ସାବାସ ସରପଞ୍ଚ ସୌମ୍ୟ I ପରୀ କୁ ନ୍ୟାୟ ଦେବାକୁ ପାୱାରଫୁଲ ମନ୍ତ୍ରୀ ବିଧାୟକ ଙ୍କ ବିରୋଧରେ ଗଲେ ଦେଖନ୍ତୁ…..

0

ସୋନି ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ସୋ କନ୍ ବନେଗା କରୋଡ଼ ପତି ପୁଣି ଥରେ ଆରମ୍ଭ ହୋଇ ଯାଇଛି। ଆମେ ସମସ୍ତେ ଜାଣିଛୁ କି ଏହି ସୋ କୁ ବଲିଉଡ ର ସୁପରଷ୍ଟାର ଅମିତାବ ବଚନ ପରିଚାଳିତ କରିଥାନ୍ତି। ତେଣୁ ଏହି ସୋ ଟିକୁ ଭାରତ ରେ ଏକ ବହୁତ ବଡ଼ ସୋ ଭାବରେ ବିଚାର କରା ଯାଇ ଥାଏ। କାହିଁକି ନା ଏଠାକୁ ଆସି ଅନେକ ଲୋକ ମାନଙ୍କ ର ଵଂଚିବା ଶୈଳୀ ବଦଳି ଯାଇଛି।

ତେବେ ପ୍ରତି ବର୍ଷ ଏହି ସ ରେ ଅନେକ ଲୋକ କରୋଡ଼ ପତି ହୋଇ ଥାନ୍ତି। ଏଥର କିନ୍ତୁ କରୋଡ଼ ପତି ହୋଇଛନ୍ତି ଜଣେ ଓଡ଼ିଆ ମହିଳା ଯାହାକି ଆମର ସାରା ଓଡ଼ିଶା ପାଇଁ ନିଶ୍ଚିତ ଭାବରେ ଏକ ଗର୍ବ ର ବିଷୟ ଅଟେ। ତେବେ ସେହି ମହିଳା ଜଣଙ୍କ ନାମ ହେଉଛି ଅନୁପା ଦାସ। ଯିଏ କି ପ୍ରଥମ ମହିଳା ଭାବରେ 1 କୋଟି ଟଙ୍କା ଜିତିବାର ଗୌରବ ଅର୍ଜନ କରି ପାରିଛନ୍ତି। ତେବେ ସେ ନିଜର କର୍କର୍ଟ ରୋଗ ରେ ଆକ୍ରାନ୍ତ ଥିବା ତାଙ୍କ ର ମା ଙ୍କ ର ଚିକିସ୍ତା କରିବା ପାଇଁ ସେ ଭାଗ ନେଇଛନ୍ତି।

ସେହି ମହିଳା ଜଣଙ୍କ ର ବହାସ ହେଉଛି 42 ବର୍ଷ । ସେ ବୃତ୍ତି ରେ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ସେ ଏଇ ବର୍ଷ କୋନ ବନେଗା କରୋଡ଼ ପତି କୁ ଆସିଥିଲେ। ଏହି ସ ରେ ସେ ବହୁତ ଭଲ ଖେଳ ର ପ୍ରଦଶନ କରିଥିଲେ। ପ୍ରାୟ ସବୁ ପ୍ରଶ୍ନ ର ସବୁ ଉତ୍ତର ଦେଇ ସ୍ୱ ଜିତି ଯାଇ ଥିଲେ ଏକ କଟି ଟଙ୍କା। ଯାହାକି ତାଙ୍କ ପାଇଁ ଏକ କୀର୍ତ୍ତିମାନ ସାବ୍ୟସ୍ତ ହୋଇଥିଲା। କାହିଁକି ନା ତାଙ୍କ ପୂର୍ବରୁ କୌଣସି ବି ଓଡ଼ିଆ ଏହି ଗର୍ବ ଓ ଗୌରବ ହାସଲ କରି ପାରି ନଥିଲେ। ଜୀବନ ସାରା ଅନେକ ଦୁଃଖ କଷ୍ଟ ଅନୁଭବ କରି ଛନ୍ତି। ତାଙ୍କର ବିବାହ ବିଚ୍ଛେଦ ଓ ମା ଙ୍କ ଚିକିସ୍ତା ପାଇଁ ଅନେକ ଅର୍ଥ ର ଆବଶ୍ୟକତା ଥିବାରୁ ସେ ଅନେକ କଷ୍ଟ ଭିତରେ ଯୀଯର ସମୟ କୁ ବିତାଇ ଛନ୍ତି।

ତେବେ ମୁଖ୍ୟତ ଅର୍ଥ ପାଇଁ ଏ ସୋ କୁ ଆସିଥିବା ଅନୁପା ଶେଷରେ ପ୍ରକାଶ କରଛନ୍ତି ଓ ସେଥିରେ ସେ ସଫଳ ମଧ୍ୟ ହୋଇ ଛନ୍ତି। ସେ ଏହି ସୋ ରେ ଖେଳି 1 କୋଟି ପୁରସ୍କାର ବାବଦକୁ ପାଇ ଛନ୍ତି। ଏହି ଟଙ୍କା କୁଂସେ ନେଇ ନିଜର ମା ଙ୍କ ର ଚିକିସ୍ତା ରେ ଲଗାଇବା ବୋଲି ପ୍ରକାଶ କରି ଛନ୍ତି। ତେବେ ଅନୁପା ହେଉଛନ୍ତି ପ୍ରଥମ କଂଷ୍ଟେଡ଼ ଯିଏକି 7 କୋଟି ଟଙ୍କାର ପ୍ରଶ୍ନ କୁ ସମୁଖିତ କରିଛନ୍। ତେଣୁ ନିଶ୍ଚୟ ଭାବର ଆପଣ ଯଦି ଏହି ସୋ କୁ ଯିବା ପାଇଁ ଚାହୁଛନ୍ତି ତାହାଲେ ନିଶ୍ଚିତ ବିଭାବରେ ବିଳମ୍ବ ନ କରି ଆପଣ ଏହି ସୋ କୁ ଯିବା ଉଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।