭିନୟ କୁ ଲୋକେ ଖୁବ ପସନ୍ଦ କରନ୍ତି। ଆପଣ ମାନେ ମଧ୍ୟ ଅନେକ ଓଡ଼ିଆ ସିନେମା ଦେଖୁଥିବେ ତେବେ ଆପଣଙ୍କର ମଧ୍ୟ ଅନେକ ମନ ପସନ୍ଦର ହିରୋ ଏବଂ ହିରୋଇନ ଥିବେ। ଏହି କଳାକାର ମାନଙ୍କୁ ଅନେକ ଦର୍ଶକ ନିଜର ରୋଲ ମଡେଲ ବୋଲି ଭାବନ୍ତି। କାରଣ ସେହି ହିରୋ କିମ୍ବା ହିରୋଇନ ମାନଙ୍କ ର ଅଭିନୟ କରିବାର ଅନ୍ଦାଜ ଖୁବ ଭଲ ଲାଗିଥାଏ। ଆଉ କାହାକୁ ତାଙ୍କର କଥା ହେବାର ଶୈଳୀ ଏବଂ ଡ୍ୟାନ୍ସ, ରୋମାନ୍ସ ଏମିତି ଅନେକ ଅନ୍ଦାଜ ପସଦ ଆସେ।

ତେବେ ଏହିପରି ଏକ ଲୋକ ପ୍ରିୟ ଓଡ଼ିଆ ଅଭିନେତା ହେଲେ ଦୀପକ। ଯିଏ କି ଖୁବ ଅଳ୍ପ ସମୟ ମଧ୍ୟରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଆସି ଧମାଲ କରି ଚାଲିଛନ୍ତି। ଆପଣ ତାଙ୍କୁ ଅନେକ ଏମିତି ଓଲିଓଡ଼ ର ନୂଆ ସିନେମାରେ ଦେଖିବାକୁ ପାଇଥିବେ। ଆପଣ ନିଜେ ତାଙ୍କର ଅଭିନୟ ନ ଦେଖିଲା ପର୍ଯ୍ୟନ୍ତ ତାଙ୍କର ଵ୍ୟକ୍ତିତ୍ୱ କୁ ପରଖି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ତାଙ୍କର କିଛି ସେହି ବ୍ୟକ୍ତିଗତ ଅନ୍ଦାଜ।


ଦୀପକ ହେଉଛନ୍ତି ଖୁବ କମ ବୟସରେ ଓଲିଓଡ଼ ଜଗତରେ ଆସି ଅଭିନୟ କାର୍ଯ୍ୟ ଆରମ୍ଭ କରିବାର ଯୁବ ପିଢୀ। ତାଙ୍କର କିଛି ଦିନ ହେବ ପ୍ରେମ ବିବାହ ହୋଇଛି। ତାଙ୍କର ବାନ୍ଧବୀ ହେଲେ ତନୁଜା। ତାଙ୍କର ଏହି ବିବାହ ର ଫୋଟ ଅନେକ ସୋସିଆଲ ମିଡ଼ିଆ ର୍ବ ଭାଇରାଲ ହେଉଥିବାର ଦେଖି ବାକୁ ପାଇଥିବେ ଆପଣ। ତାଙ୍କର ଅଭିନିତ ଚଳଚିତ୍ର ହେଲା ‘ଟିକେ ଖରା ଟିକେ ଛାଇ ‘ ଯେଉଥିରେ ସେ ଏକ ନୂଆ ଅନ୍ଦାଜ ର୍ବ ଅଭିନୟ କରି ଦର୍ଶକ ମାନଙ୍କୁ ମନରଞ୍ଜନ କରିଥିଲେ।

ତାଙ୍କର ଡ୍ୟାନ୍ସ କରିବାର ଷ୍ଟାଇଲ ମଧ୍ୟ ଅନେକ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥାଏ। ଆପଣ ଜାଣିଥିବେ ତାଙ୍କର ଲୁକ ଯେମିତି ସେପରି ତାଙ୍କର ଓଡ଼ିଆ ସିନେମା ରେ ଡାଇଲକ ବାଜି ରେ ସବୁ ଦର୍ଶକ ଖୁସ ହୋଇ ଯାଆନ୍ତି। ଦୀପକ ଙ୍କ ଅନେକ ଏପରି ଓଡ଼ିଆ ଅଲବମ ଅଛି ଯେଉଁଥିରେ ଆପଣ ତାଙ୍କୁ ରୋମାନ୍ସ କରୁଥିବାର ଦେଖିବାକୁ ପାଇବେ। ତେବେ ତାଙ୍କର ଏହି ସବୁ ଆଲବମ ଅନେକ ସମୟରେ ଲୋକେ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି।


ତାଙ୍କର ପ୍ରେମ ବିବାହ ହେବା ପରେ ଦୀପକ ଅନେକ ମାତ୍ରା ରେ ଫୋଟ ସୁଟରେ ବ୍ୟସ୍ତ ରହୁଥିଲେ। ତାଙ୍କର ପତ୍ନୀ ତନୁଯା ଙ୍କ ସହିତ ସେ ଏକ ନୂଆ ଲୁକ ରେ ଦର୍ଶକ ମାନଙ୍କୁ ଦେଖା ଯାଉଥିଲେ। ତାଙ୍କର ଏହି ଯୋଡି କୁ ଅନେକ ଓଡ଼ିଆ ଦର୍ଶକ ବନ୍ଧୁ manae ଭଲ ପାଇବା ଦେଇଛନ୍ତି। ତାଙ୍କର ଆଗାମୀ ଚଳଚିତ୍ର ପାଇଁ ଫୋଟ ସୁଟ ମଧ୍ୟ ଏବେ ଚାଲିଛି। ତେବେ ଆପଣ ଯଦି ଦୀପକ ଙ୍କୁ ପସନ୍ଦ କରନ୍ତି ତେବେ ତାଙ୍କର ଆଗାମୀ ଫିଲ୍ମ ପାଇଁ ଅପେକ୍ଷା କରନ୍ତୁ। ଏହା ଖୁବଶୀଘ୍ର ଦର୍ଶକ ମାନଙ୍କୁ ଭେଟି ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।