ଦେଖନ୍ତୁ ଭିଡ଼ିଓ । ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ମହିଳା, ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…..

0

ଆଜି ର ଦୁନିଆ ବହୁତ ଆଗକୁ ଯାଇସାରିଲାଣି, ପ୍ରତ୍ୟେକ ଲୋକ ମାନେ ଆଜି ଶିକ୍ଷିତ ଏବଂ ଦୁନିଆ ବିଷୟରେ ସବୁ କଥା ଜାଣିଲେଣି। ତେବେ ଆଜି ର ଦୁନିଆ ଆଉ ଆଗର ଦୁନିଆ ହୋଇ ନାହିଁ, ଆଗ କାଳରେ କିଛି ଗୋଟେ କାମ କରିବାକୁ ହେଲେ ମଣିଷ କୁ ଅନେକ ଦିନ ଏବଂ ଅନେକ ମାସ ମଧ୍ୟ ଅପେକ୍ଷା କରିବାକୁ ପଡୁଥିଲା, ସାମାନ୍ୟ ଫୋନ୍ ଟି ଏ କରିବା ପାଇଁ କେତେ କେତେ ଦିନ ଅପେକ୍ଷା କରିବାକୁ ପଡୁଥିଲା ଏବଂ କେତେ କେତେ ଦୂର ଚାଲିକି ଯିବାକୁ ମଧ୍ୟ ପଡୁଥିଲା। ହେଲେ ଆଜି କାଲି ତ ଆଖି ପିଛୁଳାକେ ଫୋନ୍, ମେସେଜ୍ ଦିଆ ନିଆ ସବୁ କିଛି ହେଉଛି। ଆଜି କାଲି ତ ସବୁ ଲୋକ ସୋସିଆଲ ମିଡିଆ ସହ ଯୋଡିତ ହେଲେ, ଯୁବପିଢି ମାନେ ଟିକେ ବେଶୀ ଯୋଡିତ ସବୁବେଳେ ସୋସିଆଲ୍ ମିଡିଆ ସାଇଟ୍ ରେ ଏକ୍ଟିଭ୍।

ତେବେ ଆଜି କାଲି ତ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ଲୋକ ଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ୍ ମିଡିଆ ବ୍ୟବହାର କରୁଥିବେ। ଆମେ ମାନେ ପ୍ରତିଦିନ ସୋସିଆଲ୍ ମିଡିଆ ରେ ଅନେକ ଖବର, ଘଟଣା,ଫଟୋ ଏବଂ ଅନେକ ଭିଡିଓ ସବୁ ଦେଖୁଥିବା। ଆଗରୁ ଲୋକ ମାନଙ୍କ ପାଖରେ କିଛି ହୋନର୍ ଥିଲେ ସେମାନେ ତାକୁ ନିଜ ଭିତରେ ଚାପି ରଖି ଦେଉଥିଲେ, ଆଉ ଅନେକ ତ ନିଜ ଭିତରେ ଥିବା ହୋନର୍ ଜାଣି ମଧ୍ୟ ପାରୁନଥିଲେ। ଏବେ କିନ୍ତୁ ଏହି ସୋସିଆଲ ମିଡ଼ିଆ ଯୁଗରେ ଲୋକ ମାନେ ନିଜ ହୋନର୍ କୁ ଏକ ଭିଡିଓ ମାଧ୍ୟମରେ ସୋସିଆଲ୍ ମିଡିଆ ରେ ପୋଷ୍ଟ କରୁଛନ୍ତି, ଯାହାକୁ କି ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି,

ଏହା ଦ୍ୱାରା ଅନେକ ଲୋକ ଷ୍ଟାର ମଧ୍ୟ ହେଇ ଯାଉଛନ୍ତି ଫିଲ୍ମ ମାନଙ୍କ ରେ ଆକ୍ଟିଙ୍ଗ୍ କରିବା ପାଇଁ ମଧ୍ୟ ସୁଯୋଗ ପାଇ ଯାଉଛନ୍ତି। ତେବେ ଆମେ ଆଜି ଆପଣ ମାନଙ୍କୁ ସେହିପରି ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେଉଥିବା ଏକ ଭିଡିଓ ସମ୍ପର୍କରେ କହିବୁ। ଯେଉଁଥିରେ ଏକ ମହିଳା ବହୁତ ସୁନ୍ଦର ଭାବରେ ଏକ ଭଜନ ଟି କୁ ଗାଉଛନ୍ତି ଆପଣ ମାନେ ବି ତାଙ୍କ ର ସେହି ଗୀତ ଟି କୁ ଶୁଣିଲେ ପ୍ରଶଂସା ନ କରି ରହି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଏହି ମହିଳା ଜଣକ ହେଉଛନ୍ତି ଓଡିଶାର, ଯିଏ କି ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛନ୍ତି। ତେବେ ସେ ତାଙ୍କର ଏକ ଝଲକ୍ କୁ ଭିଡିଓ ମାଧ୍ୟମ ରେ ୟୁ ଟ୍ୟୁବ୍ ରେ ପୋଷ୍ଟ କରିଥିଲେ, ଏହା ପରେ ସେ ଅନେକ ଲୋକ ପ୍ରିୟତା ହାସଲ କରିବାରେ ଲାଗିଛନ୍ତି। ସେ ଯେଉଁଭଳି ଭାବରେ ଏହି ଗୀତ ଟି କୁ ପରିବେଷଣ କରିଛନ୍ତି ଯେମିତି ଲାଗୁଛି ସେ ପ୍ରାର୍ଥନା ର ବର୍ଣ୍ଣନା କୁ ଖୁବ୍ ସୁନ୍ଦର ଭାବରେ ଗୀତ ମାଧ୍ଯମରେ ଗାଉଛନ୍ତି। ଏହି ମହିଳା ଙ୍କ ଏହି ଗୀତ ସବୁ ୟୁ ଟ୍ୟୁବ୍ ର ସତ୍ୟ ଭଞ୍ଜ ଚ୍ୟାନେଲ୍ ରେ ପ୍ରସାରିତ ହେଉଛି।

ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ କିପରି ଭାବରେ ଅନର୍ଗଳ ଭାବରେ ମହିଳା ଜଣକ ଗୀତ ଗାଉଛନ୍ତି। ଏହାକୁ ଦେଖି ଯେକୌଣସି ମଣିଷ ଏହା ଭାବିବ କି ଯେ ମଣିଷ ଏମିତି ଗ୍ରନ୍ଥ କୁ ଏପରି ଗୀତ ଏବଂ ପ୍ରାର୍ଥନା ଭାବରେ ମନେ ରଖିବା ଏତେ ସହଜ କଥା ନୁହେଁ। କିନ୍ତୁ ଏହି ମହିଳା ଜଣକ ଅତି ସହଜ ରେ ଏହାକୁ ମନେ ରଖିଛନ୍ତି ଏବଂ ଅତି ସୁନ୍ଦର ଭାବେ ଏହାକୁ ପରିବେଷଣ ମଧ୍ୟ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।