ଦେଖନ୍ତୁ ଭିଡ଼ିଓ ! ସୁର ଭାଇ ନାଚି ଧୂଳି ଉଡେଇ ଦେଲେ, ଦେଖିଲେ ଆପଣ ବି ହସି ହସି ଗଡି ଯିବେ, ସୋସିଆଲ ମିଡିଆରେ ୬୦ଲକ୍ଷ ଲୋକ ଦେଖି ସାରିଲେଣି…..

0

ଆମ ରାଜନୀତି ରେ ଅନେକ ନେତା ରାଜନେତା ରହିଛନ୍ତି , ସରକାର ତାଙ୍କୁ ତାଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ନିୟୋଜିତ କରିଛନ୍ତି। ତେବେ ସେମାନଙ୍କ ଭିତରୁ କିଛି ଜଣ ଅଛନ୍ତି , ଯେଉଁ ମାନେ କି ନିଜ କାମ ପାଇଁ ସବୁବେଳେ ଚର୍ଚ୍ଚା କୁ ଆସି ଥାନ୍ତି। ତେବେ ତା ଭଲ କାମ ହଉ ବା ଖରାପ କାମ ।ତେବେ ସେମାନେ କିଛି ନା କିଛି କାର୍ଯ୍ୟ କରି ଗଣ ମାଧ୍ୟମ ରେ ଚର୍ଚ୍ଚା ର ବିଷୟ ହୋଇ ଥାନ୍ତି।ତେବେ ତାଙ୍କ ଭିତରେ ଅନେକ ନେତା ରାଜନେତା ଅଛନ୍ତି , ଯେଉଁ ମାନେ କି ତାଙ୍କ ସ୍ପଷ୍ଟ କଥା ପାଇଁ ମଧ୍ୟ ଚର୍ଚ୍ଚା କୁ ଆସନ୍ତି ।ତେବେ ଦେଖିବାକୁ ଗଲେ ଆମ ଓଡିଶା ରାଜନେତା ରେ ପ୍ରତେକ ଦଳ ରେ ନେତା ରାଜନେତା ମାନେ ତାଙ୍କ କାର୍ଯ୍ୟ ପାଇଁ ଲୋକ ଲୋଚନ କୁ ଆସନ୍ତି, କିନ୍ତୁ ଜଣେ କଂଗ୍ରେସ ବିଧାୟକ ଅଛନ୍ତି , ଯିଏ କି ସବୁେବେଳ ତାଙ୍କ ନିର୍ଭିକ ପାଇଁ ଚର୍ଚ୍ଚା କୁ ଆସନ୍ତି।

ତେବେ ସେ ହେଉଛିନ୍ତି ଆମ ଓଡିଶା ରାଜନୀତି ର କଂଗ୍ରେସ ବିଧାୟକ ସୁର ରାଉତରାୟ , ତେବେ ତାଙ୍କୁ କିଏ ବା ନ ଜଣେ । ତାଙ୍କୁ ଓଡିଶା ସାରା ଲୋକ ଜାଣିଛନ୍ତ। ତେବେ ସେ ଗଣମାଧ୍ୟମକୁ ଦେଉଥିବା ବାଇଟ ଏବଂ କୌତୁହଳ ପୂର୍ଣ୍ଣ କଥା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି।ତେବେ ତାଙ୍କୁ ସମସ୍ତେ ଜଣେ ନିର୍ଭିକ କଥା କହୁଥିବା ଏବଂ ସ୍ପଷ୍ଟ ବାଦୀ ନେତା ଭାବରେ ପ୍ରାୟ ଜାଣିଛନ୍ତି। ତେବେ ଗଣମଧ୍ୟମ୍ ରେ ପ୍ରତେକ ଲୋକ କୌଣସି ଘଟଣା କୁ ନେଇ ତାଙ୍କ ପାଖରୁ ଦୁଇ ପାଦ କଥା ଶୁଣିବେ ବୋଲି ବ୍ୟସ୍ତ ହୋଇ ପଡନ୍ତି, କାରଣ ସେ ପ୍ରତେକ କଥା କୁ ବ୍ୟଙ୍ଗାତ୍ମକ ଢଙ୍ଗ୍ ରେ କହି ଥାନ୍ତି, ଯାହା ଶୁଣିବାକୁ ଲୋକ ମାନେ ବହୁତ ଭଲ ପାନ୍ତି।

ତେବେ ସେ ତାଙ୍କର କିଛି ଡାଇଲଗ୍ ରହିଛି ,ଯାହା ବହୁତ ଚର୍ଚ୍ଚିତ। ତେବେ ମାଡି ଚାଲ, ରେଡି ତ ,ରମ୍ପା ରମ୍ପି, ଲଗା ତାଳି , ଛି ଛି କି ଲଜ୍ୟା, ହାକ ଥୁ, କି କଥା ଏଗୁଡ଼ାକ, ଏମିତି ବହୁତ ସାରା ରହିଛି। ଯାହା ବର୍ତ୍ତମାନ ଯୁବପିଢି ଏବଂ ବୟସ୍କ ଶ୍ରେଣୀର ବ୍ୟକ୍ତି ବିଶେଷ ଙ୍କ ପାଖରେ ମଧ୍ୟ ପ୍ରସିଦ୍ଧ । ତେବେ ଆପଣ ଜାଣି ଥିବେ ଏହି କିଛି ଦିନ ତଳେ ସୁର ଭାଇ ଙ୍କର୍ ଷ୍ଟେଜ ରେ ଗୀତ ଗାଇବା ବହୁତ୍ ଭାଇରଲ ହୋଇ ଥିଲା।

ତେବେ ସୁର ଭାଇ ମଧ୍ୟ ସେହି ଗୀତ ର ତଳେ ନାଚୁ ଛନ୍ତି।ତେବେ ଆମ ସୁର ଭାଇ ଙ୍କର ପୁଣି ଥରେ ଏକ ଗୀତ ଗଣ ମାଧ୍ୟମ କୁ ଆସୁଛି। ଯାହା ଦେଖିଲେ ଆପଣ ମାନେ ହସି ହସି ଗାଡି ଯିବେ,ଆଉ ଏହି ଗୀତ କୁ ମଧ୍ୟ ଅନେକ ଲୋକ ପସନ୍ଦ କରିଛନ୍ତି,ଆଉ ଏହି ଗୀତ ବହୁତ ଭାଇରଲ ମଧ୍ୟ ହୋଇଛି। ତେବେ ସେହି ଗୀତ ରେ ସୁର ଭାଇ ଙ୍କ ନାଚ ପୁରା ଜବରଦସ୍ତ ରହିଛି। ତେବେ ଆପଣ ମାନେ ମଧ୍ୟ ସମସ୍ତେ ଦେଖନ୍ତୁ ସେହି ଭିଡିଓ ,ଦେଲେ ଆପଣ ମାନେ ମଧ୍ୟ ଜାଣି ପାରିବେ ସୁର ଭାଇ ଙ୍କର କଳା ବିଷୟ ରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।