ଆସିଲା ଏକ ବଡ ନିଯୁକ୍ତି ଓଡିଶା ସରକାରଙ୍କ ଦ୍ଵାରା ପୋଲିସ ବିଭାଗରେ ଫାଙ୍କା ଅଛି ଏହିସବୁ ପଦବୀ ଶେଷ ତାରିଖ ପୂର୍ବରୁ କରନ୍ତୁ ଆବେଦନ।

0

ଅନେକ ପିଲା ମାନେ ଅଛନ୍ତି ଯେଉଁମାନେ କି ବହୁତ ପାଠ ସାଠ ପଢି ସାରିବା ପରେ ମଧ୍ୟ ଚାକିରି ଖଣ୍ଡେ ପାଇନଥାନ୍ତି | ସେମାନେ ଆଶା ରଖିଥାନ୍ତି ଏକ ସରକାରୀ ଚାକିରି କୁ | ସେଥିପାଇଁ ସେମାନେ ଅନେକ ଯାଗା ରେ ଏନ୍ଟ୍ରାନ୍ସ ଦିଅନ୍ତି ବହୁତ ଆଡେ ଦୌଡା ଦୌଡି ମଧ୍ୟ କରନ୍ତି କେତେ ଜଣ ଚାକିରି ପାଆନ୍ତି ଆଉ କେତେ ଜଣ ଚାକିରି ନ ପାଇ ଘରେ ବସି ରୁହନ୍ତି | ତେବେ ଅନେକ ସରକାରୀ ଚାକିରି ରହିଛି ଯେଉଁ ସମ୍ପର୍କରେ ଆପଣ ମାନେ ହୁଏତ ଜାଣି ନଥିବେ | ପ୍ରତିବର୍ଷ ସେହି ସବୁ ଚାକିରି ପାଇଁ ଭେକେନ୍ସି ଆସୁଛି କିନ୍ତୁ ସିଟ୍ ଖାଲି ପଡୁଛି | ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ସେହି ପରି ଏକ ସରକାରୀ ଚାକିରି ସମ୍ପର୍କରେ କହିବୁ | ସେହି ଚାକିରି ପାଇଁ କତ କଣ ଯୋଗ୍ୟତା ଥିବା ଦରକାର ତାହା ମଧ୍ୟ କହିବୁ |

*ପଦବୀ :-

ମାନ୍ୟବର ମୁଖ୍ୟମନ୍ତ୍ରୀ 112 ନମ୍ବର ଜରିଆରେ ତ୍ୱରାନ୍ୱିତ ସେବା ଯୋଗାଇବା ପଇଁ #ଓଡିଶା_ପୋଲିସ ର 1098 ଟି ବିଭିନ୍ନ ପଦ ସୃଷ୍ଟିକୁ ଅନୁମୋଦନ କରିଛନ୍ତି | ତାହା ହଉଛି 4ଟି ଡିଏସପି, 151ଟି ସବଇନ୍ସପେକ୍ଟର, 203ଟି ସହକାରୀ ସବଇନ୍ସପେକ୍ଟର ଏବଂ 740 ଜଣ କନେଷ୍ଟବଳ ନିଯୁକ୍ତି ହେବେ | ଆଉଟସୋସିଙ୍ଗରେ 198ଟି କଲ ଲେଟର ଏବଂ 236ଟି ଗାଡି ନିୟୋଜିତ ହେବ |

*ନିଯୁକ୍ତି ପ୍ରଣାଳୀ:-

4ଟି ଡ଼ିଏସପି ପଦବୀ ପଇଁ କେବଳ ପୋଲିସ ଡିପାର୍ଟମେଣ୍ଟରୁ ହିଁ ଲୋକ ଗ୍ରହଣ କରାଯିବ ଏବଂ ସେହି ଭଳି 151ଟି ସବଇନ୍ସପେକ୍ଟର ଡିପାର୍ଟମେଣ୍ଟରୁ ନୁହଁ ଏହା କେବଳ ନୂତନ ଫ୍ରେଶରଙ୍କୁ ଗ୍ରହଣ କରାଯିବା | 203ଟି ସହକାରୀ ସବଇନ୍ସପେକ୍ଟର ଯାହା କେବଳ ଡିପାର୍ଟମେଣ୍ଟରୁ ଲୋକ ଗ୍ରହଣ କରାଯିବ, ଫ୍ରେଶରଙ୍କୁ ଏହା ଅବଦନ ପଇଁ ସୁଯୋଗ ଦିଆଯିବ ନାହିଁ | 740 ଜଣ କନେଷ୍ଟବଳ ନିଯୁକ୍ତି ଉଭୟ ଫ୍ରେଶର ଏବଂ ଡିପାର୍ଟମେଣ୍ଟରୁ ଗ୍ରହଣ କରାଯିବ |  ତେବେ ଆମେ ଏହା ଜଣାଇ ଦେବାକୁ ଚାହୁଁଛ ଯେ ଆସନ୍ତା ଫେବୃଆରୀ ମାସରୁ #ଓଡିଶା_ପୋଲିସ ତରଫରୁ ବହୁତ ପଦବୀ ସୃଷ୍ଟି ହେବାର ଆଶା ରହିଛି |

ବିଶ୍ବବ୍ୟାପୀ କରନା ମହାମାରୀ ପୃଷ୍ଠଭୂମିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି | ପିଲାମାନଙ୍କ ଆଗାମୀ ଭବିଷ୍ୟତ ନେଇ ଅଭିଭାବକ ଓ ଜନସାଧାରଣଙ୍କ ମନରେ ଦ୍ଵନ୍ଦର ବିଷୟ ପାଲଟିଛି | ସାରା ବିଶ୍ୱରେ କରନା ଯୋଗୁଁ ସାରା ଦେଶର ନୟାନ୍ତ ହେଉଥିବା ବେଳେ ଓଡିଶାର କରନା ଯୁଦ୍ଧା ମାନଙ୍କୁ ଉତ୍ସାହିତ କରିବାପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏପରି ପଦେକ୍ଷପ ସାନମାନୀୟ ! ସମସ୍ତ ସ୍ୱାସ୍ତ୍ୟକର୍ମୀ,ପୋଲିସ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ କରନା ଯୁଦ୍ଧା ବୋଲି କୁହାଯାଉଛି | ତେଣୁ ବହୁତ ସଂଖ୍ୟା ରେ ଯୋଦ୍ଧା ଗଠନ ରେ ସରକାର ସଫଳ ହଉଛନ୍ତି |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।