ରଜନୀକାନ୍ତଙ୍କୁ ଭିକାରି ଭାବି ଝିଅଟି ଦେଇଥିଲା 10 ଟଙ୍କାର ଭିକ, ତାପରେ ଯାହା ହେଲା ତାହା ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ…

0

ବଲିଉଡ ଜଗତରେ ସୁପର ମ୍ୟାନ କହିଲେ ସମସ୍ତ ଭାରତ ବାସୀ ରଜନୀକାନ୍ତ ଙ୍କୁ ଜାଣିଥାନ୍ତି ।ସମସ୍ତ ଦେଶ ବାସୀଙ୍କ ନିମନ୍ତେ ସେ ଭଗବାନ ଭଳି ଅଟନ୍ତି । ରଜନୀ କାନ୍ତ ଭାରତର ସୁପରହିର ଅଟନ୍ତି ।ସମସ୍ତ ଲୋକ ପ୍ରତୀକ୍ଷା କରିଥାନ୍ତି ତାଙ୍କର ଫିଲ୍ମୀ ଦେଖିବା ପାଇ ଏବଂ ତାଙ୍କର ଅଧିକ ମାତ୍ରାରେ ପ୍ରଶଂସକ ମାନେ ମଧ୍ୟ ରହିଛନ୍ତି ।ରଜନୀକାନ୍ତଙ୍କର ପ୍ରତ୍ୟେକ ଫୀଲ୍ମୀ ସୁପରହିଟ ହୋଇଥାଏ । କେବଳ ଚେନ୍ନାଇରେ ନୁହେଁ ବରଂ ସାରା ଦେଶରେ ତାଙ୍କୁ ଭଗବାନ ଭଳି ପୂଜା କରାଯାଏ ।

ରଜନୀକାନ୍ତଙ୍କ ସହିତ ଜଡିତ ଏମିତି ଏକ କାହାଣୀ କୁହାଯାଇଛି ଯାହାକୁ ଶୁଣିଲେ ଆପଣମାନେ କେବେ ହେଲେ ବିଶ୍ୱାସ କରିପାରିବେ ନାହିଁ। ଜଣେ ମହିଳା ତାଙ୍କୁ ଭିକାରୀ ଭାବି ଏକ 10 ଟଙ୍କିଆ ନୋଟ ଭିକ ଦେଇଥିଲେ ।ଏହା ଜାଣିବା ପରେ ନିଜକୁ ଆଶ୍ଚର୍ଯ୍ୟ ଲାଗୁଥିବ ।ମାତ୍ର ଏହା ସତ୍ୟ ଅଟେ ।ରଜନୀକାନ୍ତ ଜୀବନି ସହିତ ଏହି ଦଶ ଟଙ୍କାର ଭିକ ଏହି ଘଟଣା ବହୁ ଚର୍ଚାରେ ରହିଥିଲା ।


ଆମ୍ଭମାନେ ସମସ୍ତେ ଜାଣିଛୁ କି ସାଉଥ୍ ଇଣ୍ଡଷ୍ଟ୍ରି ବ୍ୟତିତ ସାରା ଦୁନିଆରେ ରଜନୀକାନ୍ତଙ୍କୁ ଭଗବାନ ଭଳି ପୂଜା କରା।ଯାଏ ।ମାତ୍ର ଜେନ ନାମକ ଜଣେ ମହିଳା ରଜନୀକାନ୍ତଙ୍କୁ ଭିକାରୀ ବୋଲି ଭାବିନେଲେ ଏବଂ ତାଙ୍କ ହାତରେ 10ଟଙ୍କା ଦେଇ ଚାଲିଯାଇଥିଲେ ।ଏହା ଜାଣିଲା ପରେ ନିଜକୁ ବିଶ୍ୱାସ ହେଉନାହିଁ ।ଯାହାକୁ ଭାରତ ବର୍ଷର ଭଗବାନ ମାନି ପୂଜା କରାଯାଏ ତାଙ୍କୁ କିଏ ଭିକାରୀ ବୋଲିି ଭାବିପାରେ ? ଏହି ଘଟଣାଟି ସତ୍ୟ ଅଟେ ।ଯାହା 10 ବର୍ଷ ପୂର୍ବରୁ ତାଙ୍କ ସହିତ ଘଟିଥିଲା ।ଯାହାକି ଜଣେ ମହିଳା ତାଙ୍କୁ ଭିକାରୀ ଭାବି 10 ଟଙ୍କା ତାଙ୍କୁ ଦେଇଚାଲିଯାଇଥିଲେ ।

ଏହି ଘଟଣାଟି ସେହି ସମୟର ଅଟେ ।ଯାହା ରଜନୀକାନ୍ତଙ୍କର 2007 ମସିହାରେ ଶିବାଜି ଫିଲ୍ମୀ ରିଲିଜ ହୋଇଥିଲା ।ସେହି ଫିଲ୍ମୀ ବକ୍ସ ଅଫିସରେ ହିଟ ହୋଇଥିଲା ।ସେହି ଖୁସୀରେ ସେ ତାଙ୍କ ସାଙ୍ଗ ମାନଙ୍କ ସହିତ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ପାଇ ସେ ନିଜର ବେଶ ବଦଳାଇ ଯାଇଥିଲେ ।


ଏହି ଘଟଣା ସେହି ସମୟର ଯାହାକି ରଜନୀକାନ୍ତ ଏକ ସାଧାରଣ ପୋଷାକ ପିନ୍ଧି ସେଠାକୁ ଯାଇଥିଲେ । ଯେତେବେଳ ସେ ମନ୍ଦିରର ସିଡି ଚଡୁଥିଲେ ସେତେବେଳ ମହିଳା ଜଣକ ମଧ୍ୟ ସିଢିରେ ଚଢୁଥିଲେ ।ସେଠାରେ ସେମହିଳା ଜଣକ ତାଙ୍କୁ ଦୁର୍ବଳ ବୃଦ୍ଧ ଓ ଭିକାରୀ ଭାବି ତାଙ୍କୁ 10 ଟଙ୍କାର ନୋଟ ଧରେଇ ଦେଇ ଚାଲିଯାଇଥିଲେ ।ରଜନୀକାନ୍ତ ସେହି ସମୟରେ ଚୁପ ରହି 10 ଟଙ୍କା ଟିକୁ ଧରିନେଇଥିଲେ ।ଏବଂ ମନ୍ଦିରକୁ ଯାଇ ନିଜ ପର୍ସରୁ ସମସ୍ତ ଟଙ୍କା ଏବଂ ମହିଳା ଜଣକ ଦେଇଥିବା

10 ଟଙ୍କା ମଧ୍ୟ ଠାକୁରଙ୍କ ପାଖରେ ଅର୍ପଣ କରିଥିଲେ ।ମହିଳା ଜଣକ ସେଠାରେ ଉପସ୍ଥିତ ଥିଲେ ।ସେ ରଜନୀକାନ୍ତଙ୍କୁ ଚିହ୍ନିପାରିଥିଲେ ।ତାଙ୍କ ପାଖକୁ ଯାଇ କ୍ଷମା ମାଗିଥିଲେ ଏବଂ ଦେଇଥିବା 10 ଟଙ୍କା ମଧ୍ୟ ମାଗିଥିଲେ ।ସେକହିଥିଲେ ଏହା ଭଗବାନଙ୍କର ଆର୍ଶୀବାଦ ଏହାକୁ ଭଗବାନଙ୍କର ଚରଣରେ ଅର୍ପଣ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Inspire Post From –OdiaExpress