୪୭୫ ବର୍ଷ ବହୁ ପୁରାତନ ଜେଲରେ ଜଣେ ମାତ୍ର କଏଦୀ କିଏ ଅଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ …

0

ଆମ ଦେଶ ରେ ଅନେକ ଅପରାଧ ହେବାର ଦେଖିବାକୁ ମିଳେ।ପ୍ରତି ଦିନ ପ୍ରତି ସମୟ ରେ ଏହି ସବୁ ଅପରାଧ ଜନକ ଘଟଣା ସବୁ ଦେଖିବାକୁ ମିଳେ। ତେବେ ଏହି ସବୁ ଅପରାଧ ପାଇଁ ଅପରାଧୀ ମାନଂକୁ ତାଙ୍କର ଅପରାଧ ପାଇଁ ସଜା ଦିଆ ଯାଇ ଥାଏ।ତେବେ କିଛି ସଜା ଦେବା ଆଗରୁ ତାଙ୍କୁ ନେଇ ଆଗ ଜେଲ ରେ ରଖା ଯାଇ ଥାଏ।ତେବେ ଏହା ତାଙ୍କ ପାଇଁ ପ୍ରଥମ ସଜା ହୋଇ ଥାଏ।ତେବେ ଆପଣ ମାନେ ଜାଣି ଥିବେ କି ଜେଲ ରେ ରହିବ କେତେ କଷ୍ଟ । ତେବେ ସେଠାରେ ଭଲ ଖାଇବା କୁ ଦିଆ ଯାଏ ନାହିଁ । ରହିବା ବସିବା ଉଠିବା ବହୁତ କଷ୍ଟ ହୋଇ ଥାଏ। ଆଉ ତା ସହ ସେଠାରେ କଏଦୀ ମାନଂକୁ ବହୁତ କାର୍ଯ୍ୟ ରେ ସାମିଲ କରା ଯାଏ।


ତେବେ ଜେଲ ରେ ରହିବା ଦ୍ୱାରା କଏଦୀ ମାନେ ବାହାର କୁ ଯାଇ ପାରିବେ ନାହିଁ,ଆଉ ତାଙ୍କୁ ସେହି ଚାରି କାନ୍ଥ ଭିତରେ ବନ୍ଦୀ କରି ରଖା ଯାଏ।ତେବେ ଆମ ଦେଶ ରେ ପ୍ରତେକ ସ୍ଥାନ ରେ ପ୍ରତେକ ରାଜ୍ୟ ରେ ପ୍ରତେକ ସହର ରେ ଜେଲ ର ବ୍ୟବସ୍ତା ରହିଛି,ଯାହା ଦ୍ୱାରା ଅପରାଧୀ ମାନଂକୁ ସୁବିଧା ରେ ବନ୍ଦୀ କରି ରଖି ହେବ। ତେବେ ସେମିତି ଏକ ଆଶ୍ଚର୍ଯ୍ୟଜନକ ଜେଲ ଦେଖିବାକୁ ମିଳିଛି ଯାହା ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ସେହି ଆଶ୍ଚର୍ଯ୍ୟଜନକ ଜେଲ ଟି ରହିଛି ଡାମନଡ୍ୟୁରେ ।ତେବେ ସେଠାରେ ଏକ ପାଣି ଉପରେ ରହିଛି ଏକ ଜେଲ । ତେବେ ସୂଚନା ମିଳିଛି କିଛି ଏହି ଜେଲ୍ ଟି ୪୭୫ ବର୍ଷ ର ପୁରୁଣା ଜେଲ ।ତେବେ ଆମେ ଜାଣିଛେ ଯେ ପ୍ରତେକ ଜେଲ ରେ ଅନେକ କଏଦୀ ମାନଂକୁ ବନ୍ଦୀ କରି ରଖା ଯାଏ।


ସୂଚନା ଅନୁଯାୟୀ ଏହି ଜେଲ ରେ ଆଗରୁ ୫ ଜଣ କଏଦୀ ରହୁ ଥିଲେ। କିନ୍ତୁ ଦୁଇ ଜଣ କଏଦୀ ଙ୍କର ସଜା ସାରି ଯିବାରୁ ସେମାନେ ମୁକ୍ତ ହେଲେ ଆଉ ଦୁଇ ଜଣ ନିର୍ଦୋଶ ଥିବାରୁ ତାଙ୍କୁ ମଧ୍ୟ ମୁକ୍ତ କରା ଗଲା। ଏବେ ସେହି ବହୁ ପୁରୁଣା ଜେଲ ମାତ୍ର ଜଣେ କଏଦୀ ରହିଛି। ତେବେ ସେହି ଜେଲ ରେ କଏଦୀ ଙ୍କ ଛାଡ ୪ ଜଣ ଜେଲ କର୍ମଚ଼ାରୀ ଆଉ ଜଣେ ଜେଲର ରହିଛନ୍ତି।ତେବେ ଖବର ମିଳିଛି କି ସେହି ଜେଲ ରେ କଏଦୀ ଙ୍କ ବୁଲିବା ପାଇଁ ପ୍ରସସ୍ତ୍ ଜାଗା ରହିଛି।

ମନରଞ୍ଜନ୍ ପାଇଁ ସକାଳେ ବିଡି , ଆଉ ଦୂର ଦର୍ଶନ ଦେଖିବା ସନ୍ଧ୍ୟା ରେ ଆଧ୍ୟାତ୍ମିକ କାର୍ଯ୍ୟ ର ବ୍ୟବସ୍ତା ରହିଛି। ତେବେ ଏତେ ପୁରୁଣା ଜେଲ ରେ ମାତ୍ର ଜଣେ କଏଦି ରହିଛି ଆଉ ଏହି ଜେଲ କୁ ୨୦୧୪ ରେ ବନ୍ଦ କରି ଦିଆ ଯିବ ବୋଲି ଅଲୋଚନା ହୋଇଥିଲା ।ତେବେ ସେହି କଏଦୀ ଙ୍କର ସଜା ସାରିଲେ ଏହି ଜେଲ କୁ ବନ୍ଦ କରିଦିଆ ଯିବ ବୋଲି ଶୁଣିବାକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।