ଦେଖନ୍ତୁ ଭିଡିଓ – ପାଟିରେ ବାଜୁଛି ଟ୍ରକ, ବସର ହର୍ଣ୍ଣ ନିଜ ଆଖିରେ ନଦେଖିଲେ ବିଶ୍ବାସ ହେବ ନାହିଁ

0

ସମାଜରେ ଅନେକ ଲୋକ ବାସ କରିଥାନ୍ତି ।ସେହି ଲୋକ ମାନଙ୍କ ମଧ୍ୟରୁ ଅନେକ ଲୋକ ମାନଙ୍କର ବିଭିନ୍ନ ପ୍ରକାର କଳା ରହିଥାଏ ।ସେହି କଳା ପ୍ରଦର୍ଶନ କରି ଲୋକମାନଙ୍କର ମନକୁ ଆନନ୍ଦିତ କରିଥାନ୍ତି ।ଭଗବାନଙ୍କର ଆଶୀର୍ବାଦ ଯୋଗୁ ସେମାନେ ନିଜର ପ୍ରତିଭା ଦେଖାଇଥାନ୍ତି ।ସେହିପରି ଜଣେ ଲୋକର ନିଜର ପ୍ରତିଭା ଦେଖାଇଛନ୍ତି ।ସେହି ଲୋକଟି ନିଜର ପାଟିରେ ବସ୍ ଓ ଟ୍ରକର ହର୍ଣ୍ଣ ବଜାଇ ପାରୁଛନ୍ତି ।ଏହା ଜାଣିବା ପରେ ଲୋକମାନେ ସେହି ବ୍ୟକ୍ତି ଜଣକୁ ବିଭିନ୍ନ ପ୍ରକାର ବସ୍ ର ହର୍ଣ୍ଣ ନିଜ ପାଟିରେ ବଜାଇବା ପାଇ କହିଛନ୍ତି ।

ଲୋକଟି ମଧ୍ୟ ତାହା ବଜାଇ ଦେଖାଇ ପାରୁଛନ୍ତି ।ଏହି ଲୋକଟିର ଏମିତି ପ୍ରତିଭା ଲୋକ ମାନଙ୍କର ମନକୁ ବେଶ୍ ଆକର୍ଷିତ କରିପାରିଛି ।ଏବଂ ପାଞ୍ଚ ଦିନରେ ଦଶ ହଜାର ଲୋକେ ପସନ୍ଦ କରୁଥିବାର ଜଣାଯାଇଛି ।ଏବଂ ସେହି ଲୋକ ମାନେ କହିଛନ୍ତି ଏହି ଲୋକଟିର ପ୍ରତିଭା ସମସ୍ତ ଦେଶ ବାସୀ ଜାଣନ୍ତୁ ।

ଆନନ୍ଦ ମହିଦ୍ରା ଭିଡିଓଟିକୁ ପୋଷ୍ହ କରି ଲେଖିଛନ୍ତି ଆମ ଦୈନନ୍ଦିନ ଜୀବନରେ ଯାନବାହାନ କିପରି ବିମହିତ କରିପାରେ ତାହା ଆମକୁ ମନେ ପକାଇ ଦେଇଛି । ସେ ଏହା ମଧ୍ୟ କହିଛନ୍ତି ଏହି ଲୋକଟିର ପ୍ରତିଭା ଇଣ୍ଡିଆଜ ଗଡ୍ ଟାଲେଣ୍ଟ ରେ ପ୍ରକାଶ ପାଇବା ଉଚିତ ।ଏବଂ ପ୍ରତିଭାବାନ୍ ବ୍ୟକ୍ତି ସମାଜରେ ଖୁବ୍ କମ ହୋଇଥାନ୍ତି ।ସମସ୍ତ ମଣିଷ ମଧ୍ୟରେ ଏପରି ପ୍ରତିଭା ଦେଖିବାକୁ ମିଳିନଥାଏ ।ସେଥିପାଇ କୁହାଯାଇଥାଏ ଏହା ଭଗବାନଙ୍କର ଆଶୀର୍ବାଦ ଯାହା ସମସ୍ତଙ୍କୁ ମିଳି ନଥାଏ ।ସେ ମଧ୍ୟ ଜଣେ ବୟସ୍କ ବୃଦ୍ଧା ବିଷୟରେ ଭିଡିଓ ପୋଷ୍ଟ କରି କହିଥିଲେ ।

ତାମିଲନାଡୁର ପାର୍ଟିକୁଲମର ମାଲୟମ ଠାରେ ଜଣେ ବୃଦ୍ଧ ମହିଳା ଇଟିଲି ପିଠଉ ପ୍ରସ୍ତୁତ କରି 1 ଟଙ୍କାରେ ବିକ୍ରି କରୁଥିବାର ଦର୍ଶାଇଛନ୍ତି ।ଏବେ ମଧ୍ୟ ସେହି ବୃଦ୍ଧା ଜଣକ ନିଜର ପରିଶ୍ରମ ବଳରେ ନିଜର ପେଟ ପରିପୋଷଣ କରିପାରୁଛନ୍ତି ।ଏହି ପ୍ରତିଭାବାନ ବ୍ୟକ୍ତି ମାନେ ଯେଉଠି ରହିଥିଲେ ମଧ୍ୟ ସେମାନଙ୍କର ପ୍ରତିଭା ସବୁଠି ପ୍ରକଟିତ ହୋଇଥାଏ ।

ଲୋକମାନେ ପରିକ୍ଷା କରିବା ପାଇ ତାଙ୍କୁ ବିଭିନ୍ନ ପ୍ରକାର ବସ୍ ର ନା କହିଥିଲେ ।କିନ୍ତୁ ସେ ସମସ୍ତ ବସର ହର୍ଣ୍ଣ ନିଜ ପାଟିରେ ବଜାଇ ପାରିଥିଲେ ।ଏ ପ୍ରକାର ପ୍ରତିଭା ଦେଖି ସେଠାରେ ଥିବା ସମସ୍ତ ଲୋକ ତାଙ୍କ ଉପରେ ବହୁତ ଖୁସୀ ହୋଇଯାଇଥିଲେ ।ଏବଂ ଟ୍ରକର ହର୍ଣ୍ଣ ମଧ୍ୟ ବଜାଇ ପରୁଛନ୍ତି ।ଏହି ଭିଡିଓ ସମସ୍ତ ଲୋକମାନେ ଦେଖି ବହୁତ ପ୍ରଶଂସା କରିବା ସହିତ ଏହା ସମସ୍ତଙ୍କ ପାଖରେ ପହଞ୍ଚିପାରୁ ।ଏପରି ପ୍ରତିଭାବାନ ବ୍ୟକ୍ତି ଯେତେ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ସେମାନଙ୍କର ପ୍ରତିଭା ବଳରେ ସବୁଠାରେ ସମସ୍ତଙ୍କର ପ୍ରିୟ ହୋଇ ପାରିଥାନ୍ତି ।ସେଥିପାଇ ଏବିଶ୍ୱରେ ଭଗବାନ ଥିବାର କୁହାଯାଇଛି କାରଣ ଯେଉ ମାନଙ୍କର କେହି ନଥାନ୍ତି ସେହିମାନଙ୍କୁ ଇଶ୍ୱର ତାଙ୍କୁ କିଛି ପ୍ରତିଭା ଦେଇ ଏ ସଂସାରକୁ ପଠାଇଥାନ୍ତି ।ଏବଂ ସମସ୍ତଙ୍କର ପ୍ରିୟ ହୋଇପାରନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।