ଅଧିକ ସମୟ ହେଡ଼ଫୋନ ବ୍ୟବହାର କରୁଛନ୍ତି କି ? ନିଶ୍ଚିନ୍ତ ପଢନ୍ତୁ ଏହି ଖବର, ନଚେତ ହୋଇପାରେ ଆପଣଙ୍କ କାନ ଖରାପ । ସେୟାର କରି ଜଣାନ୍ତୁ

0

ଆଜିର ର ଯୁଗ ହେଇଚି ଆଧୁନିକ ଯୁଗ। ଏବେ ସମୟ ରେ ଦେଶ ବହୁତ ଅଗ୍ରଗତି କରିଛି। ସମାଜ ରେ ପ୍ରତେକ୍ ଲୋକ ଶିକ୍ଷିତ ହୋଇ ଗଲେଣି। ଆଉ ତା ସହ ଆମ ସମାଜ ରେ ବିଜ୍ଞାନ ର ବହୁତ ଉନ୍ନତି ହୋଇଛି । ତେବେ ଏହା ଦ୍ୱାରା ଅନେକ ନୂତନ ଜିନିଷ ସବୁ ଆବିଷ୍କାର ହେଉଛି। ଆଉ ଏହା ଲୋକ ଙ୍କ ପାଇଁ ବହୁତ ସୁବିଧା ଆଣି ଦେଉଛି। ତେବେ ବିଜ୍ଞାନ , ପ୍ରଜୁକ୍ତି ବିଦ୍ୟା ର ଉନ୍ନ୍ନତ ହେବା ଫଳ ରେ ଲୋକ ମାନେ ନିଜ କୁ ଶିକ୍ଷିତ ଓ ସଭ୍ୟ ମନେ କରୁଛନ୍ତି। ତେବେ ଏହି ବିଜ୍ଞାନ ଯୁଗ ରେ ଅନେକ ନୂତନ ନୂତନ ଜିନିଷ ସବୁ ଦେଖିବକୁ ମିଳୁଛି। ତେବେ ଆଜିର ଏହି ବିଜ୍ଞାନ ଯୁଗ ରେ ଲୋକ ମାନେ ଚନ୍ଦ୍ର କୁ ଯାଇ ସଫଳ ତ ର ସହ ଫେରି ଆସୁଛନ୍ତି ବୋଲି ମନରେ ଅହଂକାର ଭାରି ରହିଛି।


ତେବେ ଏତେ ଅଗ୍ରଗତି ହେବା ଫଳ ରେ ନୂତନ ଜିନିଷ ସବୁ ଅବିସ୍କାର୍ ହେଉଛି । ଏହି ସବୁ ଜିନିଷ ଦ୍ୱାରା ପ୍ରତେକ ମଣିଷ ମାନଂକୁ କାମ କରିବାକୁ ସହଜ କରିଦେଉଛି। କିନ୍ତୁ ଲୋକ ମାନେ ବୁଝି ପାରୁ ନହାନ୍ତୁ । ଏହି ସବୁ ଜିନିଷ ର ଅଧିକ ବ୍ୟବହାର କରିବା ଦ୍ୱାରା ଆମ ଶରୀର ପ୍ରତି ଅଧିକ କ୍ଷତି ଘଟାଇ ପରେ। ତେବେ ଏହାର କୁ ପ୍ରଭାବ ଲୋକ୍ ଙ୍କୁ ଜଣା ନ ଥାଏ।ତେବେ ବାସ୍ତବ ରେ କହିବାକୁ ଗଲେ ଆଜିର ଏହି ଯୁଗରେ ଲୋକଙ୍କ ଜୀବନ ଧାରଣର , ଚଳଣି ପାଇଁ ବିଜ୍ଞାନ ବହୁତ ସୁବିଧା ବି କରିଛି । ଆଉ ଏହି ସବୁ ବେଳେ ବେଳେ ଆମ ପାଇଁ କାଳ ପାଲଟି ଯାଇଥାଏ । ତେବେ ସେହି ସବୁ ଜିନିଷ ମଧ୍ୟରୁ ଯେମିତିକି ଗୋଟିଏ ଜିନିଷ ରହିଛି ତା ହେଉଛି ହେଡ଼ଫୋନ । ହେଡଫୋନ୍ ଏକ ବହୁଳ ବ୍ୟବହାର ହେଉଥିବା ଜିନିଷ ଅଟେ ।


ପ୍ରତେକ ଲୋକ ଏହାର ଅଧିକ ବ୍ୟବହାର କରିଥାନ୍ତି।ହେଡ଼ ଫୋନ ଦ୍ୱାରା ଆମେ ଗୀତ କୁ ଭଲ ରେ ଶୁଣି ପାରୁ। ତେବେ ଆମ ସମାଜ ରେ ଏହାର୍ ଚାହିଦା ଅଧିକ ।କାରଣ ଏହା ଦ୍ୱାରା ଗୀତ ଶୁଣିବା ସୁବିଧା ଜନକ ହୋଇ ପାରିଛି। ତେବେ ଏହାର ବହୁଳ ବ୍ୟବହାର ଦ୍ୱାରା ଏହା ଆମ କାନ୍ ଉପରେ କୁ ପ୍ରଭାବ ପକାଇବ।ଯାହା ଦ୍ୱାରା ଆମ ଶୁଣିବା ଶକ୍ତି କମି ଯାଇ ଥାଏ।ତେବେ ଏହାର କୁ ପ୍ରଭାବ ହେଉଛି ।ଆମେ ବେଳେବେଳେ ଫୁଲ ସାଉଣ୍ଡ ଦେଇ ହେଡଫୋନ ୟୁଜ କରିଥାଉ ।

ଯାହାକି ୧୦୦ ଡେସିବଲରୁ ଅଧିକ ହୋଇଥାଏ ।କିନ୍ତୁ ମଣିଷ ମାନଙ୍କର୍ ଶୁଣିବାର କ୍ଷମତା ୯୦ ଡେସିବଲ ଅଟେ । ଯଦି ଆପଣ ଆପଣଙ୍କ କାନ ପ୍ରତି ଉଚିତ୍ ନଥିବା ସାଉଣ୍ଡ ଯାହା ୯୦ ଡେସିବଲରୁ ଅଧିକ,ଆଉ ଆପଣ ସେହି ଜୋରରେ ଗୀତ ଶୁଣନ୍ତି ତ ଆପଣଙ୍କର ଶୁଣିବାର କ୍ଷମତାରେ ନିଶ୍ଚିତ ପ୍ରଭାବ ପଡ଼ିବ , ଯାହା ଆପଣଙ୍କର ଶ୍ରବଣ ଶକ୍ତିକୁ ନଷ୍ଟ ବି କରିପାରେ । ତେଣୁ ଏଥି ପ୍ରତି ସଚେତନ ରହିବା ଆବଶ୍ୟକ । ଏହା ସହିତ ଅନ୍ୟର ହେଡ଼ ଫୋନ କୁ ମଧ୍ୟ ବ୍ୟବହାର କରୁନ୍ତୁ ନାହିଁ,କାରଣ ଏହା କାନ ର ରୋଗ ସଙ୍କ୍ରମଣ ସୃଷ୍ଟି କରିବ।ତେବେ ଅଧିକ ସମୟ ଏହା କୁ ବ୍ଯବହାର କରିଲେ। ଅନେକ କ୍ଷତି କାରି ପ୍ରଭାବ ଦେଖା ଦେଇ ଥାଏ।ଯେମିତି ମୁଣ୍ଡ ବିନ୍ଧିବ , କାନ ରେ ଯନ୍ତ୍ରଣା ହେବ , କମ ଶୁଣା ଯିବ ଆଦି ଅସୁବିଧା ଦେଖ ଦେବ।ତେବେ ସମସ୍ତେ ଏହି ଜିନିଷ ଠୁ ଦୁରେଇ ରୁହନ୍ତୁ ଆଉ ତା ସହ ଏହାର କମ ବ୍ଯବହାର କରୁନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।