ଦେଖନ୍ତୁ ଭିଡିଓ – ପୋଲାଣ୍ଡ ଝିଅ ଓ ଓଡିଆ ପୁଅ ଙ୍କ ଏହି ଗୁପ୍ତ ଭିଡିଓ ପୁଣି ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଦେଖିଲେ ଆଶ୍ଚର୍ଯ୍ୟ ଲାଗିପାରେ

0

ଆଜି ର ସମାଜ ରେ ଅନେକ ନିଆରା ଢଙ୍ଗରେ ପ୍ରେମ କାହାଣୀ ଦେଖିବାକୁ ମିଳୁଛି। ଖାସ୍ କରି ସୋସିଆଲ ମିଡ଼ିଆ ରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଫେସବୁକ୍ ରେ ସେହିପରି ଏକ ପ୍ରେମ କାହାଣୀ ବିଷୟରେ ଆଜି ଶୁଣିବା। ଯାହାକୁ ନେଇ ସାରା ଭାରତ ବର୍ଷ ରେ ଏବେ ଚର୍ଚ୍ଚା ର। ବିଷୟ ପାଲଟିଛି। ଏହାକୁ ଶୁଣିଲେ ଆପଣ ନିହାତି ଆଶଚର୍ଯ୍ୟ ଚକିତ ହୋଇ ଉଠିବେ। ପୋଲାଣ୍ଡ ରୁ ଏହି ପ୍ରେମ ବିସ୍ତାର ହୋଇ ଓଡ଼ିଶାରେ ଏହାର ଶେଷ ହୋଇଛି। ଆପଣ ଏମିତି ପ୍ରେମ କାହାଣୀ କେବେ ମଧ୍ୟ ଜୀବନରେ ଶୁଣି ନଥିବେ।

ସୋସିଆଲ ମିଡ଼ିଆ ରେ ପ୍ରେମ ହେବା ନିହାତି ଏକ ଅଦ୍ଭୁତ କଥା। କାରଣ ଆଜି ର ଏହି ମିଡ଼ିଆ ଏତେ ମାତ୍ରା ରେ ଫେକ୍ ହୋ ଗଲାଣି କାହାକୁ ବିଶ୍ୱାସ କରିବା ସହଜ ନୁହେଁ। ତେବେ ଏହି ନିଆରା ପ୍ରେମ କାହାଣୀ ରେ ପୋଲାଣ୍ଡ ର ଝିଅ କୁ ଓଡ଼ିଆ ପୁଅ ସହିତ ହୋଇଯାଇଛି ପ୍ରେମ ତାହା ପୁଣି ଫେସବୁକ୍ ରେ। ଏହା ଶୁଣିବାକୁ ଆଶଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଏହି ଝିଅ ର ନାମ ରହିଛି କିଟି । ଯିଏକି ପ୍ରଥମେ ଏହି ଓଡ଼ିଆ ପୁଅ ଯିଏ ଭୁନେଶ୍ଵରଠାରେ ରହନ୍ତି ତାଙ୍କୁ ଠାରୁ ଏକ ଫ୍ରେଣ୍ଡ୍ ରିକୁଏଷ୍ଟ୍ ପାଇଥିଲ

ଏହି ପୋଲାଣ୍ଡ ଝିଅ ଙ୍କ କହିବା ଅନୁସାରେ ଓଡ଼ିଆ ପୁଅ ତାଙ୍କ ସହିତ ଏପରି ଭାବରେ ଫେସବୁକ୍ ରେ ମେସେଜ କରିବାକୁ ଲାଗିଲେ। ତାଙ୍କ ଭିତରେ ଧୀରେ ଧୀରେ କରି ବନ୍ଧୁତ୍ବ ସମ୍ପର୍କ ଗଢି ଉଠିଲା। ଦୁହେଁ ଦୁହିଁଙ୍କ ସହିତ ଏପରି ଭାବରେ ଫେସବୁକ୍ ରେ କଥା ହେଉ ହେଉ ପ୍ରେମ କରି ବସିଲେ। ଆଉ ପୋଲାଣ୍ଡ ଝିଅ ତାଙ୍କ ସହିତ ମଧ୍ୟ ହୁଅଟପାପ୍ ରେ କଥା ହେବାକୁ ଲାଗିଲେ। ଓଡ଼ିଆ ପୁଅଙ୍କ ଯାହା ନାମ ଏବେ ସୁଧା ଜଣା ପଡିନାହିଁ। ସେ ତାଙ୍କୁ ପ୍ରପୋଜ୍ କରି ବିବାହ କରିବେ ବୋଲି ମଧ୍ୟ କଥା ଦେଲେ। କିନ୍ତୁ ହଟାତ୍ ଏହିପରି ଚାଲିବା ଭିତରେ ଓଡ଼ିଆ ପୁଅ ତାଙ୍କ ଫେସବୁକ୍ ଆକାଉଣ୍ଟ୍ ଦିଲିଟ୍ କରି ସାରିଛନ୍ତି। ଆଉ ପୋଲାଣ୍ଡ ଝିଅ ତାଙ୍କ ସହିତ ଅନେକ ପ୍ରୟାସ କରିଥିଲେ ମଧ୍ୟ ଆଉ ହୋଇପାରି ନାହିଁ।

ତେଣୁ ପୋଲାଣ୍ଡ ର କିଟି ଏବେ ଓଡ଼ିଶା ଆସି ତାଙ୍କର ପ୍ରେମିକ କୁ ଖୋଜି ବାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ସେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଛାଡିଛନ୍ତି। ଆଉ ତାଙ୍କର କହିବା କଥା ତାଙ୍କୁ। ସମସ୍ତେ ସହଯୋଗ କରନ୍ତୁ ଯେପରି ସେ ନିଜର ପ୍ରେମ କୁ ଖୋଜି ପାଇ ପାରିବେ।

ତେବେ ଏହି ଭିଡ଼ିଓ ଦେଖିବା ପରେ ଅନେକ ଲୋକ ଏବଂ ଏପରିକି ପୋଲିସ ମଧ୍ୟ ଏହି ଓଡ଼ିଆ ବ୍ୟକ୍ତି ଙ୍କ ପରିଚୟ ପାଇବା ପାଇଁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ବଡ଼ କଥା ହେଲା ଏହି ପୋଲାଣ୍ଡ ଝିଅ ମଧ୍ୟ ଓଡ଼ିଆରେ କିଛି କିଛି କହି ସମସ୍ତଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।