ଓଡ଼ିଆ ସୁପରଷ୍ଟାର ବୁଦ୍ଧାଦିତ୍ୟ ଙ୍କ ବିଷୟରେ କିଛି ଅଜଣା କଥା, ଜାଣିଲା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

0

ଓଡ଼ିଆ ଜଗତରେ ଏକ ଅନନ୍ୟ ହିରୋ ବୁଦ୍ଧାଦିତ୍ୟ ମହାନ୍ତି | ନିଜ କଳା ରେ ମୁଗ୍ଧ କରିଥିବା 42 ବର୍ଷୀୟ ଅଭିନେତାଙ୍କ ଜନ୍ମ ଓଡ଼ିଶାର କଟକରଠାରୁ 7 କିମି ଦୂର ଶେଖ ବଜାରଠାରେ ୧୯୭୮ ଜାନୁଆରୀ ୧୭ ତାରିଖ ରେ ହୋଇଥିଲା | ଓଡ଼ିଶାର ଲୋକପ୍ରିୟ ଅଭିନେତା ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି।ତେବେ ଏହି ଲୋକ ପ୍ରିୟ ଅଭିନେତା ନିଜ ଅଭିନୟର ଯାଦୁ ବର୍ତ୍ତମାନ ମଧ୍ୟ ଦେଖାଇବା ରେ ଲାଗିଛନ୍ତି | ତେବେ ଏହି କଳାକାର ଙ୍କ ଅଭିନୟ ଯେତିକି ଉଚ୍ଚ କୋଟୀର ସେହିପରି ତାଙ୍କ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ସେ ବହୁତ୍ ଆଦର୍ଷବାନ ଅଟନ୍ତି |


ତେବେ ସେ ନିଜର ତେବେ ଶିକ୍ଷା କଟକ ଜିଲ୍ଲାର ଷ୍ଟିଉଆର୍ଟରେ ନିଜର ସ୍କୁଲରୁ ଆରମ୍ଭ କରିଥିଲେ ଏବଂ ଏହା ପରେ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ନିଜ ଉଚ୍ଚ ଶିକ୍ଷା ପ୍ରପ୍ତ କରିଥିଲେ | ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଜ୍ଞାନ ଏବଂ ପାରଦର୍ଶିତା ଉଚ୍ଚକୋଟୀର ଅଟେ | ତେବେ ଆପଣ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ, ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ ପୁତ୍ର ହେଉଛନ୍ତି ବୁଦ୍ଧାଦିତ୍ୟ ଏବଂ ସେ ହେଉଛନ୍ତି ଅଦ୍ୟମାନ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ପୁତୁରା | ମହେଶ୍ୱତା, ବୁଦ୍ଧାଦିତ୍ୟ ଙ୍କୁ ନିଜ ପୁତ୍ର ଭଳି ଭଲ ପାଆନ୍ତି | ଯେପରି ସେ ତାଙ୍କ ର ଏକଇରୋ ବାଳ ବିସିକେଶନ |


ଅଭିନୟ କଥା ଉଠିଲେ ସେ ଜଣେ ଓଲିଉଡ଼ ଜଗତର ଆଗଧାଡିର କଳାକରା | ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସେ ନିଜର ପ୍ରଥମ ଚଳଚିତ୍ର ଆଇ ଲଭ ମାଇଁ ଇଣ୍ଡିଆ ରୁ କ୍ୟାରିୟର ଆରମ୍ଭ କରିଥିଲେ | ଏହାପରେ ବୁଦ୍ଧାଦିତ୍ୟ ଅନେକ ଛୋଟ ବଡ ଫିଲ୍ମ୍ ରେ ସୁଯୋଗ ପାଇବାକୁ ଲାଗିଲେ | ତାଙ୍କର ଅଭିନୟ ର ଯାଦୁ ଏପରି ଥିଲା ଯେ ସେ ରାତାରାତି ହୋଇଗଲେ ଷ୍ଟାର ଏବଂ ଓଡ଼ିଶାର ଅଗଣତି ଦର୍ଶକ ମାନଙ୍କର ହୋଇଗଲେ ପ୍ରିୟ ସୁପରହିରୋ |

କେବଳ ଓଡ଼ିଆ ଫିଲ୍ମ ଜଗତ ନୁହଁ ସେ ଓଡ଼ିଆ ସିରିଏଲ ଏବଂ ଓଡ଼ିଆ ବଲିଉଡ୍ ରେ ମଧ୍ୟ ନିଜର ଅଭିନୟ ର କମାଲ ଦେଖାଇ ଚାଲିଛନ୍ତି ଏହି ଓଡ଼ିଆ ପୁଅ ଜଣଙ୍କ | ଏହାଛଡା ହିନ୍ଦୀ ଟିଭି ଜଗତରେ ସେ ଜଣେ ଜଣାଶୁଣା ଅଭିନେତା ଅଟନ୍ତି | ହିନ୍ଦୀ ଜଗତରେ ନିଜର ଲୋକପ୍ରିୟତା ହାସଲ କରିବା ପରେ ମଧ୍ୟ ଓଡିଶା କୁ ଭୁଲି ନାହାନ୍ତି ବୁଦ୍ଧାଦିତ୍ୟ ମହାନ୍ତି | ସେ ଓଡ଼ିଆ ତରଙ୍ଗ ଚ୍ୟାନେଲରେ ପରିଚାଳିତ ସାଧବବହୁରୁ ଓଡିଶାର ପ୍ରତ୍ୟେକ ଘରେ ଘରେ ନାମିତ ହୋଇପାରିଥିଲେ |


ବର୍ତ୍ତମାନ ସୁଦ୍ଧା ସେ ଵିଭାହିତ ନୁହଁନ୍ତି ନ୍ତି ଏହି ଅଭିନେତା | ଏବେଯାଏଁ କାହିଁକି ବିବାହ କରି ନାହାନ୍ତି ତାକୁ ନେଇ ତାଙ୍କ ପ୍ରଶଂସକ ମାନଙ୍କ ମନରେ ବଡ଼ ପ୍ରଶ୍ନ ରହିଥିବା ବେଳେ,ସେ କୁଆଡେ ତାଙ୍କର ପ୍ରେମିକା ଠାରୁ ଧୋକା ଖାଇବା ପରେ ବିବାହ ନକରିବାକୁ ମନସ୍ଥ କରିଥିବା କଥା ଚର୍ଚ୍ଚା ହେଉଛି |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।