ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଲା ମାଲିକାଣୀ ଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ଗାଡି ଡ୍ରାଇଭର ତାପରେ ଯାହା ହେଲା

0

ଆମ ସମାଜ ରେ ଅନେକ୍ ଘଟଣା ଦେଖିବାକୁ ମିଳିଛି। ତେବେ ପ୍ରତିଦିନ ଅନେକ ଘଟଣା ଦେଖିବାକୁ ମିଳି ଥାଏ। ତେବେ ବେଳେ ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳି ଥାଏ , ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ । ତେବେ ବେଳେ ବେଳେ ଏମିତି ଘଟଣା ଆମ ସହ ବି ଘଟି ଯାଏ। ଆଉ ଏହି ସବୁ ଘାଟଣା ପାଇଁ ଆମେ ଅନେକ ସମସ୍ୟା ରେ ସମୁଖୀନ ହୋଇ ଥାଉ। ତେବେ ଏହି ସମସ୍ୟା ଏଭଲି ହୋଇ ଥାଏ କି ଏହାର ସମାଧାନ ପାଇଁ କୌଣସି ଉପାୟ ନ ଥାଏ। ତେବେ ସମାଜ ରେ ରହୁ ଥିବା ଲୋକ ମାନେ ବହୁତ ତଳ କୁ ଖସି ଗଲେଣି। ଏବେ ମଣିଷ ମାନଙ୍କ ଭିତରେ ଲୋଭ , କ୍ରୋଧ , ହିଂସା ଆଦି ଭରି ରହିଛି, ଏହା ଦ୍ୱାରା ସମାଜ ରେ ଅନେକ ଅନ୍ୟାୟ , ଅତ୍ୟାଚାର ଦେଖିବାକୁ ମିଳୁଛି ।


ତେବେ ବେଳେ ବେଳେ ଆମ ଜୀବନ କୁ ଏମିତି କେହି ଲୋକ ଆସି ଥାନ୍ତି।ଯେଉଁ ମାନଂକୁ ଆମେ ବହୁତ ବିଶ୍ୱାସ କରି ଥାଉ,ଆଉ ସେହି ବିଶ୍ୱାସ କୁ ପାଇଁ ଆମେ ଏମିତି କିଛି କରି ଯାଉ,ଯାହା ଆମ ପାଇଁ ବହୁତ ସମସ୍ୟା ଆଣି ଦେଇ ଥାଏ ଆଉ ଏହା ବହୁତ ଭୟଙ୍କର ହୋଇ ଥାଏ। ତେବେ ଏହି ସବୁ ସମସ୍ୟା ରେ ସମାଧାନ ନ ଥାଏ। ତେବେ ଏମିତି ଘଟଣା ବହୁତ ଲୋକ ଙ୍କ ସହ ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଘଟଣା ଟି ହେଉଛି ଜଣେ ଡ୍ରାଇଭର ତାର ମାଲିକାଣି କୁ ବ୍ଲାକ ମେଲ କରୁଚି ବୋଲି ଅଭିଯୋଗ ଦେଖିବାକୁ ମିଳିଛି। ତେବେ ଏହି ଡ୍ରାଇଭର ଜଣକ ହେଉଛନ୍ତି ଲିଙ୍ଗରଜ୍ ଥାନ ଅନ୍ତର୍ଗତ ମହତାବ ରୋଡ଼ ରେ ରହୁ ଥିବା ଅତନୁ ଦାସ ।ତେବେ ଅତନୁ ଜଣେ ଲୋକ ଙ୍କ ଘରେ ଗାଡି ଚାଳକ ଭାବେ କାର୍ଯ୍ୟ କରୁ ଥିଲେ।

ତେବେ ସେହି ଘରେ ମାଲିକାଣି ଙ୍କୁ ନେବା ଆଣିବା କରୁ ଥିଲେ,ଆଉ ମାଲିକାଣି ଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଲା। ତେବେ ଏହା ପରେ ସେହି ଡ୍ରାଇଭର ଜଣକ ମାଲିକାଣି କୁ ଅଶୀଲ୍ଲ ଭିଡିଓ ପଠାଉ ଥିଲେ,ଆଉ ଭିଡିଓ କଲ ରେ ମଧ୍ୟ କଥା ବାର୍ତା କରୁ ଥିଲେ।ତେବେ ଦିନେ କିଛି କାରଣ ରୁ ଅତନୁ ଚାକିରୀ ଛାଡି ଦେଲେ , କିନ୍ତୁ ଦୁହିଁ ଙ୍କ ସଂପର୍କ ରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା।ଅତନୁ ସେମିତି ଅଶୀଲ୍ଲ୍ ଭିଡିଓ ପଠାଉ ଥିଲେ ଆଉ ଭିଡିଓ କଲ ମଧ୍ୟ କରୁ ଥିଲେ,

କିନ୍ତୁ ପରେ ଅତନୁ ଶାରୀରିକ ସମ୍ପର୍କ ରଖିବାକୁ କହି ଥିଲ,କିନ୍ତୁ ମାଲିକାଣି ମନା କରି ବାରୁ ଏହାକୁ ନେଇ ଅତନୁ ତାଙ୍କ ମାଲିକାଣି କୁ ଧମକ ଦେବାରେ ଲାଗିଲେ। ତେବେ ଏହାକୁ ଖାତିର କରୁ ନ ଥିଲେ ସେହି ମହିଳା । ତେବେ ଏହା ଜାଣି ପରି ଅତନୁ ଦୁଇ ଜଣଙ୍କର କିଛି ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀ ପାଖକୁ ପଠାଇ ଦେଲେ। ତେବେ କଥା ବଢିବ ଦେଖି ମାଲିକାଣି ଜଣକ ବାଧ୍ୟ ହୋଇ ପୋଲିସ ରେ ଅଭିଯୋଗ କରିଲେ। ଆଉ ପୋଲିସ ଏହା ପରେ ଘଟଣା ର ତଦନ୍ତ ଆରମ୍ଭ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।