ପ୍ରେମ ରେ ବିଫଳ ହୋଇଛନ୍ତି କି ? ତେବେ ଆପଣ ଏହି ବଶୀକରଣ ଟି କୁ ଆପଣାନ୍ତୁ ଦେଖିବେ ନିଶ୍ଚିତ ସଫଳ ହେବେ।

0

ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀବନ ହାରି ଦେଉଛନ୍ତି।

ଅନେକ ତ ନିଜ ପ୍ରେମ ପାଇଁ ଜୀବନ ଦେଇଦିଅନ୍ତି ଏବଂ ଅନେକ ପିଲା ଅଛନ୍ତି ଯେଉଁମାନେ କି ନିଜ ପ୍ରେମ ର ଖୁସି ରେ ହିଁ ଖୁସି ହୋଇଥାନ୍ତି। ସେମାନେ କୁହନ୍ତି ସେ ଯାହା ସହ ବି ରହୁଛି ରହୁ କିନ୍ତୁ ସବୁବେଳେ ଖୁସି ରେ ରହୁ। ଏପରି ବି ଅନେକ ପୁଅ ମାନେ ଅଛନ୍ତି ଯେଉଁମାନେ କି ଏକ ଝିଅ କୁ ଭଲ ପାଆନ୍ତି ଏବଂ ତାଙ୍କୁ କହିଥାନ୍ତି। ଯଦି ସେହି ଝିଅ ଜଣକ ତାଙ୍କ ପ୍ରପୋଜାଲ୍ ରେ ରାଜି ନହେଲେ ତେବେ ରାଗି ତାଙ୍କ ର ଜୀବନ ମଧ୍ୟ ନେଇ ଯାଉଛନ୍ତି।

କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ। ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି। କେତେଜଣ ସେହି ସବୁ ରେ ସଫଳ ହୁଅନ୍ତି ଆଉ କେତେଜଣ ବିଫଳ ହୁଅନ୍ତି। ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ଏକ ଏପରି ବଶୀକରଣ ନେଇ ଆସିଛୁ, ଯାହା ଦ୍ୱାରା ଆପଣ ମାନେ ଯାହାଙ୍କୁ ଭଲ ପାଉଥିବେ ତାଙ୍କୁ ଆପଣ ଅତି ସହଜ ରେ ବଶୀକରଣ କରିପାରିବେ। ଏବଂ ସିଏ ନିଜେ ହିଁ ଆପଣ ମାନଙ୍କୁ ଆସି କହିବେ କି ସିଏ ଆପଣ ଙ୍କୁ ଭଲ ପାଉଛନ୍ତି ବୋଲି।


ତେବେ ଯଦି ଆପଣ କୌଣସି ପୁଅ କି ଝିଅ କୁ ଭଲପାଉଛନ୍ତି କିମ୍ବା କେହି ବିବାହିତା ନାରୀ ଙ୍କୁ ଭଲପାଉଛନ୍ତି, ଭାବଛନ୍ତି ଆପଣ ତାଙ୍କ ବିନା ବଞ୍ଚି ପାରିବେନି ବୋଲି। ତେବେ ଆପଣ ମାନେ ଏହି ବଶୀକରଣ ଟି କରନ୍ତୁ। ଏହା ଦ୍ୱାରା ସେ ବଶୀକରଣ ହୋଇଯିବେ ଏବଂ ଆପଣ ମାନଙ୍କୁ ଭଲ ପାଇବାକୁ ଲାଗିବେ। ତେବେ ଆସନ୍ତୁ ଜାଣିବା ଏହି ବଶୀକରଣ ଟି କୁ ଆପଣ ମାନେ କିପରି କରିବେ, କେବେ କରିବେ ଓ କେମିତି କରିବେ।

ଏହି ବଶୀକରଣ ଟି କୁ କରିବା ପାଇଁ ଆପଣ ଙ୍କୁ ଖଣ୍ଡେ ସାଧା କାଗଜ, ରେଡ୍ ମାର୍କର୍, ଓ ଦୁଇଟି ଲବଙ୍ଗ ଦରକାର। ଯେଉଁ ଝିଅ ବା ମହିଳା କୁ ଆପଣ ବନୀକରଣ କରିବାକୁ ଚାହୁଁଛନ୍ତି ତାଙ୍ଗ ମୁହଁ କୁ ଆପଣ ମନେ ମନେ ଭାବିବେ, ଏହା ପରେ ଆପଣ ମାନେ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ବିଶ୍ୱାସ ର ସହ ଏକ ମନ୍ତ୍ର ସେହି ଧଳା କାଗଜ ଉପରେ ଲେଖିବେ, ସେହି ମନ୍ତ୍ର ଟି ହେଉଛି ତ୍ରୀଂ ତ୍ରୀଂ ତ୍ରୀଂ ବଶଂ ନମଃ। ଏହାପରେ ତାହା ତଳେ ଆପଣ ମାନେ ସେହି ଝିଅ ବା ମହିଳା ର ନାମ କୁ ଲେଖିବେ ଯାହାକୁ ଆପଣ ମାନେ ବଶ କରିବାକୁ ଚାହୁଁଛନ୍ତି।

ଏହାପରେ ଆପଣ ମାନେ ନେଇଥିବା ଲବଙ୍ଗ ଦୁଇଟି କୁ ହାତରେ ନେବେ ଏବଂ ସେହି ଲବଙ୍ଗ ଦୁଇଟି କୁ ପରସ୍ପର କୁ ଛୁଆଁଇବେ ଏବଂ ଏହି ମନ୍ତ୍ର କୁ 51 ଥର ଜପ କରିବେ। ଏହାପରେ ସେହି କାଗଜ ଓ ଲବଙ୍ଗ କୁ ଜାରିଦେବେ। ଏହାପରେ ସେହି ପାଉଁଶ କୁ ଏକ ନଦୀ ରେ ଭସାଇଦେବେ। ଏହା ପରେ ଦେଖିବେ ସେହି ମହିଳା ବା ଝିଅ ଟି ଆପଣ ଙ୍କୁ 24 ଘଣ୍ଟା ମଧ୍ୟରେ ଆପଣ ମାନଙ୍କୁ ଆପଣ ମାନଙ୍କ ମନର କଥା ଖୋଲି କହିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।