ଦେଖନ୍ତୁ ଭିଡ଼ିଓ – କଲେଜ ଛାତ୍ରୀ ଙ୍କ କଳା କାରନାମା ର ଭାଇରଲ ଭିଡ଼ିଓ । ନିଆଁ ଭଳି ଭାଇରଲ ହେଉଛି ସୋସିଆଲ ମିଡ଼ିଆ ରେ ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନର ଏହି ଯୁବ ଛାତ୍ରପିଢୀ ଙ୍କୁ କଣ ହୋଇଯାଇଛି ??କାହିଁକି ଏମାନେ ଶିକ୍ଷିତ ହୋଇ ମଧ୍ୟ ଏକ ଅଶିକ୍ଷିତ ପରି ବ୍ୟବହାର କରୁଛନ୍ତି ?? କେଉଁ କାରଣ ଏହି ଯୁବ ଛାତ୍ରଛାତ୍ରୀ ଙ୍କୁ ଅଧିକ ରୁ ଅଧିକ କୌଳିଶୀତ ଏବଂ ଖରପ ଆଡ଼କୁ ଟାଣି ନେଉଛି ?? ଏବେ ଏହି ଛାତ୍ର ସମାଜ କୁ ଦେଖିଲେ ଏମିତି ବହୁତ ଗୁଡିଏ ପ୍ରଶ୍ନ ଆମ ମନ ଭିତରେ ଉଙ୍କିମାରେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଛାତ୍ରଛାତ୍ରୀ ମାନଙ୍କ ର ଏକ ଲଜ୍ୟା ଜନକ କର୍ଯ୍ୟ ଉପରେ ।

ତେବେ ଏମିତି ଏକ ଅତି ଲଜ୍ୟା ଜନକ ଘଟଣା ଘଟିଛି ମୟୁରଭଞ୍ଜ ନିକଟସ୍ଥ ଏକ ଜଙ୍ଗଲ ରେ । ସୂଚନା ଅନୁସାରେ ଏହି ଜଙ୍ଗଲ ରେ କିଛି ଯୁବ ପିଢୀ ଙ୍କୁ ଅସଙ୍ଗିନ ରୂପରେ ଦେଖିବାକୁ ପାଇଥିଲେ।ସେମାନେ କେବଳ ପ୍ରେମାଳ୍ପ ରେ ବ୍ୟସ୍ତ ନଥିଲେ ବରଂ ସେମାନେ ମଦ୍ୟପାନ ମଧ୍ୟ କରିଥିଲେ ଆଉ ଣ୍ଡ ପିଇ ଦୁଇ ଜଣ ଯୁବତୀ ଟୋଳ ମଳ ହେଉଥିଲେ। ତେବେ ସେଠାକାର ଲୋକମାନେ କହିଛନ୍ତି ଯେ ସେମାନେ ଗତ ଶୁକ୍ରବାର ଅପରାହ୍ନରେ ଦୁଇ ପ୍ରେମୀ ଯୁଗଳ ଙ୍କୁ ସେହି ଜଙ୍ଗଲ ମଧ୍ୟରେ ଅସଙ୍ଗିନ ଅବସ୍ଥାରେ ମଦ ପିଇ ବସି ମସ୍ତି କରିବାରେ ଦେଖିଥିଲେ । ମାତ୍ର ଏହି ସମୟରେ କିଛି ଯୁବକ ମାନେ ଏହାକୁ ମୋବାଇଲ ରେ ରେକର୍ଡ କରିବା ସହ ସେହି ଯୁବକ ଙ୍କୁ ମାଡ଼ କରିଥିଲେ ।

ମାତ୍ର ସେଠାକାର ଲୋକମାନେ କହିଛନ୍ତି ଯେ , ଏହା କିଛି ନୂଆ କଥା ନୁହଁ କାରଣ ଏହି ଜଙ୍ଗଲ ରେ ଅନେକ ସମୟରେ ସେମାନେ ଏମିତି ବହୁ ପ୍ରେମୀ ଯୁଗଳ ଙ୍କୁ ଦେଖିଥାନ୍ତି ଏବଂ କେବେ କେବେ ସେମାନେ ତାଙ୍କୁ ପୋଲିସ ଙ୍କୁ ମଧ୍ୟ ଜଣେଇଥାନ୍ତି । ମାତ୍ର ଶୁକ୍ରବାର ଘଟିଥିବା ଘଟଣା ରେ ସେଠାକାର ଲୋକାଲ ଟୋକା ମାନେ ସେହି ଦୁଇ ପ୍ରେମୀ ଯୁଗଳ ଙ୍କ ର ଭିଡ଼ିଓ ବନେଇବା ପରେ ତାଙ୍କୁ ରେଡ଼ ହ୍ୟାଣ୍ଡ ଧରିଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ଗୋଟିଏ ପ୍ରେମୀ ଯୁଗଳ ଖସି ପଳେଇଥିଲେ ଏବଂ ଅନ୍ୟ ଗୋଟିଏ ପ୍ରେମୀ ଯୁଗଳ ଲୋକଙ୍କ ହାତରେ ଧାରା ପଡିଯାଇଥିଲେ ।

ଏବଂ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ପ୍ରେମୀ ଯୁଗଳ ଙ୍କୁ ରେଡ଼ ହ୍ୟାଣ୍ଡ ଧରିବା ପରେ ତାଙ୍କୁ ପଚାର ଉଚାର କରିଥିଲେ । ଏବଂ ଏହି ସମୟରେ ସେମାନେ କହିଛନ୍ତି ଯେ , ସେମାନେ ତାଙ୍କର ଜଣେ ବନ୍ଧୁଙ୍କ ର ଜନ୍ମ ଦିନ ( ବାର୍ଥ ଡେ ସେଲିବ୍ରେସନ ) କରିବାକୁ ଆସିଥିଲେ ଏବଂ ସେମାନେ ଦୁଇ ଜଣ କଲେକ ସ୍ତୁଡେଣ୍ଟ ଥିଲେ ବୋଲି । ଉଲେକ୍ଷ୍ୟଯୋଗ୍ୟ ଯେ ସେହି ଦୁଇ ପ୍ରେମୀ ଯୁଗଳ ସେଠାରେ ମଦ ପିଇ ବହୁତ ପ୍ରକାରର ଅଶୀଳ କାର୍ଯ୍ୟ ରେ ଲିପ୍ତ ଥିବା ବେଳେ ତାଙ୍କୁ କିଛି ଲୋକାଲ ଟୋକା ଅନୁସରଣ କରିଥିଲେ ଏବଂ ପରେ ତାଙ୍କର ଭିଡ଼ିଓ ମୋବାଇଲ ରେ ରେକର୍ଡ କରିବା ସହ ସେଥିରେ ସଂପୃକ୍ତ ଥିବା ଯୁବକ କୁ ମାଡ଼ ମାରିଥିଲେ ।ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବରେ ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।