ଜାଣିଛନ୍ତି କି କିଏ ଓ କିପରି ଶିବ ଶମ୍ଭୁ ଙ୍କ ଡମ୍ବରୁ , ତ୍ରିଶୂଳ ଏବଂ ନାଗ ଦେଇଥିଲେ ଜାଣନ୍ତୁ ମହାଦେବ ଙ୍କ ସମ୍ପର୍କରେ କିଛି ଅଜଣା କଥା ଏବଂ ରହସ୍ୟ ସମ୍ପର୍କରେ

0

ଆମ ସମାଜ ରେ ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି।ଆମ ଦେଶ ରେ ଅନେକ ଲୋକ ହିନ୍ଦୁ ଧର୍ମ ର ହେଇ ଥିବାରୁ ସେମାନେ ଭଗବାନ୍ ଙ୍କୁ ପୂଜା କରନ୍ତି।ତେବେ ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି,ହିନ୍ଦୁ ମାନଂକର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି ,ଯାହା ଲୋକଙ୍କୁ ଉଦ୍ଧାର କରିଛି ଅନେକ ଲୋକଙ୍କୁ ବିପଦ ମୁଖ ରୁ ରକ୍ଷା କରିଛି । ତେବେ ଆମ ହିନ୍ଦୁ ସମାଜ ରେ ଅନେକ ଦେବା ଦେବି ରହି ଥାନ୍ତି । ଅନେକ ଦେବା ଦେବି ରହିଛନ୍ତି ,ଯାହା କୁ ହିନ୍ଦୁ ଲୋକ ମାନେ ପୂଜା କରନ୍ତି।


ତେବେ ହିନ୍ଦୁ ମାନଂକର ର ତିନି ଜଣ ଶ୍ରେଷ୍ଠ ଦେବତା ରହିଛନ୍ତି,ତାଙ୍କ ଭିତରେ ଶିବ ବା ମହା ଦେବ ଯିଏ କି ସବୁ ସ୍ଥାନ ରେ ଲିଙ୍ଗ ରୂପରେ ପୂଜା ପାନ୍ତି। ତେବେ ତାଙ୍କର ତିନି ଗୋଟି ଆଖି , ପାଞ୍ଚ ଗୋଟି ମୁଖ ଓ ବୃଷଭ ହେଉଛନ୍ତି ତାଙ୍କର ବହନ। ତେବେ ଶିବ ଙ୍କର ଗୁରୁ ହେଉଛନ୍ତି ଅତ୍ରି ମୁନି। ତେବେ ତାଙ୍କର ତ୍ରିଶୂଳ ହେଉଛି ତାଙ୍କର ପ୍ରମୁଖ ଅସ୍ତ୍ର ଓ ତାଙ୍କ ଧନୁ ର ନାମ ପିନାକ । ସେ ସବୁବେଳେ ନିଜ ହାତରେ ଡମ୍ବରୁ ଧରି ବୁଲନ୍ତି।ତେବେ ଶିବ ଯେତେବେଳେ ରାଗି ଯାନ୍ତି , ସେତେ ବେଳେ ତାଙ୍କର ତାଣ୍ଡବ ନୃତ୍ୟ ଅତି ଭୟଙ୍କର ହୋଇ ଥାଏ। ସେ କୈଳାସ ପର୍ବତ ରେ ରହି ଥାନ୍ତି,ସେ ବ୍ୟଘ୍ର ଚର୍ମ କୁ ପରିଧାନ କରି ଥାନ୍ତି ,ଆଉ ତାଙ୍କ ଗଳା ରେ ସବୁବେଳେ ସର୍ପ ମାନେ ଗୁଡେଇ ହୋଇ ରହି ଥାନ୍ତି। ତେବେ ତାଙ୍କ ଦେହ ସାରା ସେ ପାଉଁଶ କୁ ବୋଳାଇ ହୋଇ ରହି ଥାନ୍ତି,ତାଙ୍କୁ ନୀଳ କଣ୍ଠ ବୋଲି ମଧ୍ୟ କୁହା ଯାଏ।


ତେବେ ପ୍ରଥମ କଥା ଏହା କି ତାଙ୍କର ସେହି ତ୍ରିଶୂଳ,ଯାହା କୁ ସେ ନିଜର ଶ୍ରେଷ୍ଠ ଅସ୍ତ୍ର ଭାବେ ଉପଯୋଗ କରିଥାନ୍ତି ସେହି ସର୍ବ ଶ୍ରେଷ୍ଠ ତ୍ରିଶୂଳ କୁ ଭଗବାନ ବିଷ୍ଣୁ ଶିବଙ୍କୁ ଦେଇ ଥିଲେ। ତେବେ ଆପଣ ମାନେ ଦେଖି ଥିବେ ଶିବ ସବୁବେଳେ ନିଜ ହାତରେ ଡମ୍ବରୁ ଧରି ଥାନ୍ତି।ଅନେକ କୁହନ୍ତି ତାଙ୍କ ପାଖକୁ ଡମ୍ବରୁ ଆସିବା ଏକ ରୋଚକ କାହାଣୀ ଥିଲା। କୁହା ଯାଏ ଭଗବାନ ବ୍ରହ୍ମା ଏହି ଡମ୍ବରୁ କୁ ଶିବ କୁ ଦେଇ ପ୍ରକଟ ହୋଇ ଥିଲେ ଆଉ ବିଶ୍ୱରେ କଲ୍ୟାଣ ପାଇଁ ସେ ଡମ୍ବରୁ ଧାରଣ କରିଥାନ୍ତି।

ବେ ଶିବ ଙ୍କ ବେକ ରେ ସବୁବେଳେ ସର୍ପ ମାନେ ଗୁଡେଇ ହୋଇ ରହି ଥିବା ଆପଣ ଦେଖି ଥିବେ। ତେବେ କୁହା ଯାଏ କି ଭଗବାନ ଶିବ ଙ୍କ ସହ ଯେଉଁ ସାପଟି ରୁହେ , ସେହି ସାପ ଟି ହେଉଛି ନାଗ ସାପ ,ତାର ନାମ ହେଉଛି ବସୁକି । ଏହି ସାପ ନାଗ ମାନଂକର ରାଜା ଅଟେ,ମହେଶ୍ୱର ଶିବ ହେଉଛନ୍ତି ସବୁ ଅନିଷ୍ଟ ର ନାଶକ । ସେ ସବୁ ପାପୀ ମାନଂକୁ ସଂହାର କରି ଏହି ସଂସାର କୁ ଶାନ୍ତି ଆଣି ଦେଇ ଥାନ୍ତି। ମହାଦେବ ହେଉଛି ଜଣେ ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଦେବତା ,ତାଙ୍କୁ ପୂଜା କରିଲେ ସବୁ ଦୁଃଖ ଦୂର ହୁଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।