ଦେଖନ୍ତୁ ଭିଡିଓ ! ଏମିତି କାମ ଝାଉଁ ବଣ ମଧ୍ୟରେ ଚାଲିଥିଲା , ସୋସିଆଲ ମିଡିଆରେ ନିଆଁ ଭଲି ଭାଇରାଲ ହେଉଛି

0

ଆମ ସମାଜରେ ଏବେ ଧୀରେ ଧୀରେ ଅସମାଜିକତା ତଥା ଅମାନବିକତା ର ପ୍ରଭାବ ବଢ଼ିବାରେ ଲାଗିଛି । ଆମେ କହିଛନ୍ତି ଯେ , ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା କରିବାର ତଥା ଜୀବନ ଯାପନ ପ୍ରଣାଳୀ ରେ ଉନ୍ନତି ଘଟିଛି ।କିନ୍ତୁ ଏହାର ବିପରୀତ ପଟ ଟୀକୁ ଦେଖିଲେ ଜଣା ଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି । ତେବେ ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଆମ ଦେଶର ଯୁବ ପିଢୀ ଏବେ ଆମ ସଂସ୍କୃତି ଓ ପରମ୍ପରା କୁ ଭୁଲିଯାଇ ଏମିତି ସବୁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ । ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୁଲ୍ୟ କୁ ମଧ୍ୟ ଏମାନେ ପାଦରେ ଆଡେଇ ଦେଇ ନିଜର ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି ।

ଖାଲି ଏତିକି ନୁହେଁ ବରଂ ଆଜିକାଲି ର ଲୋକମାନେ ଏତେ ନିର୍ଲଜ ହୋଇଗଲେଣି ଯେ କିଛି ବି ଘଟଣା କୁ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଦେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଏହି ପରି ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହେବା ଦ୍ବାରା ଆମ ସମାଜ ଉପରେ ତଥା ଆମର ଆଗାମୀ ପୀଡ଼ ଉପରେ ଏହାର ବହୁତ ଖରାପ ପ୍ରଭାବ ପକେଇପାରେ ବୋଲି ।ତେବେ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଅଟେ ।

ତେବେ ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଯୁବତୀ ଙ୍କର ଭିଡ଼ିଓ ଖୁବ ଭାଇରଲ ହେବରେ ଲାଗିଛି ।ମାତ୍ର ଭିଡ଼ିଓ ଟି ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।ତେବେ କେହି ଜଣେ ବ୍ୟକ୍ତି ଏହି ଭିଡ଼ିଓ କୁ ଭାଇରଲ କରିଛନ୍ତି ।ଭାଇରଲ ଭିଡ଼ିଓ ଟି ହେଉଛି ଏକ ନିଛାଟିଆ ଜଙ୍ଗଲ ମଧ୍ୟର ଯେଉଥିରେ ଜଣେ ଯୁବତୀ ଦୁଇ ଜଣ ଯୁବକ ଙ୍କର ସହ ଏମିତି କିଛି କରୁଥିଲେ ତାହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଅଟେ।ତେବେ ଭିଡ଼ିଓ ଟିରେ ଯେଉଁ ଯୁବତୀ ଜଣକ ଥିଲେ ସେ ମଦ୍ୟପାନ କରିବା ସହ ଦୁଇ ଜଣ ଯୁବକ ଙ୍କ ସହ ଅଶୀଳ କାର୍ଯ୍ୟ କରୁଥିଲେ ।ସେମାନେ ସେହି ସର୍ବସାଧାରଣ ସ୍ଥାନ କୁ କଣ ଭାବୁଥିଲେ ସେ ତ ଭଗବାନ ଙ୍କୁ ଜଣା ।

ତେବେ ତାଙ୍କ ପାଖକୁ ସେଠାରେ ଥିବା କିଛି ବ୍ୟକ୍ତି ଯାଇ ତାଙ୍କୁ ଏ ବିଷୟରେ ପଚରା ଉଚରା କରିବା ବେଳେ ସେହି ଯୁବତୀ ଜଣଙ୍କ ସେମାନ ଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ ।ଯେଉଥିରେ ଲୋକମାନେ ଜାଣିପାରିଥିଲେ କି ଝିଅ ଟି ମଦ୍ୟପାନ କରିଛି ବୋଲି ।ତେବେ ଦୁଇ ଯୁବକ ମଧ୍ୟ ମଦ୍ୟପାନ କରିଥିଲେ ।ତିନି ଜଣ ମଦ୍ୟପାନ କରିଥିବାର ଦେଖି ସେହି ବ୍ୟକ୍ତି ମାନେ ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ ।କିନ୍ତୁ ସେହି ସ୍ଥାନରୁ ଚୁପଚାପ ପଳେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।