ଦିନେ ଏହି ରିକ୍ସାବାଲା ଝିଅ ଟିର ଜୀବନ ବଞ୍ଚାଇଥିଲା ! କିନ୍ତୁ 8 ବର୍ଷ ପରେ ଝିଅଟି ରିକ୍ସାବାଲା କୁ ଏମିତି ଉପହାର ଦେଲା ଜାଣିଲେ ଆଶ୍ଚର୍ଯ୍ୟ ହେବ………

0

ଏମିତି ଦେଖିବାକୁ ଗଲେ ଜୀବନ ରେ ଅନେକ ଘଟଣା ଘଟି ଥାଏ।ଆଉ ଏହି ସବୁ ଘଟଣା କେତେବେଳେ ଘଟିବ ,ଆଉ ଏହାର ପରିଣାମ କଣ ହେବ , ଏହା କେହି ଜାଣି ନାହାନ୍ତି। ତେବେ ଏହି ସବୁ ହଠାତ ଦେଖିବାକୁ ମିଳେ। ତେବେ ବେଳେ ଘଟଣା ଟି ଏପରି ଘଟି ଥାଏ କି ଏହାର ସମାଧାନ ନ ପାଇ ଲୋକ ମାନେ ଅନେକ କିଛି ଭୁଲ କାମ କରି ଦେଇ ଥାନ୍ତି,ଆଉ ଯାହା ପାଇଁ ପରେ ସେମାନେ ବହୁତ କଷ୍ଟ ପାନ୍ତି।ଆଉ ତା ସହ ତାଙ୍କ ଘର ଲୋକ ମଧ୍ୟ କଷ୍ଟ ପାନ୍ତି।ତେବେ ଦେଖିବାକୁ ଗଲେ ସବୁ ଅସୁବିଧା ର , ସବୁ ଘଟଣା ର କିଛି ନା କିଛି ସମାଧାନ ରହିଛି। ତେବେ କିଛି ଭୁଲ ନିଷ୍ପତି ନେବା ଆଗରୁ ପ୍ରଥମେ ଏହାର ସମଧାନ୍ ବାହାର କରିବା ଦରକାର।


ତେବେ ଆଜିର୍ ଏହି ସ୍ମାର୍ଟ ଯୁଗ ରେ ଏବେ ସବୁ କିଛି ଆମେ ସୋସିଆଲ ମିଡ଼ିଆରେ ସବୁ ତଥ୍ୟ ପାଇ ଥାଉ। ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳି ଥାଏ।ଯାହା ଅତି ଆଶ୍ଚର୍ଯ୍ୟଜନକ ହୋଇଥାଏ।ତେବେ ଲୋକ ମାନେ ଏମିତି ଅନେକ ଘଟଣା କୁ ସବୁ ଲୋକ ମାନଙ୍କ ସହ ସୋସିଆଲ ମିଡ଼ିଆ ରେ ସେୟାର କରି ଥାନ୍ତି, ଯାହା ଦ୍ୱାରା ଏହି ଘଟଣା କୁ ସବୁ ଲୋକ ଜାଣି ପାରିବେ। ଦେଶ ରେ ସମାଜ ରେ ଘଟୁ ଥିବା ପ୍ରତେକ ଘଟଣା କୁ ଜାଣି ପାରିବେ।ତେବେ ସେମିତି ଏକ୍ ଘଟଣା କୁ ଜଣେ ଲୋକ ଫେସବୁକ ରେ ସେୟର କରି ଥିଲେ।ତେବେ ଆସନ୍ତୁ ଜାଣିବା ସେହି ଘଟଣା ଟି କଣ।


ତେବେ ସେହି ଘଟଣା ଟି ଜଣେ ରିକ୍ସାବାଲା ଓ ଗୋଟେ ଝିଅ ର ।ତେବେ ଘଟଣା ଟି ହେଉଛି। ତେବେ ଏହି ଦୁଇ ଜଣ ଏମିତି ଦେଖା ହେଲେ ଆଉ ଦୁଇ ଜଣ ଙ୍କ ଭିତରେ ଏମିତି ସମ୍ପର୍କ ସବୁ ଗଢି ଉଠି ଥିଲା ,ଯାହା କୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ବାବୁଲ ସେଖ୍ ନାମକ ଜଣେ ରିକ୍ସାବାଲା ୮ ବର୍ଷ ପୂର୍ବ ରୁ ଜଣେ ଲୋକ ଘରେ ଗୋଟେ ଝିଅ କୁ ନେବା ଆଣିବା କରୁ ଥିଲା। ଦିନେ ସେହି ଝିଅ ଟି ରିକ୍ସା ରୁ ତଳକୁ ଆସି କାନ୍ଦିବାକୁ ଲାଗିଲା,ଆଉ ସେହି ଝିଅ ଟି ରେଳ ଲାଇନ କୁ ଯାଇ ନିଜର ଜୀବନ କୁ ଦେବାକୁ ଯାଇଥିଲା,ଆଉ ଏହା ସେହି ରିକ୍ସା ଵାଲା ଦେଖି ତା ଜୀବନ ବଞ୍ଚାଇ ଥିଲା। ଆଉ ଏହା ଦେଖି ସେହି ଝିଅ ଟି ବହୁତ ରାଗି ଥିଲା।ତେବେ ଏହି କଥା କୁ ମଧ୍ୟ ସେହି ରିକ୍ସା ଵାଲା ଭୁଲି ଯାଇ ଥିଲା। ତେବେ ଏହାର 8 ବର୍ଷ ପରେ ବବୁଲ ଆକ୍ସିଡେଣ୍ଟ ହୋଇଗଲା ଏବଂ ହସ୍ପିଟାଲରେ ଚିକିତ୍ସା ହେଉଥିଲା ।


ତେବେ ଯେତେବେଳେ ତାର ହୋସ ଆସିଲା । ତେବେ ସେ ଚମକି ପଡିଲା ,କାରଣ ତାର ସାମ୍ନାରେ ସେହି ଝିଅ ଜଣକ ଚିଡା ହୋଇଥିଲା ,ଯେଉଁ ଝିଅ ଟି ର ସେ ଜୀବନ ବଞ୍ଚାଇ ଥିଲା ।ତେବେ ସେହି ଝିଅଟି ବବୁଲକୁ କହିଲା କି ଆପଣ ମୋତେ ପୁଣି ଥରେ ଦେଖା କରିବା ପାଇଁ ଘରକୁ ଆସିଲେନି କଣ ପାଇଁ । ସେହି ଝିଅଟି ଡାକ୍ତର ହୋଇଥିଲା ଏବଂ ସେ ବବୁଲର ଚିକିତ୍ସା କରୁତିଲା । ସେ କହିଲା କି ମେ ବାପାଙ୍କର ସର୍ପୋଟରେ ମୁଁ ଆଜି ଡାକ୍ତର ହୋଇ ପାରିଛି ,ଏହା ଶୁଣି କରି ବବୁଲକୁ ବହୁତ ଖୁସି ହୋଇ ଗଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।