10,+2,ଓ +3 ପାସ୍ କରିଥିବା ପିଲା ମାନଙ୍କ ପାଇଁ ଏକ ବହୁତ ବଡ ସୁଯୋଗ ରହୁଛି ଚାକିରି କରିବା ପାଇଁ। ଦେଖନ୍ତୁ ଏହି ସମ୍ପର୍କ ସମ୍ପୂର୍ଣ୍ଣ ତଥ୍ୟ,

0

ଏହି ଡିସେମ୍ବର ମାସ ରେ ଯେଉଁ ସବୁ ଭେକେନ୍ସି ଆସିଛି ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ଭେକେନ୍ସି ସମ୍ପର୍କରେ କହିବୁ। ଏହି ସବୁ ଜବ୍ସ ଗୁଡିକ ମୋଷ୍ଟ ଇମ୍ପଟାଣ୍ଡ ରହିଛି। ଯେଉଁ ମାନେ ବି ଦଶମ ପାସ୍ କରିସାରିଛନ୍ତି, +2 ପାସ୍ କରିଛନ୍ତି ଯେକୌଣସିଥିରେ ହଉ ଆଟ୍ସ, ସାଇସ୍ସ କିମ୍ବା କମର୍ସ ଏବଂ ଯେଉଁ ମାନେ +3 କରୁଛନ୍ତି କିମ୍ବା +3 କମ୍ପଲିଟ୍ କରି ସାରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏକ ବିଗ୍ ଜବ୍ ରହୁଛି।

ତେବେ ଆସନ୍ତୁ ଜାଣିନେବା ଏହି ଡିସେମ୍ବର ମାସ ରେ କେଉଁ ସବୁ ମୋଷ୍ଟ ଇମ୍ପଟାଣ୍ଡ ଓ ଡିମାନ୍ଡେଡ୍ ଜବ୍ସ ଗୁଡିକ ରହିଛି। ଏଥିପାଇଁ ଏକ ପ୍ରାର୍ଥୀ କୁ କଣ ସବୁ ଏଜୁକେସନାଲ୍ କ୍ୱାଲିଫିକେସନ୍ ସବୁ ଦରକାର, ଏଜ୍ ଲିମିଟ୍ କଣ ଥିବା ଦରକାର, ସିଲେକ୍ହନ୍ ପ୍ରୋସେସ୍ କେମିତି ହେବା ଦରକାର। ଏଥିପାଇଁ କଣ ସବୁ ସିଲାବସ୍ ଗୁଡିକ ରହୁଛି, ପ୍ରିଭିୟସ୍ ଇୟର୍ କୁଶ୍ଚେନ୍ ସବୁ କେଉଁ ଠାରୁ ପାଇବେ କଣ ସବୁ କରିବେ ସବୁ ଡିଟେଲ୍ସ ଆମେ ଜାଣିବା।

ଗ୍ରାଜୁଏଟ୍ ଲେଭେଲ୍ ଜବ୍:-

*ପ୍ରଥମେ ଗ୍ରାଜୁଏଟ୍ ପିଲା ମାନଙ୍କ କଥା ଜାଣି ନେବା, ପ୍ରଥମେ କମ୍ବାଇଣ୍ଡ୍ ଗ୍ରାଜୁଏଟ୍ ଲେଭେଲ୍ ର ପିଲା ମାନଙ୍କ ପାଇଁ ଏହି ଭେକେନ୍ସି ଟି ରହୁଛି। ଜାଣିନେବା ଇମ୍ପଟାଣ୍ଡ୍ ଡେଟ୍ ସବୁ କଣ ରହୁଛି। ଏହା ପାଇଁ ଆପଣ ମାନେ ଅନଲାଇନ୍ ରେ ଏପ୍ଲାଏ ମଧ୍ୟ କରି ପାରିବେ, ଯାହା ପାଇଁ ପ୍ରଥମ ଡେଟ୍ ଟି ରହୁଛି 25. 12. 2020 ଏବଂ ଲାଷ୍ଟ୍ ଡେଟ୍ ଟି ରହୁଛି 25. 01. 2020 ରହୁଛି। ସବୁଠାରୁ ମେନ୍ ହେଉଛି ଇଗ୍ଜାମ୍ ଯାହାକି 29 ମେ 2021 ରୁ ଆରମ୍ଭ ହୋଇ ଯାଉଛି। ଯେଉଁ ମାନେ ଏହା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ଆବେଦନ କରି ଦିଅନ୍ତୁ, ପ୍ରପେରେସନ୍ କରିବା ପାଇଁ ମଧ୍ୟ ଯଥେଷ୍ଟ ସମୟ ରହୁଛି। ଏହା ପାଇଁ ଏଜ୍ ଲିମିଟ୍ ରହୁଛି 18 ରୁ 27 ବର୍ଷ ପର୍ଯ୍ୟନ୍ତ। ଯଦି ଆପଣ ଜଣେ ଜେନେରାଲ୍ ବଏଜ୍ ତେବେ ଆପଣ ଙ୍କୁ 100 ଟଙ୍କା ଦେବାକୁ ପଡିବ ଆପ୍ଲିକେସନ୍ ଫିସ୍ ବାବଦ କୁ। ଯଦି ଆପଣ ଏସି, ଏସ୍ଟି, ପିଡବ୍ଲୁଡି, ଏବଂ ଫିମେଲ୍ ଅଟନ୍ତି ତେବେ ଆପଣ ଙ୍କ ପାଇଁ ଏହା ପୂରା ଫ୍ରି ରହିଛି।

*ଏସବିଆଈ ଏପରେନ୍ଟିକ୍ ତରଫରୁ ମଧ୍ୟ ଏକ ବଡ ଭେକେନ୍ସି ଟି ରହୁଛି। ଏହା ପାଇଁ ଅନଲାଇନ୍ ଆପ୍ଲାଏ କରିବା ପାଇଁ ଷ୍ଟାଟ୍ ଡେଟ୍ ନାହିଁ ଏହା ଆରମ୍ଭ ହୋଇ ସାରିଲାଣି। ଏପ୍ଲାଏ ପାଇଁ ଲାଷ୍ଟ ଡେଟ୍ ଟି ରହୁଛି 25 ଡିସେମ୍ବର 2020 ରହୁଛି। ଏଗ୍ଜାମ୍ ଡେଟ୍ ହେଉଛି 2021 ଜାନୁଆରୀ ମାସରେ ହେବ ଡେଟ୍ ଜଣା ପଡିନାହିଁ। ଅଲ୍ ଇଣ୍ଡିଆ ପାଇଁ 8,500 ଟି ଭେକେନ୍ସି ରହୁଛି ଆଉ ଆମ ଓଡିଶା ପାଇଁ 400 ଟି ପୋଷ୍ଟ ରହିଛି। ଏହା ପାଇଁ ମିନିମମ୍ 20 ବର୍ଷ ଏବଂ ମ୍ୟାକ୍ହିମମ୍ 28 ବର୍ଷ ହୋଇଥିବା ଦରକାର। ଏହା ପାଇଁଜେନେରାଲ୍ ଓ ଓବିସି ପିଲା ମାନଙ୍କୁ 100 ଟଙ୍କା ଦେବାକୁ ପଡିବ ଫିସ୍ ବାବଦ କୁ। ଏସି ଏସ୍ଟି ପିଲା ମାନଙ୍କ ପାଇଁ କିଛି ବି ଫିସ୍ ନାହିଁ। ଏହା ପାଇଁ +3 ପାସ୍ କରିବାକୁ ହେବ।

+2 ଲେଭେଲ୍ ଜବ୍:-

*ତେବେ ଏବେ +2 ପିଲା ମାନଙ୍କ କଥା କହିବା। ଯେଉଁ ପିଲା ମାନେ +2 ପାସ୍ କରି ସାରିଥିବେ ସେମାନେ ମଧ୍ୟ ଏହା ପାଇଁ ଏପ୍ଲାଏ କରି ପାରିବେ। ତେବେ ଆମ ରାଜ୍ୟ ରେ ଏହା ପାଇଁ 2000+ ଟି ଭେକେନ୍ସି ରହୁଛି। ତେବେ ଏଥିରେ ଲୋୟାର୍ ଡିଭିଜନ୍ କ୍ଲର୍କ୍, ଜୁନିୟର୍ ସେକ୍ରେଟେରିଟ୍ ଆସିସାଣ୍ଡ୍, ପୋଷ୍ଟାଲ୍ ଆସିଷାଣ୍ଡ୍, ସୋଟିଙ୍ଗ୍ ଆସିଷ୍ଟାଣ୍ଡ୍, ଡାଟା ଏନ୍ଟ୍ରି ଓପୋରେଟର୍ ଆଦି ପୋଷ୍ଟ ପାଇଁ ଭେକେନ୍ସି ରହିଛି। ଆପଣ ମାନେ ଯଦି ଅନଲାଇନ୍ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତେବେ ଅନଲାଇନ୍ ଆପ୍ଲାଏ ଆରମ୍ଭ ହେଇ ସାରିଛି। ଏପ୍ଲାଏ ପାଇଁ ଲାଷ୍ଟ ଡେଟ୍ ରହିଛି 15 ଡିସେମ୍ବର 2020।

*ଅନଲାଇନ୍ ସିବିଟି ଏଗ୍ଜାମ୍ ରହୁଛି ଏହା 12 ଏପ୍ରିଲ୍ 2021 ରୁ ଆରମ୍ଭ ହୋଇ 27 ଏପ୍ରିଲ୍ 2021 ପର୍ଯ୍ୟନ୍ତ ରହୁଛି। ଯଦି ଆପଣ ଜେନେରାଲ୍ ଏବଂ ଓବିସି କାଟାଗରି ର ପିଲା ତେବେ ଆପଣ ଙ୍କ 100 ଟଙ୍କା ଦେବାକୁ ପଡିବ ଆପ୍ଲିକେସନ୍ ଫିସ୍ ପାଇଁ। ଆଉ ଯଦି ଆପଣ ଫିମେଲ୍ ଏବଂ ଏସି ଏସ୍ଟି ପିଲା ତେବେ ଆପଣ ଙ୍କୁ ଫିସ୍ ଦେବାକୁ ପଡିବ ନାହିଁ। ଜେନେରାଲ୍ କେଣ୍ଡିଡେଟ୍ସ ଙ୍କ ପାଇଁ ଏଜ୍ ଲିମିଟ୍ ରହୁଛି 18 ରୁ 27 ବର୍ଷ, ଓବିସି କ୍ୟାଣ୍ଡିଡେଟ୍ସ ଙ୍କ ପାଇଁ ଏଜ୍ ଲିମିଟ୍ ରହୁଛି 18 ରୁ 30 ବର୍ଷ, ଏବଂ ଏସି ଏସ୍ଟି ପିଲା ମାନଙ୍କ ପାଇଁ ଏଜ୍ ଲିମିଟ୍ ରହୁଛି 18 ରୁ 32 ବର୍ଷ। ଏଥିପାଇଁ ଆପଣ ମାନଙ୍କୁ କେବଳ +2 ପାସ୍ କରିବାକୁ ହେବ।

*ଏନ୍ଡିଏ ତରଫରୁ ମଧ୍ୟ ବହୁତ ଭଲ ଭେକେନ୍ସି ଟି ଏ ରହୁଛି, ପ୍ରିଭିୟସ୍ ପୋଷ୍ଟସ୍ ଭେକେନ୍ସି ରହୁଛି। ଏହା ପାଇଁ ଏପ୍ଲାଏ ର ଫାଷ୍ଣ ଡେଟ୍ ସବୁ ରହୁଛି 30 ଡିସେମ୍ବର 2020 ଏବଂ ଏଗ୍ଜାମ୍ ଡେଟ୍ ଟି ରହୁଛି 18 ଏପ୍ରିଲ୍ 2021। ଏହା ପାଇଁ ଜଣେ ପ୍ରାର୍ଥୀ କେବଳ +2 ପାସ୍ କରିଥିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।