ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ର ରାମବାଣ ଏହି ଗୋଟିଏ ଉପାୟ, ବାସ୍ ବ୍ୟବହାର କରନ୍ତୁ ୨୪ ଘଣ୍ଟାରେ ସମ୍ପୂର୍ଣ୍ଣ ମୁକ୍ତି ମିଳିବ

0

ଶରୀର ଯଦି ସୁସ୍ଥ ନ ରହେ ତେବେ ମନ ମଧ୍ୟ ଭଲ ରହେ ନାହିଁ। ସେଥିପାଇଁ ସୁସ୍ଥତା ହେଉଛି। ସବୁଠାରୁ ବଡ ସମ୍ପତି। ଆଜି ର ଦୁନିଆ ରେ ଅନେକ ଲୋକ ନିଜ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହୁଛନ୍ତି। ତେବେ ଆଜିର ସାଧାରଣ ରୋଗ ହେଉଛି ଆଣ୍ଠୁ ଗଣ୍ଠି ଏବଂ ଗୋଡ଼ ଯନ୍ତ୍ରଣା। ତେଣୁ ଏହି ରୋଗ ଏବେ ପ୍ରାୟ ଅଳ୍ପ ବୟସ୍କ ଲୋକ ମାନଙ୍କୁ ମଧ୍ୟ ହେବାର ଦେଖା ଯାଉଛି। କାରଣ ଠିକ୍ ପରିମାଣରେ ଖାଦ୍ୟ ସାର ଏବଂ ପୁଷ୍ଟି ନ ମିଳିବାରୁ ଏହିପରି ସବୁ ରୋଗ ଦେଖା ଯାଉଛି। ତେଣୁ ଏଥିପାଇଁ ଆଉ ଚିନ୍ତା କରିବାର ନାହିଁ। ଆମେ ବତାଇ ଦେବୁ ଆପଣ ମାନଙ୍କୁ ଏକ ସହଜ ଉପାୟ।


ଏହି ସହଜ ଉପାୟ ଘରେ କଲେ ଆପଣଙ୍କ ସବୁ ଯନ୍ତ୍ରଣା ଯେପରି ଆଣ୍ଠୁ ଗଣ୍ଠି ଏବଂ ଗୋଡ଼ ରୁ ଚାଲିଯିବ। ବୟସ୍କ ଲୋକ ମାନଙ୍କ ଠାରେ ମଧ୍ୟ ଏହି ଯନ୍ତ୍ରଣା ଜନିତ ରୋଗ ଅଧିକ ସମୟରେ ଅନୁଭୂତ ହୁଏ। ତେଣୁ ଏଥିପାଇଁ ଅନେକ ମେଡ଼ିସିନ୍ ଖାଇବା ପରେ ମଧ୍ୟ ଏହା ଠିକ୍ ହୋଇ ନଥାଏ। ତେଣୁ ଏହାକୁ ନେଇ ଟଙ୍କା ସାରିବା ଛଡା ଆଉ କିଛି ଲାଭ ମିଳିନଥାଏ। ତେଣୁ ଏହି ସବୁ ରୋଗ ର ଏବେ ସବୁଦିନ ପାଇଁ ଏକ ସହଜ ଉପାୟ।


ଆପଣଙ୍କ ଘରେ ଯଦି ଘିଅ ଥାଏ ତେବେ ଏହି ଆଣ୍ଠୁ ଗଣ୍ଠି ଏବଂ ଗୋଡ଼ ଯନ୍ତ୍ରଣା ପାଇଁ ଅନେକ ଲାଭ ଦାୟୀ ହୋଇଥାଏ। ତେଣୁ ଆପଣ ଏହି ରୋଗରୁ ମୁକ୍ତି ପାଇବା ପାଇଁ କିଛି ଘିଅ ଆଣନ୍ତୁ। ଏହା ଯେପରି ଦେଶୀ ଗାଈର ହୋଇଥିବା ଦରକାର। ତେଣୁ ଏହି ଘିଅ କୁ ପ୍ରଥମେ ଏକ ପାତ୍ର ରେ ଗରମ କରି ଦିଅନ୍ତୁ। ଏହା ସହିତ ଆପଣଙ୍କୁ କିଛି ବାବୁଲ ଗୁଣ୍ଡ ଦରକାର ହେବ। ଆପଣ ଉକ୍ତ ଘିଅ ଗରମ ହେବା ପରେ ଏହି ଘିଅରେ ବାବୁଲ ଗୁଣ୍ଡ ମିଶାଇ ଭଲ ରେ ମିଶାଇଆବେ। ଏହା ପରେ ଆପଣ ଦେଖିବାକୁ ପାଇବେ ଏହି ବାବୁଲ ଗୁଣ୍ଡ ଗୁଡ ଚିନି ପରି ଆକାର ନେଇଯିବ। ତାପରେ ଆପଣ ଏହାକୁ ଥଣ୍ଡା କରି ଦିଅନ୍ତୁ।

ଆପଣ କିଛି ଏହି ମିଶ୍ରଣ କୁ ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଏହାକୁ କ୍ଷୀର ସହିତ ମିଶାଇ ପିଅନ୍ତୁ। ଏହି କ୍ଷୀର ପ୍ରତିଦିନ ଏହି ମିଶ୍ରଣ ସହିତ ପାନ କଲେ ଆପଣ ସମସ୍ତ ଆଣ୍ଠୁ ଗଣ୍ଠି ଏବଂ ଗୋଡ଼ ଜନିତ ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ। ତେଣୁ ଆସନ୍ତୁ ଯେଉଁ ମାନେ ଏପରି କଷ୍ଟ ରେ ରହୁଛନ୍ତି ତାଙ୍କ ପାଇଁ ଏହା ହେଉଛି ସବୁଠାରୁ ସହଜ ଉପାୟ। ଘରେ ନିଜେ ଏହାକୁ ଆପଣ ପ୍ରସ୍ତୁତ କରି ପାରିବେ। ତାହା ସହିତ ଆପଣଙ୍କ ପରିବାର ଲୋକଙ୍କୁ ମଧ୍ୟ ଏହି ରୋଗ ରୁ ଭଲ କରି ଦେଇପାରିବେ। ତେଣୁ ଏହାର କୌଣସି ସାଇଟ୍ ଇଫେକ୍ଟ୍ ମଧ୍ୟ ପାଇବେ ନାହିଁ। ଏହା ସ୍ୱାସ୍ଥ୍ୟ ପାଈଁ ମଧ୍ୟ ଉପୋଜଗୀ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।