ପସନ୍ଦ କରନ୍ତୁ ଗୋଟେ ଗୋଲାପ ଫୁଲ – ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ,ବ୍ୟକ୍ତିତ୍ୱ ଓ ସ୍ୱଭାବ |

0

ମଣିଷ ଏକ ସାମାଜିକ ପ୍ରାଣୀ। ମଣିଷ ନିଜ ବୁଦ୍ଧି ଏବଂ ବିବେକ ପାଇଁ ଶ୍ରେଷ୍ଠ ଜୀଵ। କିନ୍ତୁ ଆପଣ ଜାଣିଥିବେ ପ୍ରତେକ ବ୍ୟକ୍ତି ପସନ୍ଦ ଅଲଗା ଅଲଗା। କେଉଁ ବ୍ୟକ୍ତି ଭିଡ଼ ଭିତରେ ରହିବାକୁ ଭଲ ପାଉଥିଲା ବେଳେ ଆଉ କିଏ ଏକୁଟିଆ ରହିବାକୁ ପସନ୍ଦ କରିଥାଏ। ତେଣୁ ବ୍ୟକ୍ତି ନିଜ ବ୍ୟବହାର,ଚରିତ୍ର ଏବଂ ସ୍ଵଭାବ ଅନୁସାରେ ଅଲଗା ଅଲଗା ହୋଇଥାନ୍ତି। ପ୍ରତି ବ୍ୟକ୍ତିର ପସନ୍ଦ ର ରଙ୍ଗ ମଧ୍ୟ ଅଲଗା ଅଲଗା ହୋଇଥାଏ। କିଏ ନାଲି ରଙ୍ଗ ପସନ୍ଦ କରେ ତ ଆଉ କିଏ କଳା, ଧଳା ପରି ଅନେକ ଅଲଗା ଅଲଗା ରଙ୍ଗ।

ତେବେ ଆମେ ଆଜି ଆପଣଙ୍କ ପସନ୍ଦ କୁ ନେଇ ଆପଣଙ୍କ ଆଗାମୀ ଭବିଷ୍ୟତ ବିଷୟରେ କହିପାରିବୁ। ଏହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମ୍ଭବ ଅଟେ। ତେଣୁ ଆପଣଂକୁ ଏହି ତିନିଟି ଗୋଲାପ ଫୁଲ ଯେପରି ଗୋଟିଏ ହଳଦିଆ , ଗୋଟିଏ ନାଲି ଏବଂ ଆଉ ଗୋଟିଏ ସବୁଜ ରଙ୍ଗର। ଆପଣଙ୍କୁ ଏହି ତିନିଟି ମଧ୍ୟରୁ ଗୋଟିଏ ପସନ୍ଦ କରିବାକୁ ହେବ, ଆଉ ନିଜ ମନ ରେ ତାକୁ ଭାବି ରଖିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ଏହି ରଙ୍ଗ ର ଗୋଲାପ ଫୁଲ ମାନଙ୍କର ରହସ୍ୟ।

ଯେଉଁ ବ୍ୟକ୍ତି ମାନେ ହଳଦିଆ ରଙ୍ଗର ଗୋଲାପ ଫୁଲକୁ ପସନ୍ଦ କରିଛନ୍ତି,

ଆସନ୍ତୁ ଜାଣିବା ଏହି ବ୍ୟକ୍ତି ମାନଙ୍କର ଭବିଷ୍ୟତ ବିଷୟରେ। ଏହି ବ୍ୟକ୍ତି ମାନେ ନିର୍ମଳ ହୃଦୟର ହୋଇଥାନ୍ତି। ଏହି ବ୍ୟକ୍ତିମାନେ ଅନେକ ସମୟରେ ଆର୍ଥିକ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଅନ୍ୟ ପାଇଁ ନିଜକୁ ଅନେକ ସମୟରେ ସମସ୍ୟା ରେ ପକାନ୍ତି। ବଡ଼ ଙ୍କୁ ସମ୍ମାନ ଦେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଆଦର କରନ୍ତି। ତେଣୁ ବ୍ୟବସାୟ କ୍ଷେତ୍ରରେ ଏହି ବ୍ୟକ୍ତି ମାନେ ସର୍ବଦା ସଜାଗ ରହିବା ଦରକାର।

ସେହିପରି ଯେଉଁ ବ୍ୟକ୍ତି ମାନେ ନାଲି ରଙ୍ଗର ଗୋଲାପ ଫୁଲକୁ ପସନ୍ଦ କରିଛନ୍ତି,

ଆସନ୍ତୁ ଜାଣିବା ଏହି ବ୍ୟକ୍ତି ମାନଙ୍କର ଭବିଷ୍ୟତ ବିଷୟରେ। ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ରୋମାଣ୍ଟିକ ଧରଣର ହୋଇଥାନ୍ତି। ପ୍ରେମ କରିବାରେ ଏମାନେ ଆଗରେ ଥାନ୍ତି। ଏହା ସହିତ ଏହି ବ୍ୟକ୍ତି ମାନେ ସର୍ବଦା ଆକର୍ଷିତ ଦେଖା ଯାଆନ୍ତି। ଏହି ବ୍ୟକ୍ତି ମାନଙ୍କର କଥା ଏବଂ ବ୍ୟବହାର ରେ ସମସ୍ତେ ଆପଣା ର ହୋଇ ଯାଆନ୍ତି । ପରିଶ୍ରମୀ ମଧ୍ୟ ଏହି ବ୍ୟକ୍ତି ମାନେ ହୋଇଥାନ୍ତି।

ସେହିଭଳି ଯେଉଁ ବ୍ୟକ୍ତି ମାନେ ସବୁଜ ରଙ୍ଗର ଗୋଲାପ ଫୁଲକୁ ପସନ୍ଦ କରିଛନ୍ତି,

ଆସନ୍ତୁ ଜାଣିବା ଏହି ବ୍ୟକ୍ତି ମାନଙ୍କର ଭବିଷ୍ୟତ ବିଷୟରେ। ଏହି ବ୍ୟକ୍ତି ମାନେ ଅଳସୁଆ ହୋଇଥାନ୍ତି। ଏମାନଙ୍କ ପାଖରେ ଅନେକ ଜ୍ଞାନ ଥାଏ। ଏହି ବ୍ୟକ୍ତି ମାନେ ଯେକୌଣସି କାର୍ଯ୍ୟ କୁ ନିଜ ପରିଶ୍ରମ ମାଧ୍ୟମରେ ହାସଲ କରିବାର ସାମର୍ଥ୍ୟ ରଖିଥାନ୍ତି। କିନ୍ତୁ ଚେଷ୍ଟା କରିବାକୁ କୁଣ୍ଠାବୋଧ କରନ୍ତି। ଆଉ ଏହି ମାନେ ଅନ୍ୟ ମାନଙ୍କ ପ୍ରତି ସର୍ବଦା ଦୟା ଭାବ ଏବଂ ସାହାଯ୍ୟ ଭାବ ରଖିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।