ଦେଖନ୍ତୁ ଭିଡିଓ – ଝାଉଁ ବଣରେ କେମିତି ଯୁବତୀଙ୍କ ସହ ….. । ନିଆଁ ଭଳି ଭାଇରାଲ ଏବେ ପୁରା ସୋସିଆଲ ମିଡିଆରେ

0

ଆଜି କାଲି ର ଦୁନିଆ ବହୁତ ଆଗକୁ ଯାଇ ସାରିଲାଣି। ଆଜି କାଲି ର ଲୋକ ମାନେ ମଧ୍ୟ ବହୁତ ଆଗକୁ ଗଲେଣି ଏବଂ ସମସ୍ତେ ଶିକ୍ଷିତ ହେଲେଣି। ଆଜି କାଲି ର ଯୁବପିଢି ମାନେ ବହୁତ ଫାଷ୍ଟ ହେଇଗଲେଣି, ଆଜି କାଲି ତ ପିଲା ମାନେ ୧୪, ୧୫ ବର୍ଷ ହେଲା ବେଳକୁ ପ୍ରେମ କରୁଛନ୍ତି। ଆଜି କାଲି ପ୍ରାୟତଃ ସବୁ ପିଲା ପ୍ରେମ କରୁଛନ୍ତି, ସେମାନେ ପ୍ରେମ ର ପ୍ରକୃତ ଅର୍ଥ କଣ ଜାଣନ୍ତୁ କିମ୍ବା ନ ଜାଣନ୍ତୁ ତଥାପି ବି ପ୍ରେମ କରୁଛନ୍ତି। ପିଲା ମାନଙ୍କ ପାଇଁ ପ୍ରେମ ର ମାନେ କହିବାକୁ କଥାବାର୍ତ୍ତା, ଦେଖାଚାହାଁ, ଚକଲେଟ୍ ଦିଆନିଆ ଆଉ ଶେଷ ରେ ଟିକେ ଅଧିକ ଦିନ ହୋଇଗଲେ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲପାଇବା। ଆଜି କାଲି ତ ଦୁନିଆରେ ଲଭ୍ ରେ ଏମିତି ଟ୍ରେଣ୍ଡ ଚାଲିଛି, ପିଲା ମାନେ ଏହି ଲଭ୍ ଚକ୍କର୍ ରେ ବହୁତ ଭୁଲ୍ କାମ ମଧ୍ୟ କରି ଦେଉଛନ୍ତି, ଯାହା ଦ୍ୱାରା କି ସେମାନଙ୍କୁ ପଛରେ ବହୁତ ଅନୁତାପ ମଧ୍ୟ କରିବାକୁ ପଡୁଛି।

ଆମେ ମାନେ ସମସ୍ତେ ସୋସିଆଲ୍ ମିଡିଆରେ ନିଶ୍ଚିତ ଭାବେ ଯୋଡିତ ଥିବା। ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଏବଂ ଫଟୋ ସବୁ ଆସେ। ସେହି ସବୁ ମଧ୍ୟରୁ ଅଧିକାଂଶ ଫଟୋ ଏବଂ ଭିଡିଓ ଲଭର୍ସ ମାନଙ୍କ ର ହିଁ ଥାଏ। ସେମାନେ ଲୁଚି ଲୁଚି ପ୍ରେମ କରନ୍ତି, ଅନେକ ଲୋକ ଙ୍କ ଘରେ ଏହାକୁ ଗ୍ରହଣ ମଧ୍ୟ କରନ୍ତି ନାହିଁ। ସେଥିପାଇଁ ସେମାନେ ଲୁଚି ଲୁଚି ପରସ୍ପର କୁ ଦେଖା କରିବା, କଥା ହେବା ଆଦି କାମ କରିଥାଆନ୍ତି। ତେବେ ଆମେ ମାନେ ଅନେକ ସମୟ ରେ ସୋସିଆଲ୍ ମିଡିଆରେ ଦେଖିଥିବା ଅନେକ ଲଭର୍ସ ଲୁଚି ଦେଖା କରୁଥିବା ଏବଂ କଥା ହେଉଥିବା ବେଳେ ଲୋକ ମାନେ ସେମାନଙ୍କୁ ଧରି ନିଅନ୍ତି।

ଏହା ପରେ ସେମାନଙ୍କୁ ମରାମରି କରନ୍ତି ଅନେକ କଥା ସବୁ କୁହନ୍ତି ଏବଂ ଶେଷରେ ସେହି କଥା କୁ ଭିଡିଓ କରି ସୋସିଆଲ୍ ମିଡିଆ ରେ ପୋଷ୍ଟ କରିଦିଅନ୍ତି। ଲୋକ ମାନେ ମଧ୍ୟ ସେହି ପୋଷ୍ଟ କୁ ବହୁତ ଭାଇରାଲ୍ କରିବା ସହ ଏହା ଉପରେ ନିଜ ନିଜର ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଦିଅନ୍ତି। ତେବେ ଏବେ ସୋସିଆଲ୍ ମିଡିଆରେ ସେହି ପରି ଏକ ପ୍ରେମୀ ଯୁଗଳ ଙ୍କ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଆମେ ଆଜି ଆପଣ ମାନଙ୍କୁ ସେହି ସମ୍ପର୍କରେ କହିବୁ।

ସୋସିଆଲ ମିଡ଼ିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି,ଯାହାକି ଏକ ପ୍ରେମୀ ଯୁଗଳ ଙ୍କ ର। ସେମାନଙ୍କୁ ଦେଖି ଏବଂ ସେମାନଙ୍କ କଥାବାର୍ତ୍ତା ରୁ ଯାହା ଜଣାପଡୁଛି ଏହି ଘଟଣା ଟି ଆମ ଓଡିଶା ର ବୋଲି। ଏଠାରେ ଏକ ଜଙ୍ଗଲରେ ଦୁଇ ଜଣ ଲୋକ ଏକ ପ୍ରେମୀ ଯୁଗଳ କୁ ଏକ ଜଙ୍ଗଲ ରେ ଧରିଛନ୍ତି। ଏହାପରେ ସେହି ଲୋକ ମାନେ ଝିଅ ଟି ର ହାତ ଧରିଛନ୍ତି ଏବଂ ସେହି ପୁଅ ଟି ସହ କଥା ହେଉଛନ୍ତି। ସେମାନେ ସେହି ପୁଅ ଟି ସହ ବହୁତ ରାଗି କରି କଥା ହେଉଛନ୍ତି, ସେହି ଯୁବକ ଜଣଙ୍କ ମଧ୍ୟ ସେହି ଲୋକ ମାନଙ୍କୁ ତାଙ୍କର ଉତ୍ତର ଫେରାଉଛନ୍ତି। ଏହି ପରି ସେମାନେ ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି। ସେହି ସମୟ ରେ ଯୁବତୀ ଜଣକ ଭିଡିଓ କରୁଥିବା ଯୁବକ ଙ୍କୁ ଭିଡିଓ କରିବାକୁ ମୋନା କରୁଛନ୍ତି।

ଏହି ପରି ଅନେକ ଭିଡିଓ ଲୋକ ମାନେ କରି ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରନ୍ତି,ଆଉ ଏହି ସବୁ ଭିଡିଓ ଭାଇରଲ ହେବା ଦ୍ୱାରା ସେହି ଝିଅ ର ବହୁତ କ୍ଷତି ହୋଇ ଥାଏ। ତାର୍ ସମସ୍ତ ଇଜତ ଉପରେ ଲୋକ ମାନେ ଆଙ୍ଗୁଳି ଉଠନ୍ତି। ଆଉ ତା ସହ ତାଙ୍କ ଘର ଲୋକ ଙ୍କ ଉପରେ ମଧ୍ୟ ଲୋକ ମାନେ ଅନେକ କଥା କହି ଥାନ୍ତି। ତେବେ ଆଜିର ଯୁବକ ଯୁବତୀ ମାନେ ଏହି ସବୁ ଲାଜ୍ୟାଜନକ କାର୍ଯ୍ୟ କରିବା ଉଚିତ ନୁହଁ,ଆଉ ତା ସହ ଏହି ସବୁ ଭିଡିଓ କୁ ସୋସିଆଲ ମିଡିଆରେ ଭାଇରଲ କରିବା ମଧ୍ୟ ଉଚିତ ନୁହଁ।ଏହା ଆମ ସମାଜ ଉପରେ ଅନେକ ଖରାପ ପ୍ରଭାବ ପକାଇବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।