ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ଅସଲି ଭଗବାନ କ୍ୟାମେରାରେ ରେକର୍ଡ ହେବାର ଦୃଶ୍ୟ ନଦେଖିଲେ ବିଶ୍ବାସ କରିବେନି

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ତାହାର ଟିକିଏ ହେଲେ ବି ସଂଦେହ ନାହିଁ । ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ଟେକନିକାଲ ତଥା ବୈଜ୍ଞାନିକ ପଦ୍ଧତିରେ ତଥା ଉନ୍ନତ ରୁ ଅତି ଉନ୍ନତ ଟେକ୍ନୋଲୋଜି ର ବ୍ୟବହାର ଏହି ଅତ୍ୟାଧୁନିକତା କୁ ପରିଲକ୍ଷିତ କରୁଛି । ତେବେ ଏହି ଟେକ୍ନୋଲୋଜି ର ସବୁଠାରୁ ଚର୍ଚ୍ଚା ରେ ତଥା ଲୋକମାନଙ୍କ ଦ୍ୱାରା ଅଧିକ ବ୍ୟବହୃତ ହେଉଛି ତାହା ହେଉଛି ବର୍ତ୍ତମାନ ର କ୍ୟାମେରା ଏବଂ ଇଣ୍ଟରନେଟ । ତେବେ ଏହି ଇଣ୍ଟରନେଟ ଓ ଅତ୍ୟାଧୁନିକ ମୋବାଇଲ କ୍ୟାମେରା ର ବ୍ୟବହାର ଦ୍ୱାରା ଆମେ ଆମ ସମାଜରେ ହେଉଥିବା ସମସ୍ତ ଘଟଣା ବିଷୟରେ ଜାଣିପାରୁ। ତେବେ ଆମେ ଆଜି ଆପଣଙ୍କୁ ଏମିତି କେତେକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ଉଲେଖଯୋଗ୍ୟ ଯେ, ବର୍ତ୍ତମାନ ଯୁଗରେ କେହି ଆଉ ଭଗବାନ ଙ୍କୁ ବିଶ୍ୱାସ କରୁନାହାନ୍ତି ।କାରଣ ଭଗବାନ କେବେହେଲେ ଆମକୁ ଦର୍ଶନ ଦିଅନ୍ତି ନାହିଁ। କିନ୍ତୁ ଆମେ ଆଜି ଆପଣଙ୍କୁ କେତେକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରିବେ କି ଭଗବାନ ଏବେ ମଧ୍ୟ ଅଛନ୍ତି ବୋଲି ।

୧. ପ୍ରଥମତ୍ୱ, ସୋସିଆଲ ମିଡ଼ିଆ ରେ ମା କାଳୀ ଙ୍କର ଏକ ଭିଡ଼ିଓ ବେଶ ଭାଇରଲ ହୋଇଥିଲା। ତେବେ ଭିଡ଼ିଓ ଟିରେ କିଛି ଏମିତି ଥିଲା କି ଆଳତୀ ସମୟରେ ଜଣେ ଯୁବକ ନିଜର ମୋବାଇଲ ରେ ମା ଙ୍କର ଭିଡ଼ିଓ ରେକର୍ଡ କରୁଥିଲେ । ଏବଂ ଆଶ୍ଚର୍ଯ୍ୟ କଥା ଏହା କି ଯେ , ଯୁବକ ଙ୍କର ମୋବାଇଲ କ୍ୟାମେରା ଯେଉଁ ଦିଗକୁ ଗତି କରିଥିଲା ଠିକ ସେହି ଆଡ଼କୁ ମା ଚାହୁଁଥିଲେ ।

୨.ଦ୍ୱିତୀୟ,ଏକ ଶିବ ମନ୍ଦିର ରେ ମଧ୍ୟ ଦେଖାଯାଇଥିଲା ଏକ ଅଦ୍ଭୂତପୂର୍ବ ଦୃଶ୍ୟ । ତେବେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ରେ ଏହା ରେକର୍ଡ ହୋଇଥିଲା । ତେବେ ଭିଡ଼ିଓ ଟି ଏପରି ଥିଲା କି , ଯେତେବେଳେ ଶିବ ମନ୍ଦିର ର ପୂଜକ ଭଗବାନ ଶିବ ଙ୍କର ମୃତ୍ତି ଉପରେ କ୍ଷୀର ଢାଳୁଥିଲେ ସେତେବେଳେ ଭଗବାନ ଶିବ ନିଜର ଆଖିର ପଲକକୁ ବନ୍ଦ କରୁଥିଲେ ।

୩.ତୃତୀୟ , ଦିଲ୍ଲୀ ର କୁତମିନାର ଠାରେ ତିନି ଜଣ ଲୋକ ଏକ ଭିଡ଼ିଓ ରେକର୍ଡ କରୁଥିଲେ । ଆଉ ସେହି ସମୟରେ ସେମାନେ ରେକର୍ଡ କରୁଥିଲେ ଯେପରି କିଏ ଜଣେ ଆକାଶ ରେ ଉଡ଼ିବୁଲୁଛି। ଏବଂ ଲୋକମାନେ ବିଶ୍ୱାସ କରନ୍ତି କି ସେ ଭଗବାନ ହନୁମାନ ଥିଲେ ।

୪.ମୁମ୍ବାଇ ରେ ଜଣେ ବ୍ୟକ୍ତି ନିଛାଟିଆ ରାସ୍ତା ରେ ନିଜ କାର ରେ ଯିବା ସମୟରେ ଭିଡ଼ିଓ ରେକର୍ଡ କରୁଥିଲେ। ତେବେ ତାଙ୍କର କହିବା ଅନୁସାରେ ସେ ଯାଉଥିବା ରାସ୍ତା ପାଖରେ କେହିବି ନଥିଲେ ମାତ୍ର ଭିଡ଼ିଓ ରେ କେହି ଜଣେ ହାତରେ ଖଣ୍ଡା ଧରି ଛିଡା ହେବାର ନଜରକୁ ଆସିଥିଲେ ।

୫.ରୁଷିଆ ରେ ଜଣାଏ ରିପୋଟର ନିଜର ସୁଟିଂ କରୁଥିବା ସମୟରେ ତାଙ୍କ କ୍ୟାମେରା ରେ ହଠାତ ଏକ ଅଦ୍ଭୁତ ଆଲୋକ ଦେଖା ଦେଇ ପୁଣି ଉଭାନ ହୋଇଯାଇଥିଲା । ଓ ସେଠାକାର ଲୋକମାନେ କହନ୍ତି କି ସେ ଏକ ପରି ବା ଏଞ୍ଜେଲ ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।