ଏହିଚିହ୍ନ ଥିଲେ ନାରୀଟିର ଚରିତ୍ରହୀନ ବୋଲି ଜାଣିପାରିବେ , ଆପଣ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ !

0

ସମାଜରେ ଦୁଇ ପ୍ରକାର ନାରୀ ଦେଖିବାକୁ ମିଳିଥାଏ । ପୁରାଣରେ କୁହାଯାଇଥାଏ ଏମିତି କେତେ ଗୁଡିଏ ନାରୀ ମାନେ ଅଛନ୍ତି ଯେଉ ମାନଙ୍କର ପ୍ରବେଶରେ ହିଁ ଘରର ସୁଖ ଶାନ୍ତି ବୃଦ୍ଧି ହେବା ସହିତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।ଏମିତି କିଛି ନାରୀ ମାନେ ମଧ୍ୟ ଅଛନ୍ତି ଯେଉ ମାନଙ୍କର ପ୍ରବେଶରେ ହିଁ ଘରର ଅଶାନ୍ତି ବଢିବା ସହିତ ପରିବାରର ସୁଖ ଶାନ୍ତି ମଧ୍ୟ ଦୂର ହୋଇଯାଏ ।ଏ ପ୍ରକାର ନାରୀ ମାନଙ୍କୁ ଚିହ୍ନିବା ପାଇ କେତେ ଗୁଡିଏ ଚିହ୍ନ ରହିଥାଏ ।ଯାହା ସେମାନଙ୍କର ଚରିତ୍ର କିପରି ଜାଣାପଡିଥାଏ ।

ଜଣେ ନାରୀର ଦାନ୍ତ, ପାଟି , ଆଖି, କାନ ,ନାକ ଏହି ସମସ୍ତ ଅଙ୍ଗ ଗୁଡିକ ଦେଖି ଜାଣିହୁଏ ଯେ ସେ ତାର ସ୍ୱାମୀ ଓ ଶାଶୁଙ୍କ ସହିତ ମିଶିବ କି ନାହିଁ । ଏପ୍ରକାର ନାରୀ ମାନଙ୍କର କିଛି ଲକ୍ଷଣ ରହିଥାଏ ।ସେହି ଲକ୍ଷଣ ଗୁଡିକ ହେଉଛି ଯଦି ଜଣେ ମହିଳାଙ୍କର ପାଦରୁ ଜୁନିଅର ଆଙ୍ଗଠି ଭୂମିକୁ ସ୍ପର୍ଶ କରେ ନାହିଁ ତେବେ ଜାଣନ୍ତୁ ଏପରି ମହିଳା ସମୟ ସହିତ ତାଙ୍କର ଚରିତ୍ରକୁ ପରିବର୍ତ୍ତନ କରିପାରନ୍ତି ।


ଯଦି ମହିଳା ଜଣକ ଲମ୍ୱା ଓ ଓଠର ଉପର ଭାଗରେ ଅଧିକ ଚୁଟି ରହିଥାଏ ତେବେ ଏହି ମହିଳା ତାଙ୍କ ସ୍ୱାମୀଙ୍କ ପାଇ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ଧରାଯାଏ ।ଏବଂ କୁହାଯାଇଥାଏ ଯେଉ ମହିଳା ମାନେ ଅତ୍ୟନ୍ତ କ୍ରଧିତ ଓ ଝଗଡା କରନ୍ତି ତେବେ ସେ ପ୍ରକାର ମହିଳା ମାନଙ୍କ ଚରିତ୍ରକୁ ବିଶ୍ୱାସ କରିବା ବଡ କଷ୍ଟ କର ହୋଇଥାଏ ।ଯେଉ ମହିଳାର କାନରେ ଅଧିକ କେଶ ରହିଥାଏ ଏପରି ମହିଳାମାନେ ଦୁଃଖର କାରଣ ହୁଅନ୍ତି ।ଯଦି ମହିଳାଙ୍କର ଦାନ୍ତ ମୋଟା ଚଉଡା ଏବଂ ବାହାରକୁ ବାହାରିଆସିଥାଏ ତେବେ ସେହି ମହିଳାଙ୍କର ଜୀବନ ସର୍ବଦା ଦୁଃଖରେ ରହିବ ।କୌଣସି ମହିଳାଙ୍କର ଶୀରାଫୁଲା ଓ ପାପୁଲି ସମତଳ ଥାଏ ତେବେ ସର୍ବଦା ସୁଖରୁ ଓ ଧନରୁ ବଞ୍ଚିତ ହୁଅନ୍ତି ।


ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ନାରୀ ମାନଙ୍କର ପ୍ରକୃତି ତାଙ୍କ ଭବିଷ୍ୟତ ସହିତ ଜଡିତ ଜିନିଷ ଗୁଡିକ ବିଷୟରେ ଗ୍ରନ୍ଥରେ ବଣ୍ଣନା କରାଯାଇଥାଏ ।ପ୍ରସିଦ୍ଧ ଗ୍ରନ୍ଥ ବ୍ରିହାଦ୍ ସମିତା ରେ ଦୁଇ ପ୍ରକାର ମହିଳା ବିଷୟରେ କୁହାଯାଇଛି ।ପ୍ରଥମଟି ଶୁଭ ଚିହ୍ନ ଓ ଉଦ୍ଦିଷ୍ଟ ଚିହ୍ନ ।ଶୁଭ ସଂକେତ ଜରିଆରେ ଜଣେ ମହିଳା ସାଧୁ ବା ଲକ୍ଷ୍ମୀର ରୂପ ବୋଲି ବିବେଚନା କରାଯାଉଥିବା ବେଳ ଉଦବେଗଜନକ ଚିହ୍ନ କୁ ଅଲକ୍ଷ୍ମୀକ ବୋଲି କୁହାଯାଏ ।ଏସମସ୍ତ ଗୁଣ ଗୁଡିକ ବିଷୟରେ ଶାସ୍ତ୍ରରେ ଅଲ୍ଲେଖ ରହିଛି ।

ଏହା ଶାସ୍ତ୍ରକୁ ବିଶ୍ୱାସ କରୁଥିବା ଲୋକଙ୍କ ପାଇ ଅଟେ ।ଜ୍ୟେତିଷ ଶାଖାର ସାମୁଦ୍ରା ଶାସ୍ତ୍ରୀ ମାଧ୍ୟମରେ ମଣିଷ ମାନଙ୍କୁ ସେମାନଙ୍କର ଅଙ୍ଗଭଙ୍ଗୀ ଶରୀରରେ ଥିବା ଚିହ୍ନ ବିଷୟରେ ଉଲ୍ଲେଖ କରାଯାଇଥାଏ ।ମହିଳା ମାନଙ୍କର ଶୁଭ ଦୃଷ୍ଟି ପ୍ରତେକ ବସ୍ତୁ ଉପରେ ରହିବା ଆବଶ୍ୟକ ।ଏହି ଚିହ୍ନ ଥିବା ମହିଳା ମାନଙ୍କର ପ୍ରବେଶରେ ହିଁ ଘରେ ତିକ୍ତତା ବଢିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।