( 2021- ଜାନୁୟାରୀ 17 ରେ )ସିଂହ ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ,12ଟି ରାଶିର ଭାଗ୍ୟରେ ପରିବର୍ତ୍ତନ ଆପଣଙ୍କ ରାଶି ଦେଖି ନିଅନ୍ତୁ

0

ଗ୍ରହ ମାନଙ୍କର ରାଜା ହେଉଛନ୍ତି ରବି ଗ୍ରହ। ତାଙ୍କର ଅବସ୍ଥାନ କୌଣସି ରାଶି ଘରେ ହେଲେ ସେହି ରାଶି ପିତୃ ସୁଖ ପ୍ରାପ୍ତ କରନ୍ତି। ଏହା ସହିତ ଏହି ରାଶିର ବ୍ୟକ୍ତି ବିଶେଷ ଅନେକ କିଛି କାମନା କରୁଥିବା କାର୍ଯ୍ୟ ସହଜରେ ପ୍ରାପ୍ତ କରି ପରିବେ। ତେଣୁ ରବି ଗ୍ରହଙ୍କ ଅବସ୍ଥାନ ଅନେକ ସମୟରେ ପରିବର୍ତ୍ତିତ ହୋଇଥାଏ। ତେବେ କିଛି ଦିନ ମଧ୍ୟରେ ରବି ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ। ଏହା ଦ୍ୱାରା ସବୁ ରାଶିର ଚଳନ ମଧ୍ୟ ପରିବର୍ତ୍ତନ ହେବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର କଣ ରହିବ ଆଗାମୀ ଦୁଇ ମାସ।

ମେଷ:- ଏହି ରାଶିର ବ୍ୟକ୍ତି ମାନେ ମଧ୍ୟମ ଧରଣର ସଫଳତା ପାଇବେ। ମନ, ଦେହ ଭଲ ରହିବ। ଛାତ୍ର ଛାତ୍ରୀ ମାନେ।ମଧ୍ୟ ମନ ମୁତାବକ ସଫଳତା ପାଇବେ। ବ୍ୟବସାୟ ରେ ମଧ୍ୟ ଆଶାନୁରୂପ ଫଳ ମିଳିବ।

ବୃଷ:-ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ଏକ ମାସ ଭଲରେ ଅଛୁ କାଟିବ। ଏହି ରାଶିର ବ୍ୟକ୍ତି ମାନେ ଜମି ମାମଲା ରେ କୋର୍ଟରେ ଆଶାନୁରୂପ ପକ୍ଷ ପାଇବେ। ପାଠ ପଢ଼ାରେ ମନ ଲାଗିବ। ଆପଣ ମଧ୍ୟ ନିଜ ଦାମ୍ପତ୍ୟ ଜୀବନରେ ଆନନ୍ଦ ପାଇବେ।

ମିଥୁନ:-ଏହି ରାଶିର ବ୍ୟକ୍ତି ମାନେ ଅନେକ ସମୟରେ ଚିନ୍ତାରେ ପଡିବେ। ଅଳସୁଆ ହେବାକୁ ମନ ହେବ। କିନ୍ତୁ ଚାକିରୀ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ଆଶାନୁରୂପ ଫଳ ପାଇବେ। ବ୍ୟବସାୟୀ ରେ ମଧ୍ୟମ ଧରଣର ଲାଭ ମିଳିବ।

କର୍କଟ:-ଏହି ରାଶିର ବ୍ୟକ୍ତି ମାନେ ଏହି ମାସ କିଛି ଆଶା କରିନଥିବା ଜିନିଷ ସହଜରେ ପାଇଯିବେ। ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଭଲ କରିବେ। ଦାମ୍ପତ୍ୟ ଜୀବନ ମଧ୍ୟ ଖୁସିରେ କଟିବ। ଏହା ସହିତ ଆପଣ ନିଜ ଉପରେ ଭରଷା ଅଧିକ କରିବେ।

ସିଂହ:-ସିଂହ ରାଶିରେ ରବିଙ୍କ ପ୍ରେବେଶ ହେତୁ ଏମାନେ ଯଥାଚିତ ସୁଖ ପ୍ରାପ୍ତ କରିବେ। ଯେଉଁ ମାନେ ଶୁଭ କାର୍ଯ୍ୟ କରିବାକୁ ଇଚ୍ଛା ରଖିଛନ୍ତି ଏହି ମାସରେ କଲେ ଆପଣ ନିହାତି ଏହାର ଯଥାର୍ଥ ଫଳ ପାଇବେ। ଦେହ ମଧ୍ୟ ଭଲ ରହିବ।

କନ୍ୟା:-ଏହି ରାଶିର ବ୍ୟକ୍ତିମାନେ ନିଜ ପୁରୁଣା ବନ୍ଧୁ ଙ୍କୁ ଭେଟିବେ। ପୁରୁଣା କାର୍ଯ୍ୟ ମଧ୍ୟ ଶେଷ କରିପାରିବବ। ଘରୁ ଯିବା ପୂର୍ବରୁ ଆପଣ ସୂର୍ଯ୍ୟ ଦେବ ଙ୍କୁ ପ୍ରଣାମ କରି ଯାଆନ୍ତୁ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ।

ତୁଳା:-ଏହି ରାଶିର ବ୍ୟକ୍ତି ମାନେ ମନରେ ଯେଉଁ କାର୍ଯ୍ୟ କରିବାର ଆଗ୍ରହ ରଖିଛନ୍ତି ତାହାର ଶୁଭାରମ୍ଭ କରିନେବ ଦରକାର। ଆପଣଙ୍କ ପାଇଁ ଏହି ମାସ ଏତେ ଖାସରେ କଟିବ ନାହିଁ। ପାଠ ପଢ଼ାରେ ମନ ଲାଗି ନପାରେ।

ବିଛା:- ଏହି ରାଶିରେ ମଧ୍ୟ ଅନେକ କିଛି ଭଲ ଖବର ମିଳିବାର ସମ୍ଭାବନା ରହିଛି।ଆପଣ ଯେଉଁ କାର୍ଯ୍ୟ ପୂର୍ବରୁ ଆରମ୍ଭ କରିଥିଲେ ତାହାର ଶେଷ କରିପାରିବେ ଏହି ମାସରେ। ଆପଣଙ୍କ ରାଶିରେ ଅନ୍ୟ ଗ୍ରହର ପ୍ରଭାବ ହେତୁ ଆପଣଂକୁ ସକାଳେ ସୂର୍ଯ୍ୟ ଦେଵଙ୍କୁ ପ୍ରଣାମ କରିବାକୁ ପଡିବ।

ଧନୁ :- ଏହି ରାଶିର ଏହି ମାସ ଖୁବ ଖୁସିରେ କଟିବେ। ରହି ରାଶିର ବ୍ୟକ୍ତି ମାନେ ପରିବାର ପାଇଁ ଅଧିକ ସମୟ ଦେଇ ପାରିବେ। ଏହି ବ୍ୟକ୍ତି ମାନେ ଟିକେ ଚିନ୍ତା ରେ ରହିବେ। ଆର୍ଥିକ କ୍ଷେତ୍ର ରେ ଟିକେ ଅଭାବ ଦେଖାଯିବ।

ମକର :-ଏହି ରାଶିର ବ୍ୟକ୍ତି ମାନେ ପ୍ରତିଦିନ ସୂର୍ଯ୍ୟଙ୍କୁ ଉଠି ପ୍ରଣାନ ଜଣାନ୍ତୁ। ଏପରି କଲେ ସୂର୍ଯ୍ୟ ଙ୍କ ତେଜ ଆପଣଙ୍କ ଉପରୁ ସବୁ ବାଧା ବିଘ୍ନ କଟିଯିବ। ଆପଣଙ୍କ ସହ ଅନ୍ୟ ମାନଙ୍କର ସମ୍ପର୍କ ଘନିଷ୍ଠ ହେବ।

କୁମ୍ଭ:-ଏହି ରାଶିର ବ୍ୟକ୍ତି ମାନଙ୍କର ଟିକେ ଦେହ ଖରାପ ରହିବ।ଛାତ୍ର ଛାତ୍ରୀ ମାନେ ପଢ଼ାରେ ମନ ଦେବେ। ଏହା ସହିତ ଏହି ରାଶିର ବ୍ୟକ୍ତି ମାନେ ଦାମ୍ପତ୍ୟ ଜୀବନ ଖୁସିରେ କାଟିବେ। ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ନିଜ ବନ୍ଧୁ ମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବେ।

ମୀନ:- ଏହି ରାଶିର ବ୍ୟକ୍ତି ମାନେ ଏହି ମାସରେ ଟିକେ ବ୍ୟସ୍ତତା ରହିବେ। ନିଜ ଦେହ ପ୍ରତି ଅଧିକ ଧ୍ୟାନ ଦେବେ। ପରୀକ୍ଷା ରେ ଭଲ ଫଳ ମିଳିବ।ଆପଣଙ୍କ ସହିତ ଅନେକ ଲୋକ ସହଯୋଗ ର ହାତ ବଢାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।