ଦେଖନ୍ତୁ ଭିଡିଓ – ବ୍ୟାଙ୍କ ମ୍ୟାନେଜରଙ୍କ ଏଭଳି ଅଭଦ୍ରାମି କେମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ସେୟାରେ ହେବାରେ ଲାଗିଛି

0

ଆଜି କାଲି ସମାଜରେ ତ ଝିଅ ବୋହୂ ମାନଙ୍କ ର ଇଜ୍ଜତ୍ ସହ ଖେଳ ଖେଳିବା ଏକ ଛୋଟମୋଟ କଥା ହେଇଗଲାଣି। ଲୋକ ମାନେ ଝିଅ ବୋହୂ ମାନଙ୍କ ର ଇଜ୍ଜତ୍ ନେଇ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ଆମ ସମାଜ ରେ ଏପରି ଅନେକ ଘଟଣା ଆମେ ସବୁ ଦେଖିବାକୁ ପାଇସାରିଲେଣି। ଝିଅ ବୋହୂ ମାନଙ୍କ ର ଦୁଷ୍କର୍ମ କରୁଛନ୍ତି ଏବଂ ତାହା ସହ ସହ ସେମାନଙ୍କ ର ଜୀବନ ମଧ୍ୟ ନେଇ ଯାଉଛନ୍ତି। ଝିଅ ମାନେ ତ ଏବେ ଘରୁ ବାହାରିବାକୁ ଭୟ କରିଲେଣି, କାଳେ ସେମାନଙ୍କ ସହ ବି ସେପରି କିଛି କାମ ହେଇଯିବ କି, ଯାହା ଦ୍ୱାରା ତାଙ୍କ ସହ ତାଙ୍କ ପରିବାର କୁ ମଧ୍ୟ ଅନେକ ବଦ୍ନାମ ର ବୋଝ ମୁଣ୍ଡେଇବାକୁ ପଡିବ,

ଆଉ ଆମ ଦେଶରେ ଝିଅ ବୋହୂ ମାନେ ଜମାବି ସୁରକ୍ଷିତ ନୁହନ୍ତି। ଆମେ ତ ଦେଖୁଥିବା କିପରି ଭାବେ ଲୋକ ମାନେ ଏତେ ମାତ୍ରାରେ ନୃଶଂସ ହୋଇଗଲେଣି। ଝିଅ ମାନଙ୍କ ର ଇଜ୍ଜତ୍ ନେବା ସହ ଅତି ନୃଶଂସ ଭାବେ ସେମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି, ଯେଉଁଥିରେ କି ଏକ ଝିଅ ବହୁତ ଛଟପଟ ହୋଇ ତାର ଜୀବନ ଯାଉଛି। ଏପରି ବି ଅନେକ ଝିଅ ଏବଂ ମହିଳା ମାନେ ଅଛନ୍ତି ଯେଉଁମାନେ କି ତାଙ୍କ ଦ୍ୱାରା ହେଉଥିବା ଖରାପ କାମ ପାଇଁ ସେହି ଲୋକ କୁ ସେମାନେ ଉଚିତ୍ ଦଣ୍ଡ ଦେବା ସହ ସେମାନଙ୍କୁ ମଧ୍ୟ ବେଜିତ୍ କରିଥାଆନ୍ତି। ଆମେ ମାନେ ତ ସମସ୍ତେ ସୋସିଆଲ୍ ମିଡିଆ ସହ ନିଶ୍ଚିତ ଯୋଡିତ ଥିବା।

ସେଥିରେ ଅନେକ ପ୍ରକାର ର ଭିଡିଓ ସବୁ ଦେଖୁଥିବା ତେବେ ଆମେ ମାନେ ଏପରି ବି କିଛି ଭଡିଓ ଦେଖୁଥିବା ଯେଉଁଥିରେ କି ଏକ ଝିଅ କିମ୍ବା ମହିଳା ସହ କେହି ଦୁର୍ବ୍ୟବହାର କରିଲେ ସେମାନେ ସେହି ଲୋକ ମାନଙ୍କୁ କିଛି କହିପାରନ୍ତିନି ଚୁପ୍ ରୁହନ୍ତି, ଏବଂ ଏପରି ବି ମହିଳା ଏବଂ ଝିଅ ଅଛନ୍ତି ଯେଉଁମାନେ କି ସେମାନଙ୍କ ସହ ହେଉଥିବା ଦୁର୍ବ୍ୟବହାର ର ପୁରା ସଠିକ୍ ଉତ୍ତର ସେହି ବ୍ୟକ୍ତି ମାନଙ୍କୁ ଫେରାଇଥାଆନ୍ତି। ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି କିଛି ଘଟଣା ସମ୍ପର୍କରେ କହିବୁ ଯେଉଁଥିରେ କି ଝିଅ ମାନେ ସେହି ବ୍ୟକ୍ତି ମାନଙ୍କୁ ଠିକ୍ ନାମ ଚଖାଇଥାନ୍ତି ଏବଂ ଆଉ କିଛି ଚୁପ୍ ଚାପ୍ ରହିଯାଇଥାନ୍ତି।

1 . ଏହି କିଛି ଦିନ ତଳେ ଏଇ ନଭେମ୍ବର ମାସ ର ଏକ ବ୍ୟାଙ୍କ ର ଭିଡିଓ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେଲା ଯେଉଁଥିରେ କି ଏକ ବ୍ୟାଙ୍କ ର ମ୍ୟାନେଜର୍ ଏକ ଝିଅ ସହ ଏପରି କିଛି ଅତ୍ୟନ୍ତ ଅଭଦ୍ରାମୀ ର କାମ କରିଥିଲେ ଯାହାକି କହିବା ପାଇଁ ମଧ୍ୟ ଖରାପ ଲାଗୁଛି। କିନ୍ତୁ ଝିଅ ଜଣକ ଏହି କାର୍ଯ୍ୟ ଦ୍ୱାରା ବହୁତ ଲଜ୍ଜିତ ଥିଲେ ଏବଂ ଲଜ୍ଜା ରେ ସେହି ବ୍ୟକ୍ତି ଜଣଙ୍କୁ କିଛି କହିନଥିଲେ। ଏହି ଭିଡିଓ ଟି ପାକିସ୍ଥାନ ର ରାଜଧାନୀ ଇସଲାମାବାଦ ର ବୋଲି ଣୁଣିବାକୁ ମିଳୁଛି। ଏହି ଭିଡିଓ ଟି ଭାଇରାଲ୍ ହେବା ପରେ ସେହି ମ୍ୟାନେଜର୍ ଜଣଙ୍କୁ ଗିରଫ କରି ନିଆ ଯାଇଛି।

2 . ଆଉ ଜଣେ ସେହି ପରି ଏକ ବ୍ୟାଙ୍କ ର କର୍ମଚାରୀ, ଜଣେ ମହିଳା ଙ୍କ ର 2 ଲକ୍ଷ ଟଙ୍କା ର ଏକ ଲୋନ୍ କରାଦେବା ପାଇଁ ସେହି ମହିଳା ଙ୍କୁ ତାଙ୍କ ସହ ଶୋଇବା ପାଇଁ ମଧ୍ୟ କହିଥିଲେ। ଏହାପରେ ସେହି ମହିଳା ଜଣକ ବ୍ୟକ୍ତି ଜଣଙ୍କୁ ବିଚ୍ ରାସ୍ତା ରେ ମାଡ ମାରି ଏହାକୁ ଭିଡିଓ କରିବା ସହ ସୋସିଆଲ ମିଡ଼ିଆ ରେ ଏହାକୁ ଭାଈରାଲ୍ ମଧ୍ୟ କରାଇଥିଲେ। ତେବେ ଏହାପରେ ତାଙ୍କୁ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଏପରି ଷ୍ଟେପ୍ ପାଇଁ ତାଙ୍କୁ ସମର୍ଥନ ମଧ୍ୟ କରିଥିଲେ ଏହା ପରେ ପୋଲିସ୍ ସେହି ବ୍ୟକ୍ତିଙ୍କୁ ଗିରଫ କରିନେଇଛି।

3 . ୮ ନଭେମ୍ବର ୨୦୧୬ ରାତି ୮ ଟା ବେଳେ ଭାରତ ର ସମ୍ମାନୀୟ ପ୍ରଧାନମନ୍ତ୍ରୀ ଘୋଷଣା କରିଲେ କି ଦେଶରେ ଆଉ ୧୦୦୦ ଏବଂ ୫୦୦ ଟଙ୍କି ନୋଟ୍ ଚାଲି ବନି। ଏହାପରେ ସବୁ ଲୋକ ମାନେ ନିଜ ନିଜର ପଇସା କୁ ଚେନ୍ଜ କରି ଆଣିବା ପାଇଁ ବ୍ୟାଙ୍କ ରେ ଲମ୍ବା ଲମ୍ବା ଲାଇନ୍ ଦେଇ ଠିଆ ହେଉଥିଲେ। ଏହି ସମୟ ରେ ଗୋରଖପୁର ର ଏକ ବ୍ୟାଙ୍କ ର ମ୍ୟାନେଜର୍ ଙ୍କ ଏକ ଭିଡିଓ ସାମ୍ନାକୁ ଆସିଲା। ରାଜିବ ରାଜପାଲ ନାମକ ଏହି ମ୍ୟାନେଜର୍ ଲୋକ ମାନଙ୍କ ଉପରେ ନିଜର ରାଗ ବାହାର କରୁଥିବା ର ଦେଖା ଗଲା। କେତେବେଳେ ଲାଇନ୍ ରେ ଠିଆ ହୋଇଥିବା ବ୍ୟକ୍ତି ମାନଙ୍କୁ ମାଡ ମାରିଲେ ତ ଆଉ କେତେବେଳେ ଲୋକ ମାନଙ୍କ ଉପରେ ପାଣି ଫୋପାଡୁ ଥିବାର ଦୃଶ୍ୟ ସାମ୍ନା କୁ ଆସିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।