ଦେଖନ୍ତୁ ଭିଡ଼ିଓ ! ୬ ବର୍ଷ ର ଝିଅ କୁ ହତ୍ୟା କରି ପୋତି ଦେଲା ବାପ, ଦେଖନ୍ତୁ ସୈତାନ ବାପାର ନାରକୀୟ କାଣ୍ଡ…..

0

ଦୁନିଆରେ ଗୋଟେ ପିଲା ର ସବୁଠୁ ବଡ ସୁରକ୍ଷାଦାତା ବୋଲି ପିଲା ର ବାପା ମାଆ ମାନଙ୍କୁ କୁହାଯାଇଥାଏ। କାରଣ ମାଆ ର ନିଃସ୍ୱାର୍ଥପର ଭଲ ପାଇବା ଏବଂ ବାପା ର ଢେର୍ ସାରା ଭଲ ପାଇବା ଆଗରେ ପିଲା ଟି ନିଜକୁ ସବୁଠାରୁ ସୁରକ୍ଷିତ ମନେ କରେ ନିଜକୁ ନିଜ ବାପା ମାଆ ଙ୍କ ପାଖରେ। ତେବେ କୁହାଯାଇଥାଏ ସୁରକ୍ଷା ଦେଉଥିବା ଲୋକ ଯଦି ନିଜେ ଫସଲ ଖାଇବ ସେଠାରେ ଆଉ କାହାକୁ ଦୋଷ ଦିଆଯିବ ବା ଦାୟୀ କରାଯିବ।

ଅର୍ଥାତ୍ ଜଣେ ଯଦି କାହାକୁ ସୁରକ୍ଷା ଦେଉଥିବ ଏବଂ ଜଣେ ଯଦି ନିଜକୁ ସେହି ଲୋକ ଟି ପାଖରେ ନିଜକୁ ସୁରକ୍ଷିତ ଭାବୁଥିବ ତେବେ ସେହି ଲୋକ ଟି ଯଦି ଲୋକ ଟି ପାଇଁ ତାର ମୃତ୍ୟୁ ର କାରଣ ବା ତାର ଅସୁବିଧା ର କାରଣ ପାଲଟି ଯାଏ, ତେବେ କାହାକୁ ଆଉ ସେଠି ଦୋଷ ଦିଆଯିବ। କୁହାଯାଇଥାଏ ବାପା ମାଆ ମାନେ ହେଉଛନ୍ତି ଚଳନ୍ତି ଠାକୁର ସମସ୍ତ ଙ୍କ ପାଇଁ। କାହିଁକି ନା ବାପା ମାଆ ବହୁତ କଷ୍ଟ କରି ଗୋଟେ ପିଲା କଙ ଜନ୍ମ ଦିଅନ୍ତି ଏବଂ ସେହି ପିଲା ଟି ର ସମସ୍ତ କାମ କରନ୍ତି, ପିଲା ଟି ବଡ ହେବା ପର୍ଯ୍ୟନ୍ତ ତାର ସବୁ କାମ କରନ୍ତି।

ଆମେ ମାନେ ଦେଖିବାକୁ ପାଉଥିବା ଆଜି କାଲି ଦୁନିଆରେ ଏପରି ଅନେକ ବାପା ମାଆ ଙ୍କୁ ଦେଖିବାକୁ ମିରିଲାଣି ଯେଉଁ ମାନଙ୍କ ପାଇଁ ଲୋକ ମାନେ ବାପା ମାଆ ମାନଙ୍କୁ ଛି ବୋଲି କହୁଛନ୍ତି। ଅନେକ ଖବର ସବୁ ଶୁଣିବାକୁ ମିଳୁଛି ଯେଉଁଥିରେ ବାପା ମାନେ ନିଜ ଦେହର ଭୋକ କୁ ମେଣ୍ଟାଇବା ପାଇଁ ନିଜ ଝିଅ ମାନଙ୍କୁ ମଧ୍ୟ ଛାଡୁ ନାହାଁନ୍ତି, ତାଙ୍କ ସହ ମଧ୍ୟ ସମ୍ପର୍କ ରଖୁଛନ୍ତି। ଆଉ ଏପରି ମାଆ ମାନେ ଅଛନ୍ତି ଯେଉଁମାନେ କି ନିଜର ପାପ କର୍ମ କୁ ଲୁଚାଇବାକୁ ଯାଇ ନିଜ ପିଲା ର ମଧ୍ୟ ଜୀବନ ନେଇ ଯାଉଛନ୍ତି। ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ବାପ ସମ୍ପର୍କରେ କହିବୁ, ଯିଏ କି ନିଜର ରାଗ କୁ କଣ୍ଟ୍ରୋଲ୍ ନ କରି ପାରି ନିଜର ମାତ୍ର 6 ବର୍ଷ ର ଝିଅ ର ଜୀବନ ନେଇ ଯାଇଛନ୍ତି।

ଘଟଣା ଟି ହେଉଛି ଆମ ରାଜ୍ୟ ଓଡିଶା ର ପଟାଙ୍ଗୀ ଅଞ୍ଚଳର। ଏଠାକାର ଥାନା ର ଆଇଆଇସି ଙ୍କ କହିବା ଅନୁଯାୟୀ ପ୍ରଥମେ ଗତ ୨୧ ତାରିଖରେ ଏକ ଝିଅ ର ଘରୁ ହଜି ଯାଇଥିବା ନେଇ ଥାନା ରେ ଏକ ଏତଲା ଦିଆଯାଇଥିଲା। ପରେ ଏହି ସମ୍ପର୍କରେ ପୋଲିସ୍ ତଦନ୍ତ କରୁଥିଲା, ପରେ କିଛି ଗଲା ପରେ ସ୍ଥାନୀୟ ଜଙ୍ଗଲ ରୁ ଉକ୍ତ ଝିଅ ଟି ର ମୃତ ଶରୀର କୁ ଉଦ୍ଧାର କରାଯାଇଥିଲା। ଏହାପରେ ସେହି ଶରୀର କୁ ପୋଲିସ୍ ଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହା ପରେ ସେହି ପିଲା ଟି ର ବାପ କୁ ଡାକି ଏହି ସମ୍ପର୍କରେ ପଚରାଉଚରା କରାଯାଇଥିଲା, ପରେ ଏକ ଚାଞ୍ଚଲ୍ୟ କର ଘଟଣା ସାମ୍ନା କୁ ଆସିଥିଲା, ଯେଉଁ କଥା କୁ ଶୁଣି ପୋଲିସ୍ ର ମଧ୍ୟ ହୋସ୍ ଉଡି ଯାଇଥିଲା। ଏହା ଜଣା ପଡିଥିଲା କି ସେହି ବାପ ଟି ଉତ୍ୟକ୍ତ ହୋଇ ନିଜ ଝିଅ କୁ ମାରି ଦେଇଥିଲା ଏବଂ ପରେ ତାର ଶରୀର କୁ ପାଖ ଜଙ୍ଗଲ ରେ ଫିଙ୍ଗି ଦେଇଥିଲା।  ଏହି କଥା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏହାପରେ ଏହି ଲୋକ କୁ ପୋଲିସ୍ ଗିରଫ କରି ନିଜ ହେପାଜତ ରେ ରଖିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।