ଦେଖନ୍ତୁ ଭିଡ଼ିଓ ! ହେ ଭଗବାନ ଭାଙ୍ଗି ଗଲା ରାନୀ ପଣ୍ଡା ଙ୍କ ବାହାଘର । ଭୋ ଭୋ ହୋଇ ହୋଇ କାନ୍ଦି କହିଲେ କିଏ ଭାଙ୍ଗିଛି ମୋ ବାହାଘର…….

0

ଯେତେବେଳେ ବି ଆମେ ନିଜ ନିଜ ଭିତରେ ଜଲିଉଡ଼ ର କଥା କହୁ ସେତେବେଳେ ଆମ ଆଖି ଆଗକୁ ଗୋଟିଏ ଚେହେରା ଆସିଥାଏ ଯିଏକି ସବୁବେଳେ ନିଜର ରୋକଠକ ଗୁଣ ପାଇଁ ବିବାଦ ରେ ରହିଥାନ୍ତି ।ତେବେ ଆମେ ଆପଣ ଙ୍କୁ ଯାତ୍ରା ଜଗତ ର ଆଲବମ କୁଇନ ବା ଓଡ଼ିଶାର ସନୀ ଲିଓନି ରାଣୀ ପଣ୍ଡା ଙ୍କ ବିଷୟରେ କହୁଛୁ ।ରାଣୀ ପଣ୍ଡା ସବୁବେଳେ କିଛି ନା କିଛି ବିବାଦ ରେ ରହିଥାନ୍ତି ।ଆପଣ ମାନେ ରାଣୀ ଙ୍କୁ ସବୁବେଳେ ଦୁଇ ଟି ରୂପରେ ଦେଖିଛନ୍ତି ଗୋଟିଏ ହେଉଛି ତାଙ୍କର ରୋକଠକ ବ୍ୟବହାର ଏବଂ ଅନ୍ୟ ଟି ହେଉଛି ତାଙ୍କର ଆଲବମ ର ରେକର୍ଡ ଡ୍ୟାନ୍ସ ରୂପ ।କିନ୍ତୁ ଆମେ ଆଜି ଆପଣ ଙ୍କୁ ରାଣୀ ଙ୍କର ଅନ୍ୟ ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଦେଖିନଥିବେ ।

ଉଲ୍ଲେଖଯୋଗ୍ୟ ଯେ, ଜଲିଉଡ଼ ର ଆଲବମ କୁଇନ ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବରେ ଲାଗୁଛି ।ତେବେ ଏହି ଭିଡ଼ିଓ ରେ ସବୁବେଳେ ହସୁଥିବା ରାଣୀ କାନ୍ଦୁଥିବାର ଜନଯାଇଛି ।ତେବେ ତାଙ୍କର କାନ୍ଦିବା ପଛରେ ଥିବା କାହାଣୀ ଜାଣିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ ।ତେବେ ତାଙ୍କର କାନ୍ଦିବା ର କାରଣ ହେଉଛି ତାଙ୍କର ବିବାହ ।ସୂଚନାଯୋଗ୍ୟ ଯେ ୨ ମାସ ପୂର୍ବରୁ ସେ ଜଣଙ୍କୁ ବିବାହ କରିବାକୁ ଯାଉଥିଲେ ,ମାତ୍ର ବର୍ତ୍ତମାନ ତାଙ୍କର ବାହାଘର ଭାଙ୍ଗି ଯାଇଛି ।ରାଣୀ ଙ୍କର ବାହାଘର ଭାଙ୍ଗିବା ସହ ସେ ମଧ୍ୟ ଭାଙ୍ଗି ଯାଇଛନ୍ତି ଏବଂ ଭୋ ଭୋ ହୋଇ କାନ୍ଦିବାରେ ଲାଗିଛନ୍ତି ।

ରାଣୀ ଙ୍କର କହିବା ଅନୁସାରେ ତାଙ୍କର ବିବାହ ଭାଙ୍ଗିବା ପଛରେ କିଛି ଯାତ୍ରା କଳାକାର ଙ୍କର ହାତ ଅଛି ।ସେ କହିଛନ୍ତି ଯେ ଦୁଇ ମାସ ପୂର୍ବରୁ ସେ ବିବାହ କରିବାକୁ ଯାଉଥିଲେ ମାତ୍ର ସେହି ସମୟରେ ସେ ଏକ ନିଜସ୍ଵ ଯାତ୍ରାପାଟି ଖୋଲିବା ପାଇଁ ସରକାର ଙ୍କର ଠାରୁ ଅନୁମତି ପାଇଁ ସେ କିଛି କଳାକାର ଙ୍କ ସହ ରାଜରାସ୍ତା କୁ ଆସିଥିଲେ ।ତେବେ ଏ ଘଟଣା ଟିକେ ଶାନ୍ତ ପଡିବାରୁ ପୁଣି ସେ ବିବାଦ ରେ ଆସିଥିଲେ ନିଜର ଡ୍ୟାନ୍ସ କୁ ନେଇ ।ସେ କିଛି ଦିନ ତଳେ ଯାତ୍ରା ପେଡେଲ ଉପରେ ନିଜର ଡ୍ରେସ ଖୋଲିଦେଲି ଡ୍ୟାନ୍ସ କରିବା ପାଇଁ ବେଶ ବିବାଦରେ ରହିଥିଲେ ।ତେବେ ସେ ସବୁବେଳେ କିଛି ନା କିଛି ବିବାଦ ରେ ରହିଥାନ୍ତି ସେ ଯାତ୍ରା ଜଗତ ନେଇ ହେଉ କି ନିଜର ରୋକଠକ ବ୍ୟବହାର ନେଇ ହେଉ ।

ତେବେ ସେ କହିଛନ୍ତି ଯେ କିଛି ଦିନ ତଳେ ତାଙ୍କ ଯାତ୍ରା ପ୍ରଡ୍ୟୁସର ବାପି ପଣ୍ଡା ଙ୍କ ସହ ଝଗଡା ହୋଇଥିଲା ।ଆଉ ତା ପରେ ତାଙ୍କର ବାହାଘର ଭାଙ୍ଗି ଯାଇଥିଲା ।ତେବେ ସେ କହିଛନ୍ତି କି ଏହି ଯାତ୍ରା କଳାକାର ମାନେ ତାଙ୍କର ବିବାହ ଭାଙ୍ଗିଦେଇଛନ୍ତି ।ସେମାନେ କେବେହେଲେ ଚାହାନ୍ତି ନାହିଁ କି ଛୋଟ ଛୋଟ କଳାକାର ମାନଙ୍କୁ ନିଜର କଳା କୁ ପ୍ରଦର୍ଶନ କରିବା ଦିଅନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।