ଆପଣ ମାନଙ୍କ ପାଖରେ ବି କଣ ପୁରୁଣା ନୋଟ୍, କଏନ୍ କିମ୍ବା ମୁଦ୍ରା ଅଛି କି ? ତେବେ ଦେଖନ୍ତୁ କିପରି ବିକ୍ରି କରି ଲକ୍ଷପତି ହୋଇ ପାରିବେ।

0

ତେବେ ସମାଜରେ ଏମିତି ଅନେକ ଲୋକ ଥିବେ , ଯେଉଁ ମାନଂକୁ ଅନେକ କାର୍ଯ୍ୟ କରିବା କୁ ପସନ୍ଦ ରହି ଥିଏ। ସେମାଙ୍କର ଏହି ଗୁଣ ପାଇଁ ସେମାନେ ବହୁତ ସୁବିଧା ପାଇଁ ଥାନ୍ତି। ତେବେ ତା ଭିତରେ ଆପଣ ଏମିତି ଅନେକ ଲୋକ ଙ୍କୁ ଦେଖି ଥିବେ , ଯେଉଁ ମାନେ ବହୁତ ମୂଲ୍ୟବାନ ଜିନିଷ ଗୁଡିକୁ ସଂଗ୍ରହ କରି ଅନେକ ସ୍ଥାନ ରେ ସୁନ୍ଦର ଭାବେ ସଜେଇ ରଖି ଥାନ୍ତି। ତେବେ ଯେଉଁ ମାନେ ବହୁତ ପୁରୁଣା ଜିନିଷ ଗୁଡିକୁ ମଧ୍ୟ ସଂଗ୍ରହ କରି ତାକୁ ସଜେଇ ରଖିବା କୁ ପସନ୍ଦ କରନ୍ତି । ତେବେ ପୁରୁଣା ଟିକଟ , ପୁରୁଣା ମୁଦ୍ରା , ପୁରୁଣା ପଇସା ବା କାଗଜ ନୋଟ ଏମିତି ଅନେକ ଜିନିଷ ।

ତେବେ ଅଧିକ ଲୋକ ପୁରୁଣା ନୋଟ ଓ ମୁଦ୍ରା କୁ ସଂଗ୍ରହ କରି ରଖିବାକୁ ଭଲ ପାନ୍ତି। ତେବେ ଆପଣ ଏହି ପୁରୁଣା ମୁଦ୍ରା କୁ ବିକ୍ରି କରି ଅନେକ ପଇସା ରୋଜଗାର କରି ପାରିବେ। ଏବେ ପୁରୁଣା ମୁଦ୍ରା ଗୁଡିକୁ ବିକ୍ରି କରିବା ସହଜ ହୋଇ ସାରିଛି।ଏବେ ୱେବସାଇଟରେ ରେ ଆପଣ ଙ୍କ ପାଇଁ ଇବେ ୱେବସାଇଟ୍ ଖୋଲି ଦେଇଛି।ତେବେ ଏହି ୱେବସାଇଟ୍ ରେ ଆକାଉଣ୍ଟ ଖୋଲିବା ବହୁତ ସହଜ । ଆପଣ ଏହି ଆକାଉଣ୍ଟ କୁ ଜିମେଲ୍ ଦ୍ୱାରା ଲୋଗ ଇନ କରିଦେବେ। ତେବେ ଆପଣ କିଭଳି ଭାବେ ପୁରୁଣା ମୁଦ୍ରା ଗୁଡିକ ବିକିବେ ଆସନ୍ତୁ ଜାଣିବା ।

ତେବେ ପ୍ରଥମେ ଆପଣ ଗୁଗୁଲ ରେ ଇବେ କୁ ଖୋଜନ୍ତୁ। ଏହା ପରେ ଆପଣ ଙ୍କୁ ସେଥରେ ୱେବସାଇଟ୍ ରେ ସବୁ କିଛି ତଥ୍ୟ ମିଳିବ ।ତେବେ ଗୋଟେ ଡଲାର ଭାରତୀୟ ମୁଦ୍ରା ରେ ୭୪ ଟଙ୍କା ରହିଛି। ତେବେ ସେହି ହିସାବ ରେ ଜାଣି ପାରିବେ। ତେବେ ଆପଣ ଯଦି ୨୫ ପଇସା ନୋଟ କୁ ବିକ୍ରି କରିବେ। ତେବେ ଆପଣ ଙ୍କୁ ୭୯୦୯ ଟଙ୍କା ପାଇ ପାରିବେ। ତେବେ ଅନେକ ମୁଦ୍ରା ବହୁତ କମ ପଇସା ରେ ରହିଛି ।ଏହା ପାଇଁ ଆପଣ ଏହି ଠାରୁ କିଣିକି ମଧ୍ୟ ବିକ୍ରି ମଧ୍ୟ କରି ପାରିବେ।

ତେବେ ଆପଣ ପ୍ରଥମେ ଆକାଉଣ୍ଟ ଖୋଲିବା ଦରକାର। ତେବେ ମୁଦ୍ରା ବିକ୍ରି କରିବା କୁ ହେଲେ ମୁଦ୍ରା ର ଉପରେ କିଛି ତଥ୍ୟ ଦେବାକୁ ପଡିବ।ଏହି ୱେବସାଇଟ୍ ରେ ୧୦୪ ଡଲାର ଯାଏ ରହିଛି। ତେବେ ଆପଣ ଏହି ପୋଷ୍ଟ ଉପରେ ଫେରିବା ପାଇଁ ମଧ୍ୟ ସୁବିଧା ରଖି ପାରିବେ।ତେବେ ଆପଣ ବିଭିନ ପ୍ରକ୍ରିୟା ଦ୍ୱାରା ପଇସା ନେଇ ପାରିବେ। ତେବେ ଆପଣ ଏହି ପୋଷ୍ଟ ରେ ସବୁ କିଛି ସତ ଦିଅନ୍ତୁ। ଦେଲେ ଯାଇ ଏହା ବିକ୍ରି ହୋଇ ପାରିବ। ତେବେ ଏହି ୱେବସାଇଟ୍ ରେ ଆପଣ ଙ୍କୁ ଫୋନ ନମ୍ୱର ମାଗିବ ନାହିଁ। ତେବେ ବହୁତ ସହଜ ରେ ଆପଣ ଘରେ ବସି ପଇସା ରୋଜଗାର କରି ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।