ଆପଣ ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ନିଶ୍ଚୟ କରନ୍ତୁ ଏହି ଘରୋଇ ଉପଚାର 100 %ଗ୍ୟାରେଣ୍ଚି କାମ କରିବ – Ramdev Health Tips

0

ବର୍ତାମାନ ସମୟ ରେ ଗ୍ୟାସ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇ ଗଲାଣି। ଏହା ତ ପ୍ରାୟ ସବୁ ଲୋକ ଙ୍କ ପାଖରେ ଦେଖିବାକୁ ମିଲୁଛି। ଗ୍ୟାସ ସମସ୍ୟା ଫଳରେ ଲୋକ ମାନଙ୍କ ର ବିଭୀନ୍ନ ପ୍ରକାର ର ଅସୁବିଧା ହଉଚି। କିନ୍ତୁ ଗ୍ୟାସ ସମସ୍ୟା କୁ ଆପଣ ଯେତେ ସାଧାରଣ ରୋଗ ଭାବୁଛନ୍ତି ଏହା ପ୍ରକୃତ ରେ ଏହା ସେତେ ସାଧାରଣ ରୋଗ ନୁହଁ। ଏହି ଗ୍ୟାସ ସମସ୍ୟା ବହୁତ ବଡ଼ ବଡ଼ ରୋଗର କାରଣ ହୋଇଥାଏ।


ଗ୍ୟାସ ସମସ୍ୟା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ଏହା ସହ ଝାଡା ବାନ୍ତି ଭଳି ସମସ୍ୟା ମଧ୍ୟ ଦେଖା ଦେଇ ଥାଏ। ବାରମ୍ବାର ଗ୍ୟାସ ହେବା ଫଳରେ ଆମ ଶରୀର ରେ ଏହାର କୁ ପ୍ରଭଵ ଦେଖିବାକୁ ମିଳିଥାଏ। ତେଣୁ ଏହି ସମସ୍ୟା କୁ ଏକ ଗୁରୁତର ସମସ୍ୟା ଭାବରେ ନେବା ଉଚିତ ଓ ଏହାର ସମାଧାନ କରିବା ଉଚିତ। ଅନେକ ସମୟ ରେ ଲୋକ ମାନେ ଅନେକ ପ୍ରକାର ର ଔଷଧ ଖାଇ ମଧ୍ୟ ଏହି ସମସ୍ୟା ରୁ ମୁକ୍ତି ପାଇ ପାରି ନାଥାନ୍ତି। ତେବେ ଆଜି ଆମେ ଆପଣଂକୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣ ସହଜରେ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବେ।

1.ଖାଇବା ସୋଡା ଓ ଲେମ୍ବୁ

ଆପଣ ଙ୍କ ର ଯଦି ଗ୍ୟାସ ସମସ୍ୟା ଅଛି ତେବେ ପ୍ରତି ଦିନ ସକାଳୁ ଆପଣ ଖାଇବା ସୋଡା ସହ ଏକ ଚାମଚ ଲେମ୍ବୁ ମିଶାଇ ଖାନ୍ତୁ। ଏହା କରିବା ଦ୍ୱାରା ଆପଣ ଗ୍ୟାସ ସମସ୍ୟା ରୁ ମୁକ୍ତି ପାଇପାରିବେ।

2.ହେଙ୍ଗୁ

ଆପଣ ଯଦି ଗ୍ୟାସ ସମସ୍ୟା ରେ ପୀଡିତ ତେବେ ପ୍ରତିଦିନ ଏକ ଗ୍ଲାସ ଗରମ ପାଣି ରେ ହେଙ୍ଗୁ ମିଶାଇ ପିଅନ୍ତୁ। ଏପରି ଦିନକୁ 2 ରୁ 3 ଥର କରନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବରେ ଏହି ଗ୍ୟାସ ସମସ୍ୟା ରୁ ମୁକ୍ତି ପାଇବେ।

3. ଗୋଲ ମରିଚ

ଯେଉଁମାନଙ୍କ ର ଗ୍ୟାସ ସମସ୍ୟା ରହୁଛି ସେମାନଙ୍କ ପାଇଁ ଗୋଲ ମରିଚ ଭଲ ଉପକାରୀ ଅଟେ। ପ୍ରତିଦିନ ଗୋଲ ମରିଚ ଖାଇବା ଦ୍ୱାରା ଆପଣଂକୁ ଗ୍ୟାସ ଭଳି ସମସ୍ୟା ରୁ ସମ୍ପର୍ଣ୍ଣ ରୂପରେ ମୁକ୍ତି ମିଳି ପାରିବ ।

4. ଡାଲ ଚିନି

ଡାଲ ଚିନି ଖାଇବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ରୁ ମୁକ୍ତି ମିଳି ଥାଏ। ପ୍ରତିଦିନ ସକାଳୁ ଆପଣ ଡାଲ ଚିନି କୁ ଗରମ ପାଣି ରେ ଫୁଟାଇ ପିଅନ୍ତୁ। ଏପରି କରିବା ଦ୍ୱାରା ଆପଣଂକୁ ଗ୍ୟାସ ସମସ୍ୟା ରୁ ସମ୍ପୁର୍ଣ୍ଣ ମୁକ୍ତି ମିଳିପାରିବ ।

5. ରସୁଣ

ରଶୁଣ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଯଦି ଆପଣ ଙ୍କ ର ଗ୍ୟାସ ସମସ୍ୟା ରହୁଛି ତାହାଲେ ଆପଣ ଏହି ରଶୁଣ କୁ ଗରମ ପାଣି ରେ ଫୁଟାଇ ପିଅନ୍ତୁ। ଆପଣଂକୁ ଏହି ସମସ୍ୟା ରୁ ମୁକ୍ତି ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।