ହେ ପ୍ରଭୁ ! ମନ୍ଦିରରେ କାନ୍ଦିଲେ ପ୍ରଭୁ ହନୁମାନ, ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଲା ଅଦ୍ଭୁତ ଭିଡିଓ, ଗୋଟେ ସେୟାର ନିଶ୍ଚୟ କରନ୍ତୁ…..

0

ଆମ ସମାଜ ରେ ପ୍ରତେକ ଲୋକ ଭଗବନ୍ ଙ୍କୁ ପୂଜା କରନ୍ତି।ଆମ ଦେଶ ରେ ଅନେକ ଲୋକ ହିନ୍ଦୁ ଧର୍ମ ର ହେଇ ଥିବାରୁ ସେମାନେ ଭଗବାନ୍ ଙ୍କୁ ପୂଜା କରନ୍ତି।ତେବେ ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି। ତେବେ ହିନ୍ଦୁ ମାନଂକର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି,ଯାହା ଲୋକ ଙ୍କୁ ଉଦ୍ଧାର କରିଛି ।ଅନେକ ଲୋକ ଙ୍କୁ ବିପଦ ମୁଖ ରୁ ରକ୍ଷା କରିଛି , ତେବେ ଆମ ହିନ୍ଦୁ ସମାଜ ରେ ଅନେକ ଦେବା ଦେବି ରହି ଥାନ୍ତି ,ଯାହା କୁ ହିନ୍ଦୁ ଲୋକ ମାନେ ପୂଜା କରନ୍ତି।

ଆଉ ସେହି ଦେବା ଦେବି ଙ୍କୁ ବହୁତ ବିଶ୍ୱାସ କରିଥାନ୍ତି। ତେବେ ତାଙ୍କର ଭିତରେ ଅନେକ ଦେବା ଦେବି ରହିଛନ୍ତି । ତାଙ୍କର ଅନେକ ଲୀଳା ରହିଛି,ଯାହା ପାଇଁ ଲୋକ ମାନେ ତାଙ୍କୁ ପୂଜା କରି ଥାନ୍ତି । ତେବେ ବେଳେ ବେଳେ ଏମିତି କିଛି ଘଟଣା ଘଟେ , ଯାହା ଦ୍ୱାରା ଆମେ ଭଗବାନ ଙ୍କ ଅପାର ଶକ୍ତି କୁ ଅନୁଭବ କରି ପାରୁ ।ତେବେ ବେଳେ ବେଳେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳି ଥାଏ। ଏହି ସବୁ ଘଟଣା କୁ ଅନେକ ଲୋକ ସହଜ ରେ ବିଶ୍ୱାସ କରି ପାରନ୍ତି ନାହିଁ।

ତେବେ ଅନେକ ସ୍ଥାନ ରେ ଭଗବାନ ଙ୍କ ମହିମା କୁ ଦେଖିବାକୁ ମିଳି ଥାଏ।ତେବେ ସେହି ଘଟଣା ରୁ ଜଣା ପଡି ଥାଏ କି ଏହି ଅଦୃଶ୍ୟ ଶକ୍ତି ସତ ବୋଲି।ତେବେ ସେମିତି ଏକ ଘଟଣା ମଧ୍ୟ ପ୍ରଦେଶ ରେ ହରଦା ଠାରେ ଦେଖିବାକୁ ମିଳିଛି। ତେବେ ସେଠାରେ ରହି ଥିବା ଏକ ହନୁମାନ ମନ୍ଦିର ରେ ଲୁହ ଝରୁଛି। ତେବେ ଏହା ସତ ରର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ ।ତେବେ ଲୋକ ମାନେ ମଧ୍ୟ ଏହାକୁ ଦେଖି ପୁରା ଚକିତ ହୋଇ ଯାଇଛନ୍ତି।

ତେବେ ପ୍ରଭୁ ହନୁମାନ ହେଉଛିନ୍ତି ସବୁ ସଙ୍କଟ ର ବିନାଶକ୍ , ଯାହା ପାଇଁ ତାଙ୍କୁ ସଙ୍କଟମୋଚନ ବୋଲି କୁହା ଯାଏ। ତେବେ ସେ ସବୁବେଳେ ଭକ୍ତ ଙ୍କୁ ସାହାଯ୍ୟ କରନ୍ତି, ଯଦି ଜଣେ ଭକ୍ତ ତାଙ୍କୁ ଅସୁବିଧାରେ ଡାକି ଦିଏ। ହନୁମାନଙ୍କ ଆଖିରୁ ଲୁହ ଝରିବା ଶୁଭ ବାର୍ତ୍ତା ନୁହଁ।ଏହା ବହୁତ ଖରାପ ସମୟ ଆସୁଥିବାର ଆଭାସ ଦେଇଥାଏ। ଯେତେବେଳେ ଦେଖିଲେ ହନୁମାନଙ୍କର ଆଖିରୁ ଲୁହ ଝରୁଛି ସେତେବେଳେ ଏହାକୁ ଦେଖିବାକୁ ପାଇଁ ଅନେକ ସ୍ଥାନ ରୁ ସବୁ ଲୋକେ ଆସି ସେହି ମନ୍ଦିର ରେ ରୁଣ୍ଡ ହୋଇଥିଲେ। ତେବେ ସୂଚନା ଅନୁଯାୟୀ ସେହି ମନ୍ଦିର ରେ ଥିବା ମୂର୍ତ୍ତି ବହୁତ ପୁରୁଣା ।

ତେବେ ସେଠାରେ ସେହି ମୂର୍ତ୍ତି ରୁ ପାଖ ପାଖି ୬୦ ଘଣ୍ଟା ଧରି ଲୁହ ବାହାରି ଥିଲା। ତେଣେ ଲୁହ ବହରିବା ଏକ ଖରାପ ସଂକେତ ଭାବି ସବୁ ଲୋକ ଆତଙ୍କିତ ହେଉଛନ୍ତି। ତେବେ ଏହି ଘଟଣା ସବୁ ଆଡେ ବହୁତ ଭାଇରଲ ହୋଇ ଥିଲା ,ଆଉ ଲୋକ ଙ୍କ ଭିଡ଼ ମଧ୍ୟ ଜମି ଥିଲା। ତେବେ ମୂର୍ତ୍ତି ରୁ ଲୁହ ବାହାରିବା ର କାରଣ କଣ କେହି ବୁଝି ପାରୁ ନାହାନ୍ତି। ତେବେ ଏହା ଅଶୁଭ ସଂକେତ ବୋଲି ସବୁ ମନୁଛନ୍ତି। ତେଣେ ସବୁ ଭାବୁଛନ୍ତି ଆଗକୁ ନିହାତି ଏକ ଦୁର୍ଘଟଣା ଘଟିବାକୁ ଯାଉଛି,ତେଣୁ ସବୁ ଲୋକ ଭୟଭୀତ ହେଇ ଯାଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।