ଗୋଷ୍ଠାଷ୍ଟମି କରନ୍ତୁ ଏହି ୯ ଟି ଉପାୟ ଆସିବ ଭଲ ସମୟ ଓ ଭାଗ୍ୟ ବଦଳିଯିବ,ରାତାରାତି ହୋଇଯିବେ ମାଲାମାଲ୍

0

ଆମ ଦେଶରେ ଅନେକ ପର୍ବପର୍ବାଣି ର ମହତ୍ତ୍ୱ ଅନେକ ରହିଛି। ଏହା ସହିତ ଏହି ସବୁ ପର୍ବପର୍ବାଣି ରେ ପୂଜା ଅର୍ଚ୍ଚନା କରିବାର ପ୍ରବଧାନ ମଧ୍ୟ ରହିଛି। ତେବେ ଆଗାମୀ ୨୨ ତାରିଖ ନଭେମ୍ବର ମାସରେ ଆସୁଛି ଏକ ବଡ଼ ପବିତ୍ର ଦିନ। ଏହି ଦିନକୁ ଗୋଷ୍ଟାଷ୍ଟମୀ ଆସୁଛି। ଏହି ଦିନକୁ ଅନେକ ହିନ୍ଦୁ ଧର୍ମ ଶାସ୍ତ୍ରରେ ପବିତ୍ର ବୋଲି ମନେ କରାଯାଇଥାଏ। ଆପଣ ଜାଣିଲେ ଖୁସି ହେବେ ଏହି ଦିନରେ ଅନେକ ଶୁଭ କାର୍ଯ୍ୟ କରାଯାଏ।


ଏହି ଦିନରେ ଗାଈ ମାନଙ୍କୁ ପୂଜା ଅର୍ଚ୍ଚନା କରାଯାଇ ଥାଏ। ଏହି ଦିନରେ ଗାଈ ମାନଙ୍କୁ ପୂଜା କଲେ ଆପଣଙ୍କ ଘରେ ଲକ୍ଷ୍ମୀ ଙ୍କ ଆବିର୍ଭାବ ହୁଏ। ଏହା ସହିତ ଆପଣଙ୍କ ଘରେ ସବୁ ପ୍ରକାର ଦୁଷ୍ଟ ଶକ୍ତି ର ପ୍ରଭାବ କମି ଯାଏ। ଆପଣ ଏହି ଗୋଷ୍ଟାଷ୍ଟମୀ ଦିନ ଏପରି କରନ୍ତି ତେବେ ଆପଣଙ୍କ ଘରେ ଧନର ବର୍ଷା ହେବା ସହିତ ସବୁ ସୁଖ ଶାନ୍ତି ଫେରି ଆସିବ। ତେବେ ଆସନ୍ତୁ ଜାଣିବା ଏହି ଦିନ ଆପଣ କିପରି ପାଳନ କରିବେ।

ଆପଣଙ୍କ ଘରେ ଯଦି ଗାଈ ଅଛନ୍ତି ତେବେ ତାଙ୍କୁ ସକାଳେ ଉଠି ନିହାତି ଭାବରେ ହାତରେ ଆଉଁସି ଦିଅନ୍ତୁ ତାହା ସହିତ ତାଙ୍କୁ ମୁଣ୍ଡିଆ ମାରନ୍ତୁ। ଆଉ ଏପରି କରିବା ଦ୍ୱାରା ଗୋ ମାତା ଆପଣଙ୍କ ଉପରେ ଆଶୀର୍ବାଦ ବର୍ଷା କରିଥାନ୍ତି।  ଏହି ଦିନ ଆପଣ ଗୋ ମାତା ମାନଙ୍କୁ ସେବା କରିବା ସହିତ ଆଦର ସମ୍ମାନ କରନ୍ତୁ। ତାଙ୍କୁ ଭଲରେ ଖାଇବାକୁ ଦେବା ସହିତ ଆପଣ ମାନେ ତାଙ୍କର ପୂଜା କରି ଆରତୀ ନିଅନ୍ତୁ। ଆପଣ ସେଦିନ ଗୋ ମାତା ମାନଙ୍କୁ କୌଣସି ପ୍ରକାର କାର୍ଯ୍ୟ କରିବାକୁ ଦିଅନ୍ତୁ ନାହିଁ।


ଆପଣ ଏହି ଗୋଷ୍ଟାଷ୍ଟମୀ ଦିନ ଦୁଇ ହାତରେ ଲୁଣ ନେଇ ମନରେ ୫ ମିନିଟ ପର୍ଯ୍ୟନ୍ତ ଓଁ ଜୋପ କଲେ ଆପଣଙ୍କ ଘରେ ଥିବା ସବୁ ଦୁଷ୍ଟ ଶକ୍ତି ମାନଙ୍କର ପ୍ରଭଵ ଆପେ ଆପେ ଚାଲିଯିବ। ଆପଣ ଙ୍କ ଘରେ ସର୍ବଦା କଳି ଲାଗି ରହୁଥିଲା ତେବେ ଆଉ ଏପରି ଦେଖା ଯିବ ନାହିଁ।  ଆପଣ ପ୍ରତି ମଙ୍ଗଳବାର, ସୋମବାର ଏବଂ ଶନିବାର ଦିନ ଏକ ଲାଲ କପଡା ରେ କିଛି ଲୁଣ ସହିତ ଏକ ଲୁହା କଣ୍ଟା ବାନ୍ଧି ଏକ ଅସ୍ତ ଗଛରେ ବାନ୍ଧି ଦେଇ।ଆସନ୍ତୁ। ଆଉ ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହେବ। ଆପଣ ଯଦି ଏପରି କରୁଛନ୍ତି ତେବେ ଆପଣ ନିଜେ ଏହାର ଅନୁଭବ କରିପାରିବେ।


ସେହିପରି ଆପଣ ପ୍ରତି ସୋମବାର ଦିନ କୌଣସି ପାଖରେ ଥିବା ଶିବ ମନ୍ଦିର କୁ ଯାଇ କଞ୍ଚା କ୍ଷୀର ଦାନ କରନ୍ତୁ। ଦେଖିବେ ଆପଣଙ୍କ ଘରେ ଥିବା ସମସ୍ତ ଦୁଃଖ କଷ୍ଟ ଏବଂ ରୋଗ ସବୁ ଆପେ ଆପେ ଦୂର ହୋଇଯିବ। ତେବେ ଆପଣ ଏହି ସବୁ କାର୍ଯ୍ୟ ଗୋଷ୍ଟାଷ୍ଟମୀ ଦିନ ଠାରୁ କରିବା।ଆରମ୍ଭ କରିଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।