ବ୍ରେକ୍‌ଅପ୍ ପରେ ଯୁବତୀଙ୍କ କାରନାମା: ମାତାଲ୍ ହୋଇ ପ୍ରେମିକ ଘର ସାମ୍ନାରେ ଡିଜେ ଲଗାଇ ଧୁମ୍ ନାଚିଲେ, ଭିଡିଓ ଭାଇରାଲ୍

0

ସମାଜରେ ପ୍ରେମ କରୁଥିବା ଲୋକ ମାନଙ୍କ ଭିତରେ ଅନେକ ସୁବିଧା ଓ ଅସୁବିଧା ଦେଖାଦେଇଥାଏ ।ଏହି ଭଲପାଇବାର ସମ୍ୱନ୍ଧଟିକୁ କିଏ ନିଜର ଜୀବନ ଭାବି ସାଇତି ରଖିଥାଏ ତ ଆଉ କିଏ ଏହା ଟାଇମପାସ ମନେ କରି ଛାଡି ଚାଲିଯାଇଥାଏ । ଅନେକ ଲୋକମାନେ ଅଛନ୍ତି ଯିଏକି ଅନ୍ୟର ଭଲପାଇବାର ବିଚ୍ଛେଦ ସମୟକୁ ଖୁସୀରେ ସେଲିବ୍ରେଟ କରିଥାନ୍ତି ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ ।ଜଣେ ମହିଳା ପ୍ରିମିକ ସହ ବ୍ରେକଅପ ପରେ ମଦ ନିଶାରେ ପ୍ରେମିକର ଘର ସାମ୍ନାରେ ଡିଜେ ବଜାଇ ଡ୍ୟାସ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ସାଧାରଣତଃ ଲୋକମାନେ ମଜାଦାର ଭିଡ଼ିଓ ଦେଖିବା ପାଇ ବହୁତ ଭଲ ପାଇଥାନ୍ତି ।ଯଦି କାହାର ହୃଦୟ ଭାଙ୍ଗି ଯାଇଛି ଅର୍ଥାତ୍ ପ୍ରେମ ପ୍ରତାରଣାରେ ରାସ୍ତାରେ ଡିଜେ ବଜାଇ ଡ୍ୟାନ୍ସ କରୁଥାଏ ତେବେ ସେହି ଭିଡିଓ କୁ ଲୋକମାନେ ଅଧିକ ଦେଖିବାକୁ ପସନ୍ଦ କରନ୍ତି ।

ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି । ଯୁବତୀ ଜଣକ ତାଙ୍କ ପ୍ରେମିକ ସହ ବ୍ରେକଅପ ପରେ ବହୁତ ଭାଙ୍ଗି ପଡିଥିଲେ ତେଣୁ ସେ ନିଜର ପ୍ରେମିକର ଘର ସାମ୍ନାରେ ମଦ ପିଇ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ମହିଳା ଜଣକ ହାତରେ ମଦ ବୋତଲ ଧରିଥିବାର ଦେଖାଯାଇଛି ।ମହିଳା ଜଣକ ପାଦରେ ପିନ୍ଧିଥିବା ଜୋତାକୁ ମଦ ନିଶାରେ ଫିଙ୍ଗିଦେବାର ଦୃଶ୍ୟ ଦେଖିବାକୁ ମିଳିଛି ।ରାତି ଅଧରେ ପ୍ରେମିକର ଘର ସାମ୍ନାରେ ଡିଜେ ବାଜିବାର ଶବ୍ଦ ଶୁଣି ଆଖ ପାଖର ଲୋକମାନେ ମଧ୍ୟ ସେଠାରେ ଉପସ୍ଥିତ ହୋଇଥିଲେ ।

ଏବଂ ମହିଳା ଜଣକର ସମସ୍ତ କାରନାମାକୁ ରେକର୍ଡ କରିଥିଲେ ।ମହିଳା ଜଣକ ମଦ ନିଶାରେ କଣ କରୁଥିଲେ ସେ ନିଜେ ମଧ୍ୟ ଜାଣିପାରୁନଥିଲେ ।ଲୋକ ମାନେ ସେଠାରେ ରୁଣ୍ଡ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ଫରକ ପଡୁନଥିଲା ।ସେ ଲଗାତାର ଡିଜେ ତାଳରେ ଡ୍ୟାନ୍ସ କରିଥିଲେ ।

ସେ ନିଜର ପ୍ରେମିକକୁ ଡାକିବା ପାଇ ତାଙ୍କ ଘର ସାମ୍ନାରେ ଡିଜେ ବଜାଇ ଡ୍ୟାସ କରିଥିଲେ ।ମହିଳା ଜଣକ ଏପରି ଦୃଶ୍ୟକୁ ସେଠାରେ ଥିବା ଲୋକ ମାନେ ଭିଡିଓ ରେକଡିଙ୍ଗି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ସମାଜରେ ଏ ପ୍ରକାର ଘଟଣା ଆଗାମୀ ପିଢିକୁ କୁ ଶାକ୍ଷା ଦେଇଥାଏ ।ସେଥିପାଇ କୌଣସି କାର୍ଯ୍ୟ କରିବା ଆଗରୁ ପ୍ରଥମେ ଭାବି ଚିନ୍ତି କରିବା ଆବଶ୍ୟକ ।ନଚେତ ଏହିପରି ଉଭୟ ସଂପର୍କ ମଧ୍ୟରେ ବିଚ୍ଛେଦ ହେବାର ଦୃଶ୍ୟ ଦେଖିବାକୁ ମିଳିବ ।

ସେଥିପାଇ ଜଣଙ୍କୁ ଭଲ ଭାବରେ ଚିହ୍ନିବା ଏବଂ ତାର ବ୍ୟବହାର ଆଚରଣ କିପରି ତାହା ଜାଣିବା ପରେ ତା ସହିତ ସଂପର୍କ ରଖିବା ଉଚିତ ।ଏହି ସମସ୍ତ ଘଟଣା ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ପ୍ରେମିକ ସହିତ ବିଚ୍ଛେଦ ହେବା କାରଣରୁ ଏମିତି ମଦ୍ୟପାନ କରି ରାସ୍ତାରେ ଡ୍ୟାନ୍ସ କରିବାର ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।