ଦେଖନ୍ତୁ ଭିଡିଓ -ମନ୍ତ୍ରୀ ଙ୍କ ଅଡିଓ କଲ ଶୁଣନ୍ତୁ 5 ମାସପରେ ମହାଖୁଲାସା ପରିକୁ ନ୍ୟାୟ ପାଇଁ ଆପଣଙ୍କ ଗୋଟିଏ ସେୟାର ଆବଶ୍ୟକ ।

0

ଆଜି କାଲି ସମାଜରେ ରେ ତ ଝିଅ ଏବଂ ମହିଳା ମାନଙ୍କ ପ୍ରତି ବଳାତ୍କାର, ଦୁଷ୍କର୍ମ ଆଦି ର ମାତ୍ରା ବହୁ ପରିମାଣରେ ବଢି ଚାଲିଛି। ତେବେ ଆମେ ଦେଖି ପାରୁଥିବା ସମାଜ ରେ କିପରି ଭାବରେ ଝିଅ ମାନଙ୍କ ପ୍ରତି ପୁରୁଷ ମାନେ ରାକ୍ଷସ ଭାବରେ ସେମାନଙ୍କ ଇଜ୍ଜତ୍ ନେବା ସହ ସେମାନଙ୍କୁ ଜୀବନ ରୁ ମଧ୍ୟ ମାରି ଦେଉଛନ୍ତି। ଏହି କିଛି ଦିନ ହେବ ଆମ ଦେଶରେ ଅନେକ ଏପରି କେସ୍ ସବୁ ମିରିଲାଣି। ଝିଅ ମାନଙ୍କୁ ସେମାନଙ୍କ ର ଇଜ୍ଜତ୍ ଲୁଟ୍ କରିବା ସହ ସେମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି।

ଆମ ରାଜ୍ୟରେ ମଧ୍ୟ ଏବେ ଏପରି ଏକ ଘଟଣା ବହୁତ ବଡ ଚର୍ଚ୍ଚା ର ବିଷୟ ପାଲଟିଛି। ସେହି କୁନି ଝିଅ ପରି ଟି ପ୍ରତି ହୋଇଥିବା ଅନ୍ୟାୟ କୁ ନ୍ୟାୟ ଦେବା ପାଇଁ ଏବେ ଖାଲି ଓଡିଶା ଲୋକ ମାନେ ନୁହେଁ ସାରା ଦେଶ ବାସୀ ସ୍ୱର ଉଠାଉ ଛନ୍ତି। ତେବେ ଏତେ କୁନି ଝିଅ ଟି ପ୍ରତି ହୋଇଥାବା ଏହି ଘଟଣା ପରେ ଏହା କୁ ନେଇ ଅନେକ ତଦନ୍ତ ମଧ୍ୟ ଚାଲିଛି ଏବେ ଏହି ଘଟଣା କୁ ନେଇ ଏକ ବଡ ଖବର ସାମ୍ନା କୁ ଆସିଛି ଯାହାକୁ ନେଇ ଲୋକ ମାନେ ବହୁତ ରାଗୁଛନ୍ତି ମଧ୍ୟ। ତେବେ ଆସନ୍ତୁ ଜାଣିବା ଏହି କଥା ସମ୍ପର୍କରେ।

ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଏବେ ଭୟଙ୍କର ରୂପ ନେଇ ସାରିଛି। ପରୀ ର ନ୍ୟାୟ ପାଇଁ ଆଜି ସାରା ଦେଶ ବାସୀ ଏକଜୁଟ ହୋଇଛନ୍ତି। ପରୀର ହତ୍ୟା ପଛରେ ଏକ ମନ୍ତ୍ରୀ ଙ୍କ ର ହାତ ଥିବା ଘଟଣା ସାମ୍ନା କୁ ଆସିଥିଲା। ବିଜେଡି ର ମନ୍ତ୍ରୀ ଅରୁଣ ସାହୁ ଏହି କେସ୍ ରେ ସମ୍ପୃକ୍ତ ଥିବା କଥା ସାମ୍ନା କୁ ଆସିଥିଲା, ଏବେ ଏହି ଅଡିଓ କଲ୍ ର ରେକର୍ଡ ପରେ ଏହି ଘଟଣା ଏବେ ତୀବ୍ର ରୂପ ନେଇଛି।

ଆସନ୍ତା କାଲି ବିଧାନ ସଭା ଆଗରେ ପରୀର ବାପା ମାଆ କିରୋସିନି ଢାଳି ରାସ୍ତା ଉପରେ ଦେହରେ ନିଆଁ ଲଗେଇ ଦେବାକୁ ଚେଷ୍ଟା କରିଥିଲେ। ଏହି ସମୟ ରେ ପୋଲିସ୍ ସେମାନଙ୍କୁ ଆୟତ୍ତ କରି ଏକ ଅଟୋ ମାଧ୍ୟମରେ ଥାନା କୁ ନେଇ ଯାଇଥିଲା। ଏହି ଅଡିଓ କଲ୍ ର ଭାଇରାଲ୍ ପରେ ବିଜେପି ଦଳ ମନ୍ତ୍ରୀ ଅରୁଣ ସାହୁ ଙ୍କ ଇସ୍ତଫା ଦାବି କରିଛି। ଏହି ଅଡିଓ ରେକର୍ଡ ଅର୍ଗସ୍ ହାତରେ ବାଜିଛି। ଏହି ରେକର୍ଡ ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେବାକୁ ଲାଗୁଛି। ଲୋକେ ପରୀ କୁ ନ୍ୟାୟ ଦେବା ପାଇଁ ବହୁ ମାତ୍ରାରେ ଆଗକୁ ଆଗେଇ ଆସୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।