ଗାଧୋଇ ସରିବା ପରେ – କରନ୍ତୁ ନାହିଁ ଏହି 10ଟି ଭୁଲ୍ (ଭୟଙ୍କର କଥା)

0

ଆମେ ମାନେ ପ୍ରତ୍ୟେକ ଦିନ ଆମର ସମସ୍ତ ନିତ୍ୟ କର୍ମ କରିଥାଉ, ଏହା ପରେ ଆମେ ଆମର ନିଜ ନିଜ କାମରେ ବାହାରି ଯାଇଥାଉ। ତେବେ ଆମେ ମାନେ ଆମ କାର୍ଯ୍ୟ କରିବା ବେଳେ ଏପରି କିଛି କାମ କରିଥାଉ ଯେଉଁଥି ପାଇଁ ଆମ ମାନଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ ଆଉ ଆମର ଅନେକ କ୍ଷତି ମଧ୍ୟ ହୋଇଥାଏ। ଆତ ହିନ୍ଦୁ ଧର୍ମ ରେ ତ ଏପରି ଅନେକ ନିୟମ ସବୁ ରହିଛି ଯାହାକୁ ଆମ ମାନଙ୍କୁ ପାଳନ କରିବା କଥା, ଏହା ଦ୍ୱାରା ଆମ ମାନଙ୍କ ର ମଙ୍ଗଳ ହୋଇଥାଏ। ଅନେକ ଲୋକ ବହୁତ ନିୟମ ଗୁଡିକ ସମ୍ପର୍କରେ ଜାଣି ନାହାଁନ୍ତି, ଯାହା ଦ୍ୱାରା କି ସେମାନେ ସେହି ସବୁ ଭୁଲ୍ କାମ କରନ୍ତି ଏବଂ ଅସୁବିଧା ରେ ପଡି ଥାଆନ୍ତି।


ଆମେ ମାନେ ପ୍ରତିଦିନ ଗାଧୋଇ ସାରିବା ପରେ ଏପରି କିଛି ଭୁଲ୍ କାମ କରିଥାଉ, ଯାହାକୁ କି ଆମ ମାନଙ୍କୁ କରିବା କଥା ନୁହେଁ। ଆମେ ସବୁଦିନ ସକାଳୁ ଉଠି ଗଧୋଇ ତରତର ହୋଇ ବ୍ରେକ୍ ଫାଷ୍ଟ କରି ନିଜ ନିଜ ର କାମ କୁ ବାହାରି ଯାଇଥାଉ। ତେବେ ଗାଧୋଇ ସାରିବା ପରେ ଆମେ ମାନେ ଏପରି କିଛି ଛୋଟ ଛୋଟ ଭୁଲ୍ କାମ କରିବା ଅନୁଚିତ୍ ଅଟେ, ଏହା ଦ୍ୱାରା ଆମ ଜୀବନ ରେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଦେଖିବାକୁ ଦେଖିବାକୁ ମିଳେ। ଏହା ସହ ସେହି ଦିନ ଗୁଡିକ ମଧ୍ୟ ପୁରା ଖରାପ ରେ ଯାଇଥାଏ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କାମ ର ସଠିକ୍ ନିୟମ ରହିଛି, ଏହି ସବୁ ନିୟମ କୁ ମାନି ନ ଚାଲିଲେ ଆମ ଘରେ ମଧ୍ୟ ଅନେକ ସବୁ ସମସ୍ୟା ମାନ ହୋଇଥାଏ। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ କହିବୁ, କେଉଁ ସବୁ କାମ ଗାଧୋଇ ସାରିବା ପରେ କରିବା ଟା ଅନୁଚିତ୍ ଅଟେ।

1 . ଗାଧୋଇବା ବେଳେ କେବେବି ଦକ୍ଷିଣ ଦିଗ କୁ ମୁହଁ କରି ଗାଧାନ୍ତୁ ନାହିଁ। ଏହି ଦିଗ ଟି ଯମ ରାଜା ଙ୍କୁ ସମର୍ପିତ ହୋଇ ଯାଇଛି, ଆମେ ମାନେ ଯେତେବେଳେ କିଛି ଅଶୁଭ କାମ କରିଥାଉ ଦକ୍ଷିଣ ଦିଗ କୁ ମୁହଁ କରି କରିଥାଉ। ପୁର୍ବ ଦିଗ କୁ ମୁହଁ କରି ଗାଧୋଇବା ଟା ବହୁତ ଭଲ କଥା ଅଟେ।

2 . ଆମର ଅନେକ ଲୋକ ମାନଙ୍କ ର ଏପରି ଏକ ଖରାପ ଗୁଣ ରହିଛି, ଆମେ ମାନେ ଗାଧୋଇ ସାରିବା ପରେ ପିନ୍ଧି ଥିବା ଲୁଗା କୁ ସଫା ନକରି ପାଣି ରେ ଓଦା କରି ପକେଇ ଦେଇ ଆସୁ। ଅନେକ ଲୋକ ଏହି ଓଦା ଲୁଗା କୁ ବହୁତ ସମୟ ପର୍ଯ୍ୟନ୍ତ ପାଣି ରେ ପକାଇ ରଖନ୍ତି। ଏହି ଗୁଣ ବହୁତ ଖରାପ ଗୁଣ ଅଟେ। ଯେଉଁ ମାନଙ୍କ ର କୁଣ୍ଡଳୀ ରେ ରାହୁ ଦୋଷ ରହିଛି, ସେମାନଙ୍କ ଉପରେ ଏହି କାମ ଟି ବହୁତ ଖରାପ ପ୍ରଭାବ ପକାଇ ଥାଏ।

3 . ଗାଧୋଇ ସାରିବା ପରେ ବାଲ୍ଟି ରେ ଗାଧୁଆ ପାଣି କୁ ରଖନ୍ତୁ ନାହିଁ। ଗାଧୁଆ ପାଣି କୁ ଢାଳି ଦେଇ ବାଲ୍ଟି ରେ ଭଲ ପାଣି ଭର୍ତ୍ତି କରି ରଖନ୍ତୁ। ଏପରି କାମ କରିବା ଦ୍ୱାରା ଆପଣ ମାନଙ୍କ ର ଧନ ସଞ୍ଚୟ ରେ ବାଧା ଉପୁଜି ଥାଏ। ସବୁବେଳେ ବାଲ୍ଟି ରେ ଭଲ ପାଣି ଭର୍ତ୍ତି କରି ରଖନ୍ତୁ।

4 . ଆମ ମାନଙ୍କ ର ଅନେକ ଙ୍କ ର ଅଭ୍ୟାସ ରହିଛି କି ଆମେମାନେ ଗାଧୋଇବା ବେଳେ ଜୋତା ପିନ୍ଧି ଗାଧୋଇ ଥାଉ। ଏପରି କାମ କରିବା କୁ ଅଶୁଭ ବୋଲି ମାନା ଯାଇଥାଏ। ଗାଧୋଇବା ସମୟ ରେ ପ୍ରଥମ ପାଣି ପାଦ ରେ ପକାଇବା ଟା ବହୁତ ଶୁଭ ହୋଇଥାଏ। ଗାଧୋଇ ସାରିବା ପରେ ପାଦ ରେ ପାଣି ଢାଳିବା ଅଶୁଭ ବୋଲି ମନା ଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।