Breking News – ଏବେ ଏବେ କ୍ରୀଡା ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଖେଳାଳି ଙ୍କର ହଠାତ ହେଲା ପରଲୋକ, ପୁରା ଦେଶ ରେ ଖେଳିଗଲା ଶୋକ ର ଲହରୀ….

0

ପ୍ରତେକ ଦେଶ ରେ ଜାତୀୟ ଖେଳ ରହି ଥାଏ। ତେବେ ଆମ ଦେଶ ରେ ମଧ୍ୟ ଜାତୀୟ ଖେଳ ହକି ରହିଛି,କିନ୍ତୁ ଲୋକ ମାନେ ଅଧିକ କ୍ରିକେଟ ଓ ଫୁଟବଲ ଖେଳ ଦେଖିବାକୁ ବେସି ପସନ୍ଦ କରନ୍ତି, ଆଉ ଅନେକ ଦେଶ ରେ ମଧ୍ୟ ଏହି ସବୁ ଖେଳ ରେ ଅଧିକ ଲୋକ ପ୍ରିୟତା ରହିଛି।ତେଣୁ ପ୍ରତେକ ଲୋକ ଏହି ସବୁ ଖେଳ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଅନେକ ଲୋକ ଙ୍କର ଫୁଟବଲ ବା କ୍ରିକେଟ ଖେଳ ପ୍ରତି ଅଧିକ୍ ସଉକ ରହି ଥାଏ।ତେବେ ସେମାନେ ଏହା ଦେଖିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରନ୍ତି। ତେଣେ ଦେଖୁବକୁ ଗଲେ ଖେଳ ର ଲୋକ ପ୍ରିୟତା ବହୁତ ଅଧିକ ।ତେବେ ସେହି ସବୁ ଖେଳ ରେ ରହି ଥିବା ପ୍ରତେକ ଖେଳାଳି ଲୋକ ଙ୍କର୍ ମଧ୍ୟ ବହୁତ ପ୍ରିୟ ହୋଇ ଥାନ୍ତି।ତେବେ ସେମାନେ ନିଜର ଦକ୍ଷତା ପାଇଁ ସବୁ ଆଡେ ଚର୍ଚ୍ଚା ମଧ୍ୟ ହୋଇ ଥାନ୍ତି।


ତେବେ ସେହି ସବୁ ଖେଳ ମଧ୍ୟରେ ଏମିତି ଜଣେ ଜଣେ ଖେଳାଳି ଥାନ୍ତି । ଯେଉଁ ମାନେ କି ବହୁତ ଭଲ ଖେଳନ୍ତି। ଆଉ ଲୋକ ମାନେ ମଧ୍ୟ ତାଙ୍କ ଖେଳ ଦେଖିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରନ୍ତି।ତେବେ ଖେଳ ଜଗତ ପାଇଁ ଏକ ଦୁଖଦଃ ଖବର ଶୁଣିବାକୁ ମିଳିଛି। ତେବେ ବୁଧବାର ଦିନ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ମାତ୍ର ୬୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ତେବେ ସୂଚନା ମିଳିଛି କି ତାଙ୍କର ହୃଦ୍‌ଘାତ କାରଣରୁ ଦେହାନ୍ତ ହୋଇଛି ।ତେବେ ପୂର୍ବରୁ ବୁଏନ୍ସ ଆୟାର୍ସରେ ଗତ ନଭେମ୍ବରରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଓ ଏହା ସଫଳ ମଧ୍ୟ ହୋଇଥିଲା। ତେବେ ଏହା ପରେ ସେ ଘର କୁ ଫେରି ଥିଲେ , କିନ୍ତୁ ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ରୁ ତାଙ୍କର ମୁର୍ତ୍ୟୁ ହୋଇ ଥିଲା।


ତେବେ ଶ୍ରେଷ୍ଠ ଫୁଟବଲ ଖେଳାଳି ଭାବେ ପରିଚିତ ଥିବା ମାରେଡେ଼ନା ଙ୍କ ମୁର୍ତ୍ୟୁ ପରେ ପୁରା ଖେଳ ଜଗତ ରେ ଶୋକ ର ଛାୟା ଖେଳି ଯାଇ ଥିଲା। ତେବେ ସୂଚନା ଅନୁଯାୟୀ ମାରାଡେ଼ନ ଙ୍କ ନେତୃତ୍ୱ ରେ ଅର୍ଜେନ୍ତିନା ଫିଫା ବିଶ୍ୱକପ୍ ଜିତି ଗୌରବ ଆଣି ଥିଲେ। ତେଣେ ସେ ଏକାଧିକ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଶ୍ୱ ଫୁଟବଲ ପ୍ରେମୀଙ୍କ ନିକଟରେ ପ୍ରିୟ ହୋଇ ରହିବେ। ସେ ଜଣେ ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଭାବେ ପ୍ରସିଦ୍ଧି ଲାଭ କରିଥିଲେ। ତେବେ ୧୯୯୭ରେ ସେ ତାଙ୍କର ଅବସର ଘୋଷଣା କରିଥିଲେ ଏବଂ ଏହା ପରେ ସେ ଆର୍ଜେଣ୍ଟିନା ଦଳର କୋଚ୍‌ ରୂପେ କାର୍ଯ୍ୟ କରୁ ଥିଲେ।ତେବେ ସେ ସବୁେବେଳ ତାଙ୍କର ଜୀବନ ଶୈଳୀ ପାଇଁ ସବୁ ସ୍ଥାନ ରେ ଚର୍ଚ୍ଚା ରେ ରୁହନ୍ତି।


ତେବେ ସେ କୋକେନ୍ ସେବନ କରୁ ଥିଲେ,ଆଉ ଯାହା ପାଇଁ ସେ ୨୦୦ ରୁ ଅଧିକ ରୋଗ ରେ ପିଡିତ ଥିଲେ। ତେବେ ୬୦ ବର୍ଷ ରେ ତାଙ୍କର ଅଧିକ ଦେହ ଖରାପ ହେବାରୁ ତାଙ୍କର ମୁର୍ତ୍ୟୁ ହୋଇଛି।ତେବେ ସେ ୯୧ ଟି ମେଚ ରେ ୩୪ ଟି ଗୋଲ କରି ଥିଲେ,ଆଉ ସେ ୧୯୮୬ ମସିହା ରେ ଅର୍ଜେନ୍ତିନା ରେ ବିଶ୍ୱକପ୍ ଜିତି ଥିଲେ। ତେବେ ତାଙ୍କର ମୁର୍ତ୍ୟୁ ସମସ୍ତ ଙ୍କ ନିରାଶ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।