ଦେଖନ୍ତୁ ଭିଡିଓ – 5 ମାସ ପରେ ହେଲା ମହାଖୁଲାସା ଧରାପଡିଲା ପରି ମୃତ୍ୟୁର ହତ୍ୟାକାରି ….କ’ଣ ସତରେ ପରି କୁ ନ୍ୟାୟ ମିଳିବ କି

0

ଓଡିଶା ର ବହୁ ଚର୍ଚିତ ନୟାଗଡ ପରି ହତ୍ୟା କାଣ୍ଡ. ଦୀର୍ଘ ଦିନ ବିତି ଯାଇ ଥିଲେ ବି ମିଳିପାରୁନି ହତ୍ୟାକାରୀ ର ଅସଲ ପରିଚୟ. ମିଳିବ ବି କେମିତି ଯଉମାନେ ରକ୍ଷକ ହେବା କଥା ଯଦି ଭକ୍ଷକ ର ରୂପ ସେମାନେ ଧାରଣ କରିବେ କଣ ରାଜ୍ୟ ଏମାନଙ୍କୁ ନେଇ ଚାଲିପାରିବ ।  ନୟାଗଡ ର ଏକ ଅଟୋ ଚାଳକ ର 6 ବର୍ଷ ର କୁନି ଝିଅ କୁ ମାରି ଗୋଟେ ଅଖା ବ୍ୟାଗ ର ପୁରାଇ ବାଡ଼ି ପଛପଟେ ଫିଙ୍ଗି ଦିଆଗଲା । ଅଧିକ ଜାଣି ନପାରିବା ଲାଗି ତାର ଶରୀର କୁ କ୍ୟାମିକାଲ ଦ୍ଵାରା ନଷ୍ଟ ମଧ୍ୟ କରି ଦିଆଗଲା ।

ମାତ୍ର ରକ୍ଷକ ସାଜି ଭକ୍ଷକ କର ଗୋଲାମୀ କରୁ ଥିବା ନୟାଗଡ ର ଜିଲ୍ଲାପାଳ ପମ ଟୁଡୁ ଏବଂ ଏସପି ପ୍ରତ୍ୟୁଷ ଦିବାକର ଏହାକୁ ଘଣ୍ଟ ଘୋଡେଇ ବାରେ ଲାଗି ପଡିଛନ୍ତି. ଅନ୍ୟପକ୍ଷେ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଏଥି ସହିତ ଜଡିତ ରହିଚନ୍ତି.  ମନ୍ତ୍ରୀ ଙ୍କର କୁଶପୁତଲା ଦାହ କରାଯାଉଛି । ମାତ୍ର କଉଠି ନା କଉଠି ଜିଲ୍ଲାପାଳ ଏବଂ ଏସପି ଙ୍କୁ ମଧ୍ୟ ଅଣଦେଖା କରା ଯାଉଛି । ଏମାନେ ଆଇନ ଙ୍କୁ ନିଜ ହାତ ମୁଠି ରେ ରଖି କୌଣସି ଅପରାଧୀ ଙ୍କୁ ଲୁବକୁ ସମର୍ଥ ହଉଛନ୍ତି. ମାତ୍ର ଏହା ଅଉ କେତେଦିନ??

ଆଶ୍ୱାସନା ଖବର ହଉଛି କି ହାଇକୋଟ ରେଜିଷ୍ଟର ରୁ ଜଣା ଯାଇଛି କି SIT ଗଠନ ହୋଇଗଲା ପାଟଣାଗଡ ପାର୍ସଲ ବୋମା ର ନାୟକ ସାଜିଥିବା ଏସପି ଅରୁଣ ବୋଥ୍ରା ଙ୍କ ନେତୃତ୍ୱ ରେ ଏହା ପରି ହତ୍ୟାକାରୀ ଙ୍କୁ ଧରିବା ଲାଗି ତଦନ୍ତ କରା ଯିବା. କଣ ଏଥିରେ ମଧ୍ୟ ସେ ସଫଳତା ପାଇପାରିବେ?? କାରଣ ତାହା ଥିଲା ଅନରଜନୀତିକ କିନ୍ତୁ ଏହା ସମ୍ପୂର୍ଣ ରାଜନୀତି ଭିତ୍ତିକ. ଓଡ଼ିଆ ଇତିହାସ ରେ ଏମିତି କେବେ ହୋଇନି, ସେ କୁନ୍ଦୁଲି ହଉ କିମ୍ବା ବେବିନା, ଇତିଶ୍ରୀ………
ଦେଖାଯାଉ ସେ ପାଇ ପାରୁଛନ୍ତି ସଫଳତା.

କେନ୍ଦ୍ରାପଡ଼ା ର ରଞ୍ଜନ ହଉ କି, 2019 ସେ ନିର୍ବାଚନ ସମୟ ରେ ମଙ୍ଗୁଳି ଜେନା ହତ୍ୟାକାରୀ ବିଷୟରେ ବର୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପାଖରେ କୌଣସି ତଥ୍ୟ ନାହିଁ. ସେହିପରି ଦୀର୍ଘ ଚାରିମସ ବିତିଗଲାଣି ମାତ୍ର ଆଦିତ୍ୟ ଦାସ ହତ୍ୟାକାରୀ ର କୌଣସି ପତ୍ତା ମଧ୍ୟ ନାହିଁ. କୌଣସି ରକାନୀତିକ ଘଟଣାର ଆଜି ପର୍ଯ୍ୟନ୍ତ ଓଡ଼ିଆ ପ୍ରଶାସନ ସଠିକ ତଦନ୍ତ ରିପୋର୍ଟ ଉପସ୍ଥାପନା କରିପାରୁନାହିଁ. ଘଟଣା ପରେ ଘଟଣା ଘଟି ଚାଲିଛି ମାତ୍ର ଓଡିଶା ସରକାର ସବୁଦେଖି ଆଖିରେ କଳା ପଟି ବାନ୍ଧି ରହିଛି.  କଣ ପାରିକୁ ମିଳିପାରିବ ନ୍ୟାୟ. ନା ଅନ୍ୟ ରାଜନୈତିକ ଘଟଣା ଭଳି ୟାକୁ ମଧ୍ୟ ଚାପିଦିଅଯିବ. ବୋଥ୍ରା ଏବଂ ତାଙ୍କ ଟିମ କଣ ଖୋଜି ପରିବେ ପରି ର ଅସଲ ହତ୍ୟାକାରୀ ର ମୁଖା ଦେଖିବାର ରହିଲା ତଦନ୍ତ କଉ ଦିଗ ରେ ଯାଉଛି..

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।