ବଡ ଖୁଲାସା ! ନନ୍ଦିଘୋଷ ଟିଭି କଣ୍ଟ୍ରୋଲ ହୁଏ ପାଣ୍ଡିଆନ ଙ୍କ ଦ୍ୱାରା, ସେଥିରେ ତାଙ୍କର ଫାଇନସ ଅଛି : ପ୍ରଦୀପ ପାଣିଗ୍ରାହୀ

0

ଭାରତ ହେଉଛି ବିଶ୍ଵ ର ସବୁଠାରୁ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ।ଏବଂ ଆମ ସରକାର ଙ୍କର ସମସ୍ତ କାର୍ଯ୍ୟ ବା ଯୋଜନା କୁ ସଫଳ ଭାବରେ ଲୋକ ମାନଙ୍କ ପାଖକୁ ପହଞ୍ଚେଇବା ପାଇଁ ଆମ ଶାସନ ବ୍ୟବସ୍ଥା ରେ କିଛି ଉପାଦାନ ବା ଅଙ୍ଗ ରହିଛି ।ସେଗୁଡିକ ହେଉଛି ଜନସଂଖ୍ୟା , ଭୌଗୋଳିକ ଅବସ୍ଥିତି, ଦେଶ ର ସର୍ବଭୌମ ଏବଂ ଗଣମାଧ୍ୟମ ।ତେବେ ଏହି ଉପାଦାନ ମଧ୍ୟରେ ଗଣମାଧ୍ୟମ ହେଉଛି ଅନ୍ୟତମ ।ଏପରି କି ଗଣମାଧ୍ୟମ କୁ ସରକାର ଓ ଲୋକମାନ ଙ୍କ ମଧ୍ୟରେ ଏକ ଯୋଗ ସୂତ୍ର ବା ଏକ ଆଦାନ ପ୍ରଦାନ ର ପରିଭାଷା ବୋଲି ମଧ୍ୟ କୁହାଯାଏ ।

ଗଣମାଧ୍ୟମ ସରକାର ଓ ଲୋକମାନ ଙ୍କ ମଧ୍ୟରେ ଏକ ମାଧ୍ୟମ ଅଟେ ଯାହାକି ସରକାର ଙ୍କର ସମସ୍ତ ନୀତି ନିୟମ ଓ ଜନମଙ୍ଗଳ କାରୀ ଯୋଜନା କୁ ଲୋକମାନଙ୍କ ପାଖରେ ପହଞ୍ଚି ଥାଏ ଏବଂ ଲୋକମାନ ଙ୍କର ସୁବିଧା ଅସୁବିଧା କୁ ନେଇ ସରକାର ଙ୍କର ପାଖରେ ଦାବି ରଖିଥାଏ । କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଲୋକମାନ ଙ୍କର ବ୍ୟବହାର ଏପରି ହୋଇଗଲାଣି କି ସେମାନେ ନିଜର ଦାୟିତ୍ବ ଭୁଲିଯାଇ ଅଭବନୀୟ ଘଟଣା ସବୁ କରିବସିଥାନ୍ତି ।ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଗଣମାଧ୍ୟମ ଉପରେ ପ୍ରଶ୍ନ ବାଚି ଆଣିଛି ।

ସୂଚନା ଅନୁସାରେ ,ବିଗତ ୨୦ ବର୍ଷ ଧରି ବିଜୁ ଜନତା ଦଳ ରେ କାର୍ଯ୍ୟ କରି ଆସୁଥିବା ପ୍ରଦୀପ ପାଣିଗ୍ରାହୀ ଙ୍କୁ ପାଟି ବାହାର କରିଦିଆଯାଇଛି ।ତେବେ ତାଙ୍କ ନାମରେ IFS ଅଫିସର ଅଭୟ ପାଠକ ଭିଜିଲାନ୍ସ ହାତରେ ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ ଆଣିଥିଲେ ଏବଂ ତାଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇଥିବାର ଜଣାଯାଇଛି ।କିନ୍ତୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ କିଛି ଅଲଗା ମତ ରଖିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସେ କହିଛନ୍ତି ଯେ ,ବିଗତ ୨୦ ବର୍ଷ ଧରି ସେ BJD ରେ କାର୍ଯ୍ୟ କରି ଆସୁଛନ୍ତି କିନ୍ତୁ କେବେ ହେଲେ କୌଣସି ବିରୋଧୀ କାର୍ଯ୍ୟ ବା ଠକେଇ ଭଳି କାର୍ଯ୍ୟ ର ଅଭିଯୋଗ ତାଙ୍କ ଉପରେ ଆସିନଥିଲା। କିନ୍ତୁ କେବଳ ନନ୍ଦିଘୋଷ ଟିଭି ରେ ପ୍ରଥମ ଥର ପାଇଁ ଏମିତି କିଛି ଖବର ଆସିଥିଲା ଫଳରେ ତାଙ୍କୁ ଦଳ ରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିଛନ୍ତି ।ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବହୁତ ଭଲ ପାଆନ୍ତି ।ସେ ତାଙ୍କୁ ବହୁତ ପୂର୍ବରୁ ଜାଣିଛନ୍ତି ।

ସେ ଏପରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏତେ ପସନ୍ଦ କରନ୍ତି ଯେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ତାଙ୍କ ସହ ବିମାନ ରେ ଭ୍ରମଣ କରିବାକୁ ବହୁତ ପସନ୍ଦ କରୁଥିଲେ ।ତେଣୁ ନନ୍ଦିଘୋଷ ଟିଭି ଯାହାବି ତାଙ୍କ ବୀରୋଧରେ ସବୁ ଭୁଲ ଅଟେ। କାରଣ ଏହି ଗଣମାଧ୍ୟମ କୁ  ଭି.କେ ପାଣ୍ଡିଆନ ନିଜ ନିୟନ୍ତ୍ରଣ ରେ ରଖିଛନ୍ତି ଆଉ ତାଙ୍କର ଚକ୍ରାନ୍ତ ଦ୍ବାରା ସେ ଆଜି ଦଳରୁ ବାହାର ହେବାକୁ ପଡିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।