ଦେଖନ୍ତୁ ଭିଡ଼ିଓ ! ମୃତ୍ୟୁ ପୂର୍ବରୁ ପରୀ ଗାଇଥିଲା ଏହି ସଙ୍ଗୀତ, ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

0

ଆମ ସମାଜ ରେ ଅନେକ ଅନ୍ୟାୟ ଅତ୍ୟାଚାର ଭଳି ଘଟଣା ଦେଖିବାକୁ ମିଳୁଛି। ତେବେ ସମାଜ ରେ ରହୁ ଥିବା ପ୍ରତେକ ଝିଅ ବହୁ ମାନଂକ ପ୍ରତି ଅଧିକ ଅତ୍ୟାଚାର ହେଉଛି। ଏହି ପୁରୁଷକେନ୍ଦ୍ରିକ୍ ସମାଜ ରେ ମହିଳା ମାନେ ଏକ୍ ପ୍ରକାର ଅସୁରଖିତ୍ ହୋଇ ପଡିଛନ୍ତି। ଏବେ ମଣିଷ ମାନଙ୍କ ଭିତରେ ଭରି ରହିଛି ଲୋଭ , ହିଂସା ।ଯାହା ଦ୍ୱାରା ସେମାନେ ଭୁଲ କାଉଟା ଆଉ ଠିକ କାଉଟା ଜାଣି ପାରୁ ନାହଁନ୍ତି । ତେବେ ଏହି ସମାଜ ରେ ପ୍ରତିଦିନ ନାରୀ ମାନଙ୍କ ପ୍ରତି ହେଉ ଥିବା ଅନ୍ୟାୟ ବଢ଼ି ଯାଉଛି। ଯାହା ଦ୍ୱାରା ନାରୀ ମାନେ ଆଉ ନିଜ କୁ ସୁରକ୍ଷିତ ମନେ କରି ପାରୁ ନାହାନ୍ତି।

ତେବେ ପ୍ରତିଦିନ ନାରୀ ମାନେ ଗଣ ଧୁସ୍କର୍ମ୍ ର ଶିକାର ହେଉଛନ୍ତି । ଆଉ ଏହା ଦିନ କୁ ଦିନ ବଢ଼ିବାରେ ଲାଗିଛି ।ତେବେ ସରକାର ଏହାର ସମାଧାନ ପାଇଁ ଯେତେ ଚେଷ୍ଟା କରୁଛନ୍ତି । କିନ୍ତୁ ଏହାର ସମାଧାନ ର ରାସ୍ତା ଦେଖା ଯାଉ ନାହିଁ। ତେବେ ସେମିତି ଏକ ଘଟଣା ଦେଖିବକୁ ମିଳିଛି ନୟାଗଡ଼ ଜିଲ୍ଲା ରେ।ତେବେ ନୟାଗଡ଼ ଜିଲ୍ଲା ରେ ରହୁ ଥିବା କୁନି ଝିଅ ପରି କୁ ହତ୍ୟା କରା ଯାଇଛି। ତେବେ ଏହି ଖବର ଏବେ ସବୁ ସ୍ଥାନ ରେ ପ୍ରଚାର ହେବାର ଲଗିଛି। ଆଉ ପରୀ ର ମୁର୍ତ୍ୟୁ ପଛରେ ଜଣେ ରାଜନେତା ଅରୁଣ ସାହୁ ଙ୍କ ହାତ ଅଛି ବୋଲି ଜଣା ପଡିଛି।ତେବେ ଏହି ଘଟଣା ପାଇଁ ସାରା ରାଜ୍ୟ ସହ ରାଜନୈତିକ ଉସ୍ମତା ମଧ୍ୟ ଦେଖା ଦେଇଛି।

ତେବେ ଏହି ଛୋଟ ଝିଅ କୁ ନ୍ୟାୟ ଦେବା ପାଇଁ ସମସ୍ତେ ନିଜର ସ୍ୱର ଉଠାଇ ଛନ୍ତି।ତେବେ ସୋସିଆଲ ମିଡିଆରେ ପରୀ ର ଅନେକ ଫୋଟୋ ଭିଡିଓ ମଧ୍ୟ ବହୁତ ଭାଇରଲ ହୋଇଛି।ତେବେ ସେହି ଭିଡିଓ ଗୁଡିକ ମଧ୍ୟ ରୁ ଗୋଟେ ଭିଡିଓ ରେ ପରୀ ଗୀତ ଗାଇବାର ଦେଖିବାକୁ ମିଳିଛି।ତେବେ ସେହି ଭିଡିଓ ରେ ପରି ଜାତୀୟ ସଂଗୀତ ଗାଉଛି। ଆଉ ଗୀତ ଟି ବହୁତ ମଧୁର୍ ଶୁଣା ଯାଉଛି। ତେବେ ସେହି ଭିଡିଓ ପରୀ ର ଶେଷ ଭିଡିଓ ଅଟେ। ତେବେ ତାଙ୍କ ମା ଙ୍କ କାହିବା ଅନୁସାରେ ପରି ବହୁତ ବୁଦ୍ଧିମନ୍ ଥିଲେ। ସେ ଗଣିତ କୁ ଭଲ ଭାବେ କଷି ପାରୁ ଥିଲେ।

ପାଠ କୁ ବହୁତ ଶୀଘ୍ର ମନେ ରଖି ପାରୁ ଥିଲେ। ଆଉ ଖେଳିବା ସମୟ ରେ ମଧ୍ୟ ସେ ପଥ୍କୁ ମାନେ ପକାଉ ଥିଲେ।ତେବେ ପରି ଯେଉଁ ଖାତା ରେ ଗଣିତ କରିଛି। ସେହି କଥା ର କିଛି ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଆଉ ଦେଖିବାକୁ ମିଳିଛି କି ସେହି ପୃଷ୍ଠା ରେ ସବୁ ଗଣିତ ଠିକ ଅଛି। ତେବେ ଏହା ବହୁତ ଭାଇରଲ ହେବା ସହ ଲୋକ ମାନେ ଏହି ଘଟଣା ଉପର ନିଜ ନିଜ ମତ ରଖିଛନ୍ତି ।ଆଉ କୁନି ଝିଅ ପରୀ ନ୍ୟାୟ ପାଉ ସବୁ ଚାଁହୁଚନ୍ତି।ଆଉ ତା ପରୀ ସେତେବେଳେ ନ୍ୟାୟ ପାଇବ ଯେତେବେଳେ ପରୀ ହତ୍ୟାକାରୀ ଦଣ୍ଡ ପାଇବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।