ଜାଣନ୍ତୁ ଓଲିଉଡ ର କିଛି ସୁପରଷ୍ଟାର ଓ ତାଙ୍କର ସ୍ତ୍ରୀ ମାନଙ୍କ ବିଷୟରେ। ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ଓଲିଉଡ ରେ ଅନେକ ଷ୍ଟାର ଓ ସୁପର ଷ୍ଟାର ଅଛନ୍ତି। ଯେଉଁମାନେ କି ନିଜର ଅଭିନୟ ଓ ପ୍ରତିଭା ବଳରେ ସାରା ଓଡ଼ିଶା ବାସୀଙ୍କ ର ମନ କୁ ଜିତି ପାରି ଛନ୍ତି। ତେବେ ତାଙ୍କର ପ୍ରଶଂସକ ମାନେ ମଧ୍ୟ ସେମାନଙ୍କ ର ଗୋଟେ ଝଲକ ପାଇବା ପାଇଁ ପାଗଳ ହୋଇ ଯାଇଥାନ୍ତି । ସେମାନଙ୍କୁ ଟିକିଏ ଦେଖିବା ପାଇଁ ସେମାନେ କିଛି କି ବି କରି ପାରନ୍ତି।

କେବେଳ ସେମାନଙ୍କ ବିଷୟରେ ନୁହେଁ ସେମାନଙ୍କ ର ନିଜସ୍ୱ ଜୀବନ ବିଷୟରେ ଜାଣିବା ଓଅଇଁ ମଧ୍ୟ ପ୍ରଶଂସକ ମାନେ ବହୁତ ଆଗ୍ରହ ପ୍ରକାଶ କରି ଥାଆନ୍ତି। ତେବେ ଯାହା ବି ହେଉ ଅଧିକାଂଶ ପ୍ରଶଂସକ ମାନେ ଏହା ଜାଣି ନଥିବେ ଯେ ସେମାନଙ୍କ ର ମନ ପସନ୍ଦର ନାୟକ ମାନଙ୍କ ର ରିଆଲ ଜୀବନର ଜୀବନ ସାଥି କିଏ। ତେବେ ଆଜି ଆମେ ଜାଣିବା ଆମ ଓଲିଉଡ ର କିଛି ନାୟକ ମାନଙ୍କ ସହ ତାଙ୍କ ସ୍ତ୍ରୀ ମାନଙ୍କ ବିଷୟରେ।

ସିଦ୍ଧାନ୍ତ ଓ ମାମା ମିଶ୍ର

ଉଭୟ ଅଭିନୟ ଜଗତ ରୁ ହିଁ ଲୋକ ଲୋଚନ କୁ ଆସିଥିଲେ। ସିଧାନ୍ତ ମହାପାତ୍ର ଆମ ଓଡିଶାରେ ଜଣେ ସୁପରଷ୍ଟାର ଅଟନ୍ତି। ତେବେ ସେ ରଚନା ବାନାର୍ଜୀ ଙ୍କ ସହ ଅନେକ ଫିଲ୍ମ କରିବା ପରେ ତାଙ୍କୁ ବିବାହ କରି ଥିଲେ କିନ୍ତୁ ପ୍ରାୟ ତ 6 ମାସ ପରେ ସେମାନଂକ ର ବିବାହ ବିଚ୍ଛେଦ ହୋଉ ଯାଇଥିଲା। ଏହା ପରେ ସିଧାନ୍ତ ମାମା ମିଶ୍ରଙ୍କୁ ଦ୍ୱିତୀୟ ବିବାହ କରି ଥିଲେ। ଉଭୟ ସିଧାନ୍ତ ଓ ମାମା ମିଶ୍ର ଏକା ଧିକ ଫିଲ୍ମ ରେ ଅଭିନୟ କରିଥିବାର ନଜର ଆସିଛି

ଅନୁଭବ ଓ ବର୍ଷା

ଅନୁଭବ ମହାନ୍ତି ବର୍ତାମାନ ସମୟ ର ଓଲିଉଡ ର ସବୁଠାରୁ ଦାମୀ କଳାକାର ଅଟନ୍ତି। ସେ କିଛି ବର୍ଷ ତଳେ ବର୍ଷ ପ୍ରିୟ ଦର୍ଶନୀ ଙ୍କୁ ବିବାହ କରିଥିଲେ। ବର୍ଷା ପ୍ରିୟ ଦର୍ଶନୀ ଆମ ଓଲିଉଡ ର ଜଣେ ନାମୀ ନାୟିକା ଅଟନ୍ତି। ତେବେ ଉଭୟ ଏକତ୍ର ଅନେକ ଚଳଚିତ୍ର କରିବା ପରେ ପ୍ରେମ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ଶେଷରେ ପରସ୍ପର କୁ ବିବାହ କରିଥିଲେ। ଉଭୟ ବର୍ଷା ଓ ଅନୁଭାବ ଓଡ଼ିଆ ଫିଲ୍ମ ଜଗତରେ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଯାହାକି ଦର୍ଶକ ମାନେ ଆଜିବି ପସନ୍ଦ କରନ୍ତି।

ବାବୁଶାନ ଓ ତୃପ୍ତି

ଆମ ଓଲିଉଡ ର ବର୍ତାମାନ ସମୟର ସବୁ ଠାରୁ ଲୋକ ପ୍ରିୟ ଅଭିନେତା ହେଉଛନ୍ତି ବାବୁଡ଼ଶନ ମହାନ୍ତି। ଯିଏକି ନିଜର ଅଭିନୟ ବଳରେ ସାରା ଓଡ଼ିଶାରେ ବାସୀଙ୍କର ମନ କୁ ଜିତି ପାରିଛନ୍ତି। ତେବେ ଏହି ରୋମିଓ ବୟ ବାବୁଶାନ କିଛି ବର୍ଷ ତଳେ ନିଜର ପ୍ରେମିକା ତୁପ୍ତି ସାଥପତି ଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହ ଗଣ ମାଧ୍ୟମରୁ ଦୂରରେ ରହି ହୋଇଥିଲେ ମଧ୍ୟ ପରେ ଏ ଦୁହିଁଙ୍କ ଯୋଡି ଙ୍କୁ ସମସ୍ତେ ପସନ୍ଦ କରି ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।