ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଆଦିତ୍ୟ ଓ ବିଦ୍ୟାଶ୍ରୀ ଙ୍କର ବିବାହ ପୂର୍ବରୁ ଗୋଟିଏ ରୁମ ରେ ଥିବା ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ

0

ସାରା ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲଟି ଥିବା ଆଦିତ୍ୟ୍ ଦାସ ଙ୍କ ମୃତ୍ୟୁ ମାମଲା। ଏହି ଘଟଣା ଟି ସମ୍ପୁର୍ଣ୍ଣରୂେପ ରହସ୍ୟ ମୟ ହୋଇ ରହିଛି, ଏହା କୁ ନେଇ ପୋଲିସ ଯେତେ ତଦନ୍ତ କରୁଛି। ସେହି ଘଟଣା ଟି ରୁ ଅନେକ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସିଛି।ତେବେ ସମାଜ ସେବି ଆଦିତ୍ୟ ଦାସ ଙ୍କ ମୃତ୍ୟୁ ଗୋଟେ ରହସ୍ୟମୟ ମୃତ୍ୟୁ ବୋଲି ଏବେ ସବୁ ଆଡେ ଚର୍ଚ୍ଚା ହେଉଛି। ମୃତ୍ୟୁ କୁ ଏତେ ମାସ ହେଇଯାଇ ଥିଲେ ମଧ୍ୟ ଏହାର ଆସାମୀ କିଏ ଜଣା ପଡି ପାରୁନାହିଁ।

ଆଦିତ୍ୟ ମଣିଷ ହିସାବ ରେ ବହୁତ ଭଲ ଥିଲେ। ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କର ଗୋଟିଏ ବୃଦ୍ଧା ଆଶ୍ରମ ରହିଛି। ଯେଉଁଠି ସେ ତାଙ୍କ ବାପା ମା ଭଳି ଅନେକ ବୁଢା ବୁଢ଼ୀ ମାନଂକୁ ଆଶ୍ରୟ ଦେଇଛନ୍ତି ଓ ସେମାଙ୍କର ସେବା ମଧ୍ୟ କରନ୍ତି। ଆଦିତ୍ୟ ତାଙ୍କ ଭଲ କାମ ପାଇଁ ସବୁ ବେଳେ ଚର୍ଚ୍ଚା କୁ ଆସନ୍ତି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ତଥ୍ୟ ସାମ୍ନା କୁ ଆସିଛି। ତାଙ୍କର ଜଣେ ପ୍ରେମିକା ଥିଲେ ଚିନ୍ମୟୀ ମହାପାତ୍ର ଏବଂ ଦୁଇ ଜଣ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଥିଲା ବୋଲି ଚିନ୍ମୟୀ କହିଛନ୍ତି।

ତେବେ ଆଦିତ୍ୟ ଚିନ୍ମୟୀ ଙ୍କୁ ବିବାହ କରିବେ ବୋଲି କଥା ଦେଇ ଥିଲେ। ଏବଂ ତାଙ୍କୁ କିଛି ବର୍ଷ ଅପେକ୍ଷା କରିବାକୁ କହିଥିଲେ କିନ୍ତୁ ଏମିତି କଣ ଘଟଣା ଘଟି ଥିଲା । ଯାହା ଦ୍ୱାରା ଆଦିତ୍ୟ ନିଜ କଥା କୁ ରଖି ନପାରି ସେ କେନ୍ଦ୍ରାପଡା ଠାରେ ବିଦ୍ୟାସ୍ରି ଙ୍କୁ ବିବାହ କରି ଥିଲେ। ତେବେ ବିବାହ ର ଦୁଇ ମାସ ପରେ ଏମିତି ଘଟଣା ଘଟିଛି। ତେବେ ମୁର୍ତ୍ୟୁ ପରେ ଆଦିତ୍ୟ ଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଥିଲା।

ତେବେ ପୁଣି ଏକ ନୂତନ ଭିଡିଓ ସୋସିଆଲ ମିଡିଆରେ ରେ ଭାଇରଲ ହୋଇଛି। ତେବେ ସେହି ଭିଡିଓ ରେ ଦେଖିବାକୁ ମିଳିଛି କି ଆଦିତ୍ୟ ବିଦ୍ୟାସ୍ରି ଙ୍କୁ ଚକୁଲି ପିଠା କରିବା ସିଖାଉଛନ୍ତି। ଏବଂ ତ ସହ ଭିଡିଓ ଦୁଇ ଜଣ ଙ୍କ ଭିତରେ ବହୁତ ଭଲ ପାଇବା ରହିଛି ତା ମଧ୍ୟ ଦେଖିବାକୁ ମିଳିଛି।ଆଉ ଦୁଇ ଜଣ ବହୁତ ଖୁସି ମଧ୍ୟ ଅଛନ୍ତି।ଦୁଇ ଜଣ ଙ୍କର ବିବାହ ପୂର୍ବ ରୁ ଏହି ଭିଡିଓ ଟି ହୋଇ ଥିଲା।ଆଉ ବିଦ୍ୟାସ୍ରି କହୁଛନ୍ତି କି ସେ ଆଦିତ୍ୟ ଙ୍କୁ ସ୍ୱାମୀ ରୂପ ରେ ପାଇଁ ବହୁତ ଖୁସି ଅଛନ୍ତି,ଆଉ ଆଦିତ୍ୟ ତାଙ୍କୁ ଏମିତି ସବୁ ଦିନ କରି ଖୁଅନ୍ତୁ ସେ ଚାଁହୁଚନ୍ତି। ତେବେ ଏମିତି ଅନେକ ସୁନ୍ଦର ସୁନ୍ଦର କଥା ସବୁ ଦେଖିବକୁ ମିଳିଛି,ଦି ଜଣଙ୍କ ଭିତରେ ଅନେକ ଭଲ ପାଇବା ରହିଛି। ତେବେ ଦୁଇ ଜଣ ଙ୍କ ଭିତରେ ଅନେକ କଥା ଚାଲିଛି। ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ରେ ବହୁତ୍ ଭାଇରଲ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।