ଏଣିକି ସମସ୍ତ ଜରୁରୀ ସହାୟତା ପାଇଁ କେବଳ ଗୋଟିଏ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଡାଏଲ୍ ‘୧୧୨’, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ଆମ ମାନଙ୍କ ର ସୁବିଧା ପାଇଁ ସରକାର ସବୁବେଳେ ଅନେକ ପ୍ରକାର ର ଭଲ ଭଲ ପଦକ୍ଷେପ ମାନ ସବୁ ନେଇ ଥାଆନ୍ତି ଏବଂ ଅନେକ ପ୍ରକାର ର ନିୟମ ସବୁ ଲାଗୁ କରିଥାଆନ୍ତି। ଏହା ଦ୍ୱାରା ଆମ ମାନଙ୍କ ର ତଥା ବହୁତ ଗରୀବ ଲୋକ ମାନଙ୍କ ର ଅନେକ ସୁବିଧା ମଧ୍ୟ ହୋଇଥାଏ। ସରକାର ସବୁବେଳେ ଚେଷ୍ଟା କରନ୍ତି କିପରି ଭାବରେ ଲୋକ ମାନେ ସବୁବେଳେ ଭଲ ରେ ରହିବେ ସରକାର ଙ୍କ ର ସବୁ ଯୋଜନା ର ସୁବିଧା ସବୁ କିପରି ପାଇ ପାରିବେ ଏବଂ ତାକୁ ଉପଭୋଗ ମଧ୍ୟ କରି ପାରିବେ। ଆମେ ମାନେ ତ ଏହି କରୋନା ସମୟ ରେ ଦେଖିଥିବା ସରକାର କିପରି ଭାବରେ ଏହି ସମୟ ରେ ଅନେକ ଜରୁରୀ କାଳୀନ ସେବା ସବୁ ଲୋକ ମାନଙ୍କୁ ଯୋଗାଉ ଥିଲେ, କରୋନା ରୁ ଦୂରେଇ ରହିବା ପାଇଁ ଅନେକ ସବୁ ନିୟମ ମଧ୍ୟ ଲାଗୁ କରୁଥିଲେ। କରୋନା ସମୟ ରେ ସରକାର ଙ୍କ ର ସେହି ସବୁ ପଦକ୍ଷେପ କୁ ସତରେ ପ୍ରଶଂସା ର ପାତ୍ର ଅଟେ।


ତେବେ ଆମ ରାଜ୍ୟ ରେ ସରକାର ସବୁବେଳେ ଜରୁରୀ କାଳୀନ ପରିସ୍ଥିତି ପାଇଁ ଅନେକ ପ୍ରକାର ର ପଦକ୍ଷେପ ଏବଂ ନିୟମ ସବୁ ଲାଗୁ କରନ୍ତି,ଯେପରି ଭାବେ ଜରୁରୀ କାଳୀନ ପରିସ୍ଥିତି ବେଳେ ଲୋକ ମାନଙ୍କ ର କିଛି ଅସୁବିଧା ନ ହେଉ କି ସେମାନଙ୍କ ଜୀବନ ନ ଯାଉ। ତେବେ ଆପଣ ମାନେ ତ ଜାଣିଛନ୍ତି ଆମ ସରକାର ଭିନ୍ନ ଭିନ୍ନ ସବୁ ଜରୁରୀ କାଳୀନ ସେବା ପାଇଁ ଭିନ୍ନ ଭିନ୍ନ ନିୟମ ସବୁ ଲାଗୁ କରିଥାଆନ୍ତି। ସେହି ସବୁ ନିୟମ କୁ ମନେ ରଖିବା ପାଇଁ ମଧ୍ୟ ସରକାର କହିଥାଆନ୍ତି ଏବଂ ସେହି ସବୁ କୁ ମନେ ରଖିବାକୁ ଲୋକ ମାନଙ୍କୁ ଟିକେ କଷ୍ଟ ମଧ୍ୟ ହୋଇଥାଏ। ଆଉ ସେହି ସବୁ କାରଣ ରୁ ଏହିପରି କିଛି ନିୟମ ଗୁଡିକରେ କିଛି ଟା ପରିବର୍ତ୍ତନ ଆଣିଛନ୍ତି ସରକାର।


ତେବେ ଆପଣ ମାନେ ତ ଜାଣିଥିବେ, ବିଭିନ୍ନ ରାଜ୍ୟ ର ସରକାର ଦେଶର ସୁରକ୍ଷା ପାଇଁ ବିଭିନ୍ନ ରାଜ୍ୟରେ ବିଭିନ୍ନ ସବୁ ଜରୁରୀ କାଳୀନ ନିୟମ ମାନ ଲାଗୁ କରି ଥାଆନ୍ତି, ଏହା ସହ ବିଭିନ୍ନ ପ୍ରକାର ର ସହୟତା ମାନ ମଧ୍ୟ ଯୋଗାଇ ଦେଇଥାଆନ୍ତି। ଯେପରିକି ଆମର ଜରୁରୀ କାଳୀନ ପୋଲିସ୍ ସହାୟତା ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ରହିଛି 100,ଆଉ ଏହାକୁ ଆପଣ ଯେକୌଣସି ସମୟ ରେ ଯେକୌଣସି ପରିସ୍ଥିତିରେ ଡାଏଲ୍ କରିଲେ ସହାୟତା ପାଇ ପାରିବେ। ଏହା ଦ୍ୱାରା ଲୋକ ମାନଙ୍କର ବହୁତ କିଛି ଉନ୍ନତି ମଧ୍ୟ ହୋଇଥାଏ। ଠିକ୍ ସେହି 102 କିମ୍ବା 108 ନମ୍ବର ରେ କଲ୍ କରି ଆମ୍ବୁଲାନ୍ସ ସୁବିଧା ପାଇଥାଆନ୍ତି। ଏହି ସୁବିଧା ଯୋଗୁଁ ଲୋକ ମାନେ ବହୁତ କିଛି ସୁବିଧା ମଧ୍ୟ ପାଇ ପାରି ଥାଆନ୍ତି।.


କୌଣସି ଜରୁରୀ କାମ ପଡିଲେ ଏଣିକି 112 ରେ ଆପଣ ଡାଏଲ୍ କରି ପାରିବେ । ଗୋଟିଏ ନମ୍ବର ରହିବ 112, ତେବେ ପୋଲିସ୍ ବିଭାଗ ର ସବୁ ଜରୁରି ସହାୟତା ପାଇଁ ଗୋଟିଏ ନମ୍ବର ରହିବ 112 । ଏହା ସହିତ ତ୍ବରିତ ସେବା ପାଇଁ 1098 କୁ ଡାଏଲ କରିବା ପାଇଁ ପଡିବ । ଆଉ ଭିନ୍ନ ଭିନ୍ନ ସୁବିଧା ପାଇଂ ଭିନ୍ନ ଭିନ୍ନ ନମ୍ବରରେ ଡାଏଲ୍ କରିବା ପାଇଂ ପଡିବ ନାହିଁ , ଏହି ଗୋଟିଏ ନମ୍ବରର ଡାଏଲ୍ କରିଲେ ଆପଣ ସବୁ ପ୍ରକାର ସୁବିଧା ପାଇଂ ପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।