ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।


ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧)ମୋଗୋଲ୍ ସମୟ ରେ ରାଜ ଭାଷା କଣ ଥିଲା ?
ଉତ୍ତର;- ପାରସି

୨)ମୋର୍ଜ୍ୟ ସମ୍ରାଜ୍ୟ ର ସ୍ଥପନ କିଏ କରିଥିଲେ ?
ଉତ୍ତର:- ଚନ୍ଦ୍ର ଗୁପ୍ତ ମୋର୍ଜ୍ୟ

୩) ଚାଣକ୍ୟ କାହାର ପ୍ରଧାନ ମନ୍ତ୍ରୀ ଥିଲେ ?
ଉତ୍ତର:- ଚନ୍ଦ୍ର ଗୁପ୍ତ ମୋର୍ଜ୍ୟ

୪)ଚାଣକ୍ୟ ଅନ୍ୟ କେଉଁ ନାମରେ ପରିଚିତ ?
ଉତ୍ତର:- ବିଷ୍ଣୁ ଗୁପ୍ତ

୫)ଅର୍ଥ ଶାସ୍ତ୍ର କିଏ ରଚନା କରିଥିଲେ ?
ଉତ୍ତର:- ବିଷ୍ଣୁ ଗୁପ୍ତ

୬) ଚାଣକ୍ୟ ଙ୍କର ଅର୍ଥ ଶାସ୍ତ୍ର ରୁ କେଉଁ ବିଷୟ ରେ ଜାଣିବାକୁ ମିଳେ ?
ଉତ୍ତର:-ରାଜନୀତି

୭)ବିନ୍ଦୁ ସାର ଙ୍କ ପିତା ଙ୍କ ନାମ କଣ ?
ଉତ୍ତର:- ଚନ୍ଦ୍ର ଗୁପ୍ତ ମୋର୍ଜ୍ୟ

୮)ମୋର୍ଜ୍ୟ ବଂଶ ର ଶେଷ ଶାସକ କିଏ ଥିଲେ ?
ଉତ୍ତର:- ବ୍ରୁହଦ୍ରଥ

୯)ସମ୍ରାଟ ଅଶୋକ ଙ୍କ ପିତା ଙ୍କ ନାମ କଣ ଥିଲା ?
ଉତ୍ତର:- ବିନ୍ଦୁ ସାର

୧୦)ସୁପ୍ରସିଦ୍ଧ ସଂଗୀତଜ୍ଞ ତାନସେନ ଓ ବୈଜୁ ବାୱରା କାହା ଶାସନ ସମୟ ରେ ବିଖ୍ୟାତ ଥିଲେ ?
ଉତ୍ତର:- ଆକବର

୧୧)କେଉଁ ମୋଗୋଲ୍ ସମ୍ରାଟ ତାଙ୍କ ରାଜଧାନୀ ଦିଲ୍ଲୀ ରୁ ଦଉଲୋତାବାଦ କୁ ସ୍ଥାନାନ୍ତରିତ କରିଥିଲେ ?
ଉତ୍ତର:- ମହମଦ ବିନ ତୋଗଲୋକ

୧୨)କେଉଁ ମୋଗୋଲ୍ ସମ୍ରାଟ ଙ୍କୁ ମୋଗୋଲ୍ ସମ୍ରାଜ୍ୟ ପତନ ର୍ ମୁଖ୍ୟ କାରଣ ବୋଲି ଧାରା ଯାଏ ?
ଉତ୍ତର:- ୱରଙ୍ଗଜେବ

୧୩)ପ୍ରଥମ ପାନୀ ପଥ ଯୁଦ୍ଧ କେବେ ହେଇଥିଲା ?
ଉତ୍ତର:- ୨୧ ଏପ୍ରିଲ୍ ୧୫୨୬

୧୪) ଦ୍ୱିତୀୟ ପାନୀ ପଥ ଯୁଦ୍ଧ କେବେ ହେଇଥିଲା ?
ଉତ୍ତର:- ୫ ନଭେମ୍ୱର ୧୫୫୬

୧୫) ହଳଦୀ ଘଟି ଯୁଦ୍ଧ କେବେ ହୋଇ ଥିଲା ?
ଉତ୍ତର:- ୧୫୭୬

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।