ସକାଳୁ ଉଠି ଭୁଲ୍ ରେ ବି ଦେଖନ୍ତୁ ନାହିଁ ଏହି ପାଞ୍ଚଟି ଜିନିସ। ନଚେତ ଆପଣଙ୍କ ର ହୋଇ ପାରେ ଭୟାନକ କ୍ଷତି

0

ପ୍ରତ୍ୟକ ମଣିଷ ଚାହିଁଥାଏ କି ତାର ସବୁ ଦିନ ଭଲରେ କଟୁ। ଏଥି ପାଇଁ ସେ ଅନେକ କାର୍ଯ୍ୟ କରିଥାଏ। ଏହା ସହ ଅନେକ ପ୍ରକାର ର ନୀତି ନିୟମ ପୂଜା ପାଠ ଇତ୍ୟାଦି ମଧ୍ୟ ମଣିଷ କରିଥାଏ । କିନ୍ତୁ ବେଳେ ବେଳେ ଏପରି ସମୟ ଆସେ ଯେ ପ୍ରତ୍ୟକ ଦିନ ଖରାପ ଭାବରେ ବିତିଥାଏ। ଏହାର ଜାରଣ ଖୋଜି ଖୋଜି ମଧ୍ୟ ମଣିଷ ପାଇ ନଥାଏ। ତେବେ ଏଥି ପାଇଁ ଏକ କାରଣ ହେଉଛି ସକାଲୁ ଉଠିବା ପରେ କିଛି ଏପରି ଜିନିସ ର ଦର୍ଶନ କରିବା ଯାହା ଦ୍ୱାରା କି ଦିନ ସାରା ବହୁତ ଖରାପ ରେ କଟି ଥାଏ। ତେବେ ଆସନ୍ତୁ ଜାଣିବା ସେହୁ ପରି କିଛି ଜିନିଷ ଗୁଡିକ ବିଷୟରେ।

ଚରିତ୍ର ହୀନ ମହିଳା

ସକାଳୁ ଉଠି ଭୁଲ ରେ ମଧ୍ୟ କେବେବି ଚରିତ୍ର ହିନା ମହିଳାଙ୍କ ମୁହଁ ଦେଖନ୍ତୁ ନାହିଁ। ଏହା ବହୁତ ଅଶୁଭ ଅଟେ। ଏପରି କରିବା ଦ୍ୱାରା ଆପଣଙ୍କ ଦିନଟି ବହୁତ ଖରାପ ହୋଇ ଯାଇଥାଏ। ତେଣୁ ଯଥା ସମ୍ଭବ ଆପଣ ଏମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ପାରିବେ ଯଦି ସକାଳୁ ଉଠି ବାପା ମା ଓ ଭଗବାନ ଙ୍କ ର ଦର୍ଶନ କରନ୍ତୁ। ଆପଣ ଙ୍କ ର ଦିନ ଶୁଭ ହେବ।

ଆଇନା

ସକାଳୁ ଉଠି ଭୁଲ ରେଅଧ୍ୟ କେବେବି ଆଇନା ଦେଖିବା ଉଚିତ ନୁହଁ। ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ବହୁତ ଅଶୁଭ ହୋଇଥାଏ। କାହିଁକି ନା ଏହା ଦ୍ୱାରା ଆମ ଶରୀର ଉପରେ ବହୁତ ନକାରାତ୍ମକ ଶକ୍ତି ଗୁଡିକ ର ପ୍ରଭଵ ପଡ଼ିଥାଏ। ତେଣୁ କେବେବି ଭୁଲ ରେ ମଧ୍ୟ ସକାଳୁ ଉଠି ଆଇନା ଦେଖନ୍ତୁ ନାହିଁ। ଯଦି ପାରୁଛନ୍ତି ସକାଳୁ ଉଠି ସର୍ବ ପ୍ରଥମେ ନିଜର କର ର ଦର୍ଶନ କରନ୍ତୁ। ଏହା ଦ୍ୱାରା ଭଗବାନ ଙ୍କ ର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ଲାଗି ରହିବ।

ଅଇଁଠା ବାସନ

ଅନେକ ଲୋକ ମାନେ ରାତି ର ଅଇଁଠା ବସନ ଧୁଆନ୍ତି ନାହିଁ ବରଂ ତାହା ସକାକୁ ପାଇଁ ଛାଡି ଦିଅନ୍ତି। କିନ୍ତୁ ସକାଳୁ ଉଠି ଯଦି ଆପଣ ପ୍ରଥମେ ଏହି ଅଇଁଠା ବାସନା କୁ ଦେଖୁ ଛନ୍ତି ତେବେ ଏହା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଟି କୁ ଖରାପ କରି ଦେଇଥାଏ। ଏହା ଫଳରେ ଆପଣଙ୍କ ର ସବୁ କାର୍ଯ୍ୟ ଅସଫଳ ହୋଇଥାଏ।

ବୁଢ଼ୀ ଆଣି ଜାଲ ଓ ଜୋତା

ଯଦି ଆପଣ ସକାକୁ ଉଠି ସାରି ପ୍ରଥମେ ବୁଦ୍ଧିଆଣି ଜାଲ ଦେଖୁ ଛନ୍ତି ତେବେ ଏହା ମଧ୍ୟ ବହୁତ ଅଶୁଭ ହୋଇଥାଏ ସେହି ପରି ଚପଲ କୁ ସକାଳୁ ଦେଖିବା ମାତ୍ରେ ଆପଣ ଜାଣି ଜାନ୍ତୁ ଯେ ଆପଣଙ୍କ ର ଦିନଟି ଆଜି ବହୁତ ଖରାପ ରେ କଟିବାକୁ ଯାଉଛି। ତେଣୁ ଆପଣ ଏସବୁ ଜିନିସ ଦେଖିବା ମାତ୍ରେ ଆଗୁଆ ସତର୍କ ହୋଇଯିବା ଆବ ଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।