ଭାଇରାଲ ହେଲା 2 ଟି ପୋଲିସ୍ ଆଫିସର ଙ୍କ ଭିଡ଼ିଓ ଦେଖିଲା ପରେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ।

0

ବର୍ତାମାନ ର ମଣିଷ ସମାଜ ଲୋଭ ଓ ମୋହ ର ବସବର୍ତୀ ହୋଇ ଆମାନବିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହିଁ। ଏମିତି କି ଟଙ୍କା ପାଇଁ ମା ନିଜ ପିଲା କୁ ବିଜରି କରି ଦେଉଥିବାର ଦୃଶ୍ୟ ମଧ୍ୟ ସମ୍ନା କୁ ଆସିଛି। ଅଧିକାଂଶ ସ୍ତଗଣରେ ମଣିଷ ନିଜର ଅମଣିସ ହେବାର ପରିଚୟ ଦେବାରେ ଲାଗିଛି। ଲୋକଙ୍କୁ ସାହାଯ୍ୟ କରିବା ତ ଦୁର ରେ ଲୋକଙ୍କୁ କିପରି ହଇ ରାଣ କରିବେ ସେହି ଉଦେଶ୍ୟ ରେ ମଣିଷ ସମାଜ ଲାଗି ରହିଛି।

କିନ୍ତୁ ଏବେବି ଅନେକ ସ୍ଥାନ ରେ ମଣିଷ ପଣିଆ ବଂଚିକି ରହିଛି। ଯାହାର ଝଲକ ଆମକୁ ବିଭିନ୍ନ ସମୟ ରେ ଦେଖିବାକୁ ମିଳିଥାଏ। ତେବେ ବର୍ତମାନ ସମୟରେ ଏପରି ଦୁଇଟି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ କି ଦେଖିବା ପରେ ଆପଣ ମଧ୍ୟ ଜାଣି ଯିବେ ଯେ ମଣିଷ ପାଣିଆ ସମ୍ପୂର୍ଣ୍ଣ ରୂପରେ ଶେଷ ହୋଇ ନାହିଁ। ଏବେବି କିଛି ଲୋକ ମଣିଷ ପାଣିଆ ସହିତ ବଞ୍ଚ ଛନ୍ତି।

ପ୍ରଥମ ଭିଡ଼ିଓ ଟି ହେଉଛି ଏକ ରେଲୂଏ ଷ୍ଟେସନ ର । ଏଠାରେ ଏକ ପୋଲିସ କର୍ମଚାରୀ ଫ୍ଲଟଫର୍ମ ରେ ଯାଉଥିବା ସମୟରେ ହଠାତ ଜଣେ ବୁଢ଼ୀ ଲୋକଙ୍କୁ ଦେଖିବାକୁ ପାଇଥିଲେ। ତାଙ୍କର ଟ୍ରେନ ଟି ଅନ୍ୟ ପ୍ଲାଟ ଫୋର୍ମ ରେ ଆସିବାକୁ ଥିବା ବେଳେ ବୁଢ଼ୀ ଜଣଙ୍କ ପାହାଚ ଚଢି ସେଠାରେ ପହଂଚିବା ପ୍ରୟତ ଅସମ୍ଭବ ଥିଲା। ତେବେ ବୁଢ଼ୀ ସହ ଥିବା ଅନ୍ୟ ଜଣେ ସ୍ତ୍ରୀ ଲୋକ ଏହି ପୋଲିସ ଜଣଙ୍କୁ ସାହାଯ୍ୟ ମାଗି ଥିଲେ।

ସାହାଯ୍ୟ ପାଇଁ ଶୁଣି ପୋଲିସ ଜଣଙ୍କ ସବୁ କଥା ଶୁଣି ଥିଲେ ଓ ବହୁତ ଉପାୟ ଚିନ୍ତା କରିଥିଲେ। କିପରି ବ୍ଯବରେ ସେହି ବୁଢ଼ୀ ଲୋକ କୁ ଅନ୍ୟ ପାରି ରେ ପହଞ୍ଚାଇବେ ସେହି କଥା ଭାବି ଭାବି ଶେଷରେ ସେ କୌଣସି ଉପାୟ ନ ପାଇ ନିଜ ହାତରେ ସେହି ବୁଢ଼ୀ ଲୋକ ଟିକୁ ଉଠାଇ ନେଇ ଆର ପାରି ରେ ଛାଡି ଥିଲେ। ଏହି ଘଟଣା ଟି ଦେଖି ସେଠାରେ ଥିବା ଅନ୍ୟ ଯାତ୍ରୀ ମାନେ ପୋଲିସ କର୍ମ ଚାରୀ ଜଣଙ୍କୁ ବହୁତ ପ୍ରଶଂସା କରି ଥିଲେ।

ସେହିପରି ଦ୍ୱିତୀୟ ଘଟଣା ଟି ହେଉଛି ଏକ ରାସ୍ତା କଡରେ ଥିବା ଜଣେ ପାଗିଲି ଭିକାରୁଣୀ ର। ଭିକାରୁଣୀ ଜଣଙ୍କୁ ରାସ୍ତା କଡରେ ବସିଥିବା ର ଦେଖି ହଠାତ ଜଣେ ମହିଳା ପୋଲିସ ସେଠାରେ ନିଜର ଗାଡି କୁ ରଖି ଥିଲେ। ଏହା ପରେ ସେ ଖାଇବା ଆଣି ନିଜ ହାତରେ ଗୋଳାଇ ତାକୁ ସେହି ଭିକାରି କୁ ଖୁଆଉ ଥିବାର ଦୃଶ୍ୟ ଦେଖିବାକୁ ମିଳି ଥିଲା। ଯାହାକି ଅତି ହୃଦୟ ସ୍ପର୍ଶୀ ଦୃଶ୍ୟ ଥିଲା। ତେବେ ଏହି ଦୃଶ୍ୟ କୁ ଦେଖିବା ପରେ ଜଣା ପଡୁଛି କି ଆଜି ବି ମଧ୍ୟ ସମାଜ ରେ ମଣିସ ପଣିଆ ବଂଚିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।