ଦେଖନ୍ତୁ ଭିଡିଓ – ଝଡା ଫୁଙ୍କା କରିବା ବାହାନାରେ କିଭଳି ବାବା ଝିଅ ମାନଙ୍କ ସହ ସୁହାଗରାତ ର ରାତି ମନାଉଛନ୍ତି ଆଉ ତା’ପରେ

0

ବର୍ତମାନ ର ଆଧୁନିକ ଯୁଗ, ଲୋକେ ଯାଇ ଚନ୍ଦ୍ର ରେ ଘର ତୋଳିଲେ ମାତ୍ର କିଛି ନିଜକୁ ସେଇ ପୁରାତନ ଯୁଗ ର ଗୁଣି ଗଡ଼ାଣି ସହ ଯୋଡ଼ି ହୋଇ ରହିଗଲେ. ଏହାର କିଛି ଫାଇଦା ଉଠେଇ ନିଜକୁ ବାବା ଏବଂ ଭଗବାନଙ୍କର ନିକଟ ଲୋକ ବତାଇ ଚାଲିଛନ୍ତି. ସେହିପରି ଏହି ମୂର୍ଖାମୀ ରେ ମଧ୍ୟ କିଛି ଲୋକ ଶିକାର ହଉଛନ୍ତି  ନିକଟ ରେ ବଲାଙ୍ଗୀର ଜିଲ୍ଲା ର ଘଂଟପଲି ଠାରେ ଘଟିଯାଇଛି ଏପରି କିଛି ଘଟଣା ରୋଗୀକୁ ଭଲ କରିଦେବ କହି ତା ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ ଏପରି ଏକ ଭାଣ୍ଡ ବାବା ।


ପୁରା ଘଟଣାଟି ଥିଲ ଏପରି କିଛି ବାପା ମା ଦୁଇଜଣ ନିଜ ଝିଅ ଟିର ଜ୍ୱର ନଛାଡି ବାରୁ ଜଣେ ବାବା ଙ୍କୁ ଜଣାଇଥିଲେ, ବାବା ଜଣ ଙ୍କ ମଧ୍ୟ ତାଙ୍କ ଘରକୁ ଯାଇଥିଲି. ଝିଅଟି ପ୍ରଥମେ ତାଙ୍କୁ ଦେଖି ମୁଣ୍ଡିଆ ମାରିଥିଲ. ଏହା ସହିତ ବାବା ଝିଅଟି ଶରୀର ରେ ଭୁତ ଲାଗିଛି ବୋଲି ଜଣାଇଥିଲେ, ସେ ମଧ୍ୟ ଝିଅ ଟି ଶରୀର ରୁ ଭୁତ ଛଡ଼ାଇବା ସହ ଜ୍ୱର ଭଲ କରିଦେବେ ବୋଲି କହିଥିଲି. ଏହା ପରେ ବାବା ଜଣଙ୍କ ଝିଅ ର ବାପା ମା ଙ୍କୁ ସେ କୋଠରୀ ମଧ୍ୟରୁ ବାହାରି ଯିବାକୁ କହିଥିଲି ଏବଂ ଝିଅଟିକୁ ପାଖକୁ ଡାକି ତ ସହ ସୁହାଗ ରାତି ମନେଇବାକୁ କହିଥିଲେ ଅଉ ଏକଥା କାହାକୁ ନଜାଣିବାକୁ ମଧ୍ୟ କହି ଥିଲ. ମାତ୍ର ତାର ଏହି ଭଣ୍ଡାମୀ ବେଶି ସମୟ ଚାଲି ନଥିଲା ସବୁ ସେ ପୋଲସ ହାବୁଡ଼ରେ ପଡି ଯାଇଥିଲା ।

ଏହା ଓଡିଶା ରେ ପ୍ରଥମ ଘଟଣା ନୁହଁ ଏହା ପୂର୍ବରୁ ସୁର, ସାରଥୀ ଭଳି ଅନେକ ରଥି ମହାରଥୀ ମଧ୍ୟ ଏହା କରିବାକୁ ଚାହିଁଥିଲେ, ମାତ୍ର କଥା ରେ ନାହିଁ ଚୁର ଘର ସବୁ ବେଳ ଅନ୍ଧାର ନଥାଏ, ସେହିପରି ଦିନେ ନା ଦନେ ସବୁ ଧାରା ପଡ଼ିଯାଏ. ମାତ୍ର ଦୁଃଖର ବିଷୟ ଏୟା କି ଏତେ ସବୁ ସତ୍ୱେ ଲୋକ ହୋଇ ପାରୁ ନାହାନ୍ତି ସଜାଗ. ଭୁଲ ପରେ ଭୁଲ କରି ଚାଲିଛନ୍ତି. କେବଳ ଓଡିଶା ରେ ଏମିତି ହୁଏ ଏମିତି ନୁହଁ ଆଶାରାମ ବାପୁ ଭଳି ଭାଣ୍ଡ ବାବା ଯିଏକି ନିଜ ଆଶ୍ରମକୁ ହିଁ ହୋଟେଲ ଭଳି ବନାଇ ଦେଇ ଥିଲେ ।


ଏସବୁ ଅନ୍ଧବିଶ୍ୱାସ ଉପରେ ଆମ ନିଜକୁ ନିଜର ଚିନ୍ତାଧାରା ପରିବର୍ତନ କରିବା ନିହାତି ଜରୁରୀ, ମାସିକତା ର ପରିବର୍ତନ ଏହି ଦିଗରେ ଏକ ନୂତନ ବିଚାର ସୃଷ୍ଟି କରିପରେ. ଏକ ନୂତନ ସମାଜ ଗଠନ ସହ ସୁସ୍ଥ ମାନସିକତା ଏହା ଜନସମାଜ ରେ ଆଣିପରେ ଏକ ବିରାଟ ପରିବର୍ତନ।  ସବୁ ପରେ ମଧ୍ୟ ଭଗବାନ ଙ୍କୁ ଭରସା କରିବା ଜରୁରୀ ମାତ୍ର ଭଗବାନ ଙ୍କ ନାମଧାରୀ ଲୋକଙ୍କୁ ଲୁଟୁଥିବ ଲୋକଙ୍କୁ ଉଚିତ ଶାସ୍ତି ଦେବ ମଧ୍ୟ ନିହାତି ଆବଶ୍ୟକତା ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।