Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଜ୍ଞାନ ର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ। ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଓ ତାର ଉତ୍ତର କଣ ।


୧) ଭାରତରେ ଫାସୀ ଦଣ୍ଡ କେଉଁ ସମୟରେ ଦିଆ ଯାଏ ?
ଉତ୍ତର:- ଭୋର ୪:୩୦ ସମୟ ରର

୨)କେଉଁ ସହର ଗୋଟିଏ ଦିନ ପାଇଁ ଭାରତ ର ରାଜଧନି ହୋଇ ଥିଲା ?
ଉତ୍ତର:- ଆହ୍ଲାବାଦ

୩)କ୍ରିକେଟ ପିଚ ର ଲମ୍ବ କେତେ ?
ଉତ୍ତର:- ୨୦.୧୨ ମିଟର

୪)ଅକ୍ସିଜେନ୍ ର ଆବିଷ୍କାର କିଏ କରିଥିଲେ ?
ଉତ୍ତର:- ଜୋସେଫ ପ୍ରଷ୍ଟେଲ

୫) ଭାରତ ର ପ୍ରଧାନମନ୍ତ୍ରି ଙ୍କ ଆବାସ ସ୍ଥଳୀ ର ନାମ କଣ ?
ଉତ୍ତର:- ପଞ୍ଚ ବଟି

୬)ଭାରତ ର କେଉଁ ପ୍ରଧାନ ମନ୍ତ୍ରୀ ଙ୍କ ମୁର୍ତ୍ୟୁ ଏକ ରହସ୍ୟମୟ ଘଟଣା ?
ଉତ୍ତର:- ଲାଲ ବହାଦୁର ଶାସ୍ତ୍ରୀ

୭) ବଙ୍ଗଳା ବିଭାଜନ କେଉଁ ନାମ ରେ ପରିଚିତ ?
ଉତ୍ତର:- ବଙ୍ଗ – ଭଙ୍ଗ

୮)ସବୁଠୁ ବେଶୀ ହୀରା ଉତ୍ପାଦନ କରୁ ଥିବା ଦେଶ କିଏ ?
ଉତ୍ତର:- ରୁଷିଆ

୯)ଆମ ରାଜ୍ୟ ର ଖାଉଟି କମିଶନ ଙ୍କ କାର୍ଯ୍ୟାଳୟ କେଉଁଠି ଅବସ୍ତିତ ?
ଉତ୍ତର:- ବ୍ରହ୍ମପୁର

୧୦) ଗାୟତ୍ରୀ ମନ୍ତ୍ର କିଏ ରଚନା କରି ଥିଲେ ? କିଏ କହି ପାରିବ l
ଉତ୍ତର :- ବିଶ୍ଵାମିତ୍ର l

୧୧) ଭାରତ ର କେଉଁ ରାଜ୍ୟ ରେ ଗରିବ ଙ୍କ ସଂଖ୍ୟା ଅଧିକ ?
ଉତ୍ତର:- ଉତ୍ତର ପ୍ରଦେଶ

୧୨)କେଉଁ ମୋଟର କମ୍ପାନୀ ଟି ବିଦେଶୀ କମ୍ପାନୀ ନୁହଁ ?
ଉତ୍ତର:- ମହିନ୍ଦ୍ରା

୧୩) ରବର ଚାଷ କେଉଁ ଅଞ୍ଚଳ ରେ ଅଧିକ ପରିମାଣ ରେ ହୋଇ ଥାଏ ?
ଉତ୍ତର:- ବିସୁବ ମଣ୍ଡଳୀୟ ଅଂଚଳ

୧୪)କେଉଁ ଲୁହା ଖଣି ରୁ ଲୁହା ପଥର ର ଗିଲା ଅବସ୍ଥରେ ପାଇପ ସାହାଯ୍ୟ ରେ ପରିବହନ କରା ଯାଏ ?
ଉତ୍ତର:-କୁଡ୍ରମୁଖ

୧୫) ଲାଲ ତଥ୍ୟ ପୁସ୍ତକ ରେ ସ୍ଥାନ ପାଇ ଥିବା ସ୍ତନ୍ୟପାୟୀ ଶ୍ରେଣୀ ର ପ୍ରାଣୀ ଙ୍କ ସଂଖ୍ୟା କେତେ ?
ଉତ୍ତର:- ୪୯୭

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।