Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।

ଜ୍ଞାନ ର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ। ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଓ ତାର ଉତ୍ତର କଣ ।

୧) ଗାୟିତ୍ରୀ ମନ୍ତ୍ର କିଏ ରଚନା କରିଥିଲେ?
ଉତ୍ତର :- ବିଶ୍ୱାମିତ୍ର

୨) ଭାରତର କେଉଁ ରାଜ୍ୟ ରେ ଗରୀବ ଲୋକ ମାନଙ୍କ ସଂଖ୍ୟା ଅଧିକ?
ଉତ୍ତର :- ଉତ୍ତରପ୍ରଦେଶ

୩)ଭାରତରେ କି ପ୍ରକାର ଶାସନ ପ୍ରତିଷ୍ଠିତ?
ଉତ୍ତର :- ଗଣତାନ୍ତ୍ରିକ ଶାସନ

୪) ଭାରତର ଶାସନ ମୁଖ୍ୟ କିଏ?
ଉତ୍ତର :- ରାଷ୍ଟ୍ରପତି

୫) ଭାରତର ଜନସଂଖ୍ୟା କେତେ?
ଉତ୍ତର :- ୧୨୧ କୋଟି

୬) ଭାରତରେ କେତେ ବର୍ଷ ରେ ଥରେ ଜନ ଗଣନା କରାଯାଏ?
ଉତ୍ତର :- ୧୦ ବର୍ଷ

୭) ଭାରତର ପାର୍ଲାମେଣ୍ଟ ରେ କେତୋଟି ସଭା ରହିଛି?
ଉତ୍ତର :- ୨ ଟି

୮)ଜାହାଙ୍ଗୀର ଙ୍କ ସମୟ ରେ ଶ୍ରେଷ୍ଠ ଚିତ୍ରକାର କିଏ ଥିଲେ?
ଉତ୍ତର :- ବିସନ ଦାସ

୯) ତାଜମହଲ କେଉଁ ନଦୀ କୂଳରେ ଗଢା ଯାଇଛି?
ଉତ୍ତର :- ଯମୁନା

୧୦) କେଉଁ ମୋଗଲ ତାଙ୍କ ଆତ୍ମଜୀବନୀ ଲେଖି ନଥିଲେ?
ଉତ୍ତର :- ଶାହାଜାହାନ

୧୧) କେଉଁ ରାଦପୁତ ମାନେ ମୋଗଲ ଶାସକ ମାନଙ୍କର ବଶତା ସ୍ୱୀକାର କରି ନଥିଲେ?
ଉତ୍ତର :- ଶିଶୋଦୀୟ

୧୨) ଆକବର ଙ୍କ ସମୟ ରେ ସର୍ବଶ୍ରେଷ୍ଠ ଆୟ କଣ ଥିଲା?
ଉତ୍ତର :- ଭୂ ରାଜସ୍ୱ

୧୩) ଔରଙ୍ଗଜେବ କେଉଁ ମହିହା ରେ ସିଂହାସନ ଆରୋହଣ କରିଥିଲେ?
ଉତ୍ତର :- 1658

୧୪) ସିଡି ରୁ ପଡି କେଉଁ ମୋଗଲ ସମ୍ରାଟ ଙ୍କ ମୃତ୍ୟୁ ହୋଇଥିଲା?
ଉତ୍ତର :- ହୁମାୟୁନ୍

୧୫) ବାବର କାହାର ବଂଶଧର ଥିଲେ?
ଉତ୍ତର :- ତୈମୁର ଲଙ୍ଗ

୧୬) ଲାଲକିଲ୍ଲା କେଉଁ ଠାରେ ନିର୍ମିତ ହୋଇଛି?
ଉତ୍ତର :- ଦିଲ୍ଲୀ

୧୭) ଔରଙ୍ଗଜେବ ପଞ୍ଜାବ ର ପାହାଡିଆ ଅଞ୍ଚଳରେ କେଉଁ ଦୁର୍ଗ ଅକ୍ତିଆର କରିଥିଲେ? 

ଉତ୍ତର :-କାଙ୍ଗ୍ରା

୧୮)ବାବର ଭାରତ ଆକ୍ରମଣ କରିବା ସମୟ ରେ ଦିଲ୍ଲୀ ରେ କିଏ ରାଜତ୍ୱ କରୁଥିଲେ?
ଉତ୍ତର :- ଇବ୍ରାହିମ୍ ଲୋଦି

୧୯) ଇମର ଶେଖ ମିର୍ଜା କାହାର ପିତା ଥିଲେ ?
ଉତ୍ତର :- ବାବର

୨୦) ପ୍ରଥମ ପାନିପଥ ଯୁଦ୍ଧ କେବେ ହୋଇଥିଲା?
ଉତ୍ତର:- 1526

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।