ଏହି ଦୁଇଟି ସାମଗ୍ରୀ ମିଶାଇ ଲଗାନ୍ତୁ କେଶ ଝଡ଼ିବା, ରୁପି ଏବଂ କେଶ ଏତେ ଘନ ହେବ ସମ୍ଭାଳି ପାରିବେ ନାହିଁ ୧୦୦% ଗ୍ୟାରେଣ୍ଟି – Health tips

0

ବାଳ ଝଡ଼ିବା କିମ୍ବା ବାଳ ସଫା ହେଇଯିବା ବର୍ତାମାନ ସମୟର ଏକ ସାଧାରଣ ରୋଗ ହୋଇ ଗଲାଣି। ପାୟତ ସବୁ ଲୋକମାନଙ୍କ ର ବାଳ ବର୍ତାମାନ ଝଡ଼ିବାରେ ଲାଗିଛି। ଏମିତି କି ବହୁତ କମ ବୟସରୁ ମଧ୍ୟ ବାଳ ଝଡ଼ିବା ଆରମ୍ଭ ହୋଇଯାଉଛି। ଯାହା ଫଳରେ ଲୋକ ମାନେ ବହୁତ ବ୍ୟସ୍ତ ହୋଇ ପଡୁଛନ୍ତି ଓ ଏଥି ପାଇଁ ଅନେକ ଚିନ୍ତାରେ ରହୁଛନ୍ତି। ବାଳ ଝଡ଼ିବା ଦ୍ୱାରା ଲୋକ ମାନେ ଖୁବ ଶୀଘ୍ର ଚନ୍ଦା ହେଇ ଯାଉଛନ୍ତି। ଯୋଉଥି ପାଇଁ ମଧ୍ୟ ସେମାନେ ବିଭିନ୍ନ ପ୍ରକାର ର ଉପାୟ ଅବଲମ୍ବନ କରି ମଧ୍ୟ ସେଥିରେ ଅସଫଳ ହେଉଛନ୍ତି।


ତେବେ ଆଜି ଆମେ ଆପଣଂକୁ ଏପରି ଏକ ଜିନିସ ବିଷୟରେ କହିବୁ ଯାହାକୁ ଆପଣ ଘରେ ବସି ପ୍ରସ୍ତୁତ କରି ପାରିବେ ଓ ଏହାକୁ ନିଜର ବାଳ ରେ ଲଗାଈ ଏହି ସବୁ ସମସ୍ୟା ରୁ ଅତି ସହଜରେ ମୁକ୍ତି ପାଇ ପାରିବେ। ଏହା ସମ୍ପୂର୍ଣ୍ଣ ମାଗଣା ରେ ଆପଣ ପ୍ରସ୍ତୁତ କରିପାରିବେ ଓ ଏଥି ପାଇଁ ଆପଣଂକୁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ।

ଏଥି ପାଇଁ ପ୍ରଥମେ ଆପନଙ୍କୁ କିଛି ଭୁଶୃଙ୍ଗା ପତ୍ର ନେବା ପାଇଁ ପଡିବ। ଏହା କୁ ନେବା ପରେ ଆପଣ ଏହାକୁ ଭଲ ଭଣରେ ଧୋଇ ଦେବେ। ଧୋଇ ସରିବା ପରେ ଏହାକୁ ହାଲୁକା ଛେଚି ଦେବେ। ଏହା ପରେ ଏଥିରେ 2 ଚାମଚ ନଡ଼ିଆ ତେଲ ମିଶାଇ ଏହାକୁ ଭଲ ଭାବରେ ଫେନ୍ଟି ଦେବେ। ତାପରେ ଗ୍ୟାସ ରେ ଏକ ପାତ୍ର ବସାଇବେ। ପାତ୍ର ବସାଇବା ପରେ ସେଥିରେ କିଛି ପରିମାଣ ରେ ନଡିଆ ତେଲ ପକାଇବେ ଓ ଏହାକୁ ଗରମ କରିବେ।


ଗରମ ହେବ ପରେ ସେଥିରେ ସେହି ପତ୍ର ର ମିଶ୍ରଣ କୁ ପକାଇ ଦେବେ ଓ ଗ୍ୟାସ କୁ ଅଳ୍ପ ଆଞ୍ଚ କରି ଉଷୁମ କରିବେ। ଓରାୟ 3 ରୁ 4 ମିନିଟ ପର୍ଯ୍ୟନ୍ତ ଏପରି ଗରମ କରିବେ। ତା ପରେ ଧୀରେ ଧୀରେ ସେହି ପତ୍ର ଗୁଡ଼ିକ ର ଔଷଧୀୟ ଗୁଣ ସେହି ତେଲ ରେ ମିଶିଯିବ। ମନେ ରଖନ୍ତୁ ଭୁଲ ରେ ମଧ୍ୟ ପତ୍ର ଗୁଡିକୁ ପୁଡିବାକୁ ଦେବେ ନାହିଁ ନଚେତ ସେହି ତେଲ ର କିଛି ମୂଲ୍ୟ ରହିବ ନାହି।

ଏହା ପରେ ଦେଖିବେ ଯେ ତେଲ ଟି ସମ୍ପୂର୍ଣ ସବୁଜ ରଙ୍ଗ ର ହୋଇ ଯାଇଛି। ଏହି ତେଲ କୁ ଥଣ୍ଡା କରିଦେବେ ଓ ଏକ ବୋତଲ ରେ ପୁରାଇ ରଖିବେ। ଏହା କୁ ଗାଧୋଇବା ପୂର୍ବରୁ ପାଖାପାଖି 5 ମିନିଟ ମୁଣ୍ଡରେ ମାଲିସ କରିବେ। ମନେ ରଖନ୍ତୁ ସବୁବେଳେ ଶୁଖିଲା ବାଳ ରେ ଏହାକୁ ଲଗାଇବେ ଓଦା ବାଳ ରେ ଏହାକୁ ଲଗାଇବେ ନାହିଁ। ଏପରି ସପ୍ତାହ କୁ ଅତିକମ୍ ରେ ତିନି ଥର ଲାଗଇ ଦେଖନ୍ତୁ ଆପଣଙ୍କ ର ବାଳ ଝଡ଼ିବା ବନ୍ଦ ହୋଇଯିବା। ଏବଂ ଆପଣଙ୍କ ର ଚନ୍ଦା ମୁଣ୍ଡରେ ଚୁଟି ଉଠିବା ସହ ଧଳା ବାଳ କଲା ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।